ମନ ମୋର କାଗଜ ଗୁଡ଼ି
ମନ ମୋର କାଗଜ ଗୁଡ଼ି | |
---|---|
ନିର୍ଦ୍ଦେଶକ | ଦେବଜ୍ୟୋତି ପାତ୍ର |
ପ୍ରଯୋଜକ | ଶିବିର କୁମାର ପରିଡ଼ା, ବିବେକାନନ୍ଦ ବାରିକ |
ସଂଳାପ | ମାନସ ପଡ଼ିହାରୀ |
ଚିତ୍ରନାଟ୍ୟ | ଦେବଜ୍ୟୋତି ପାତ୍ର |
କାହାଣୀ | ଦିବ୍ୟସିଂହ ରାୟ |
କଳାକାର | ରାକେଶ ଦେଓ ଭୂମିକା ଦାଶ ପ୍ରୀତିରାଜ ଶତପଥୀ ଚୌଧୁରୀ ଜୟପ୍ରକାଶ ଦାସ |
ସଙ୍ଗୀତ | ଦେବାଶିଷ ମଲ୍ଲିକ (ଜାପାନୀ) |
ମୁକ୍ତିଲାଭ ତାରିଖ | ୪ ମାର୍ଚ୍ଚ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମନ ମୋର କାଗଜ ଗୁଡ଼ି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶିବିର କୁମାର ପରିଡ଼ା ଓ ବିବେକାନନ୍ଦ ବାରିକ ।[୨] ଦିବ୍ୟସିଂହ ରାୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ମାନସ ପଡ଼ିହାରୀ ଏହାର ସଂଳାପ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଦେବାଶିଷ ମଲ୍ଲିକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାକେଶ ଦେଓ ଓ ଭୂମିକା ଦାଶ । ପ୍ରୀତିରାଜ ଶତପଥୀ, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ମାର୍ଚ୍ଚ ୪ ତାରିଖରେ ମୁକ୍ତିଲାଭ କରିଥିଲା ।[୪]
ଅଭିନୟ
[ସମ୍ପାଦନା]- ରାକେଶ ଦେଓ
- ଭୂମିକା ଦାଶ[୫]
- ପ୍ରୀତିରାଜ ଶତପଥୀ
- ଚୌଧୁରୀ ଜୟପ୍ରକାଶ ଦାସ
- ଦେବୀ ବାରିକ
- ସୀମା
- ଲିପୁନ
- ସଞ୍ଜୟ
- ଜ୍ଞାନ
- ଭକ୍ତ ସୁହାନା
- ମମତା ଦାସ
- ଦିବ୍ୟାଂଶ
- ସୁର ରାଉତରାୟ[୩]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବାଶିଷ ମଲ୍ଲିକ (ଜାପାନୀ) ।[୬] ବସନ୍ତରାଜ ସାମଲ, ତପୁ ନାୟକ ଓ ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, କୁମାର ବାପି, ଋତୁରାଜ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ, ଜ୍ୟୋତିର୍ମୟୀ ନାୟକ, ହ୍ୟୁମାନ ସାଗର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ମନ ମୋର କାଗଜ ଗୁଡ଼ି" | ତପୁ ନାୟକ | କୁମାର ବାପି, ଜ୍ୟୋତିର୍ମୟୀ ନାୟକ | ୦୫:୦୪ |
2. | "ଚୋରୀ ଚୋରୀ ଚାନ୍ଦିନୀକୁ ରାଜନନ୍ଦିନୀ" | ସୁବ୍ରତ ସ୍ୱାଇଁ | ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ନାୟକ | ୦୩:୨୮ |
3. | "ଛାତିରେ ବାଜେ ସାହାନାଇିରେ" | ବସନ୍ତରାଜ ସାମଲ | ଉଦିତ ନାରାୟଣ, ଅନନ୍ୟା ଶ୍ରୀତମ ନନ୍ଦ | ୦୩:୨୯ |
4. | "ଜହର" | ସୁବ୍ରତ ସାଇଁ | ଋତୁରାଜ ମହାନ୍ତି | ୦୫:୧୩ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "New odia film Kagajagudi release soon | ଯୁବଗୋଷ୍ଠୀଙ୍କ କାହାଣୀ କହିବ 'କାଗଜ ଗୁଡ଼ି' | Hindi News, Odisha LifeStyle and Others". web.archive.org. 2022-06-10. Archived from the original on 2022-06-10. Retrieved 2022-06-10.
{{cite web}}
: CS1 maint: bot: original URL status unknown (link) - ↑ ୩.୦ ୩.୧ "ଶୁଭମୁକ୍ତି ହେଲା ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର "ମନ ମୋର କାଗଜ ଗୁଡ଼ି"". Prameyanews7 (in ଆମେରିକୀୟ ଇଂରାଜୀ). 2022-03-05. Archived from the original on 2022-06-10. Retrieved 2022-06-10.
- ↑ "ପରଦାକୁ ଆସିବ ରୋମାଣ୍ଟିକ୍ ପ୍ରେମ କାହାଣୀ 'ମନ ମୋର କାଗଜ ଗୁଡ଼ି', ୪ରେ ଶୁଭମୁକ୍ତି". Prameyanews7 (in ଆମେରିକୀୟ ଇଂରାଜୀ). 2022-03-03. Archived from the original on 2022-06-10. Retrieved 2022-06-10.
- ↑ "ଭୋଜପୁରୀ ଫିଲ୍ମରେ ଭୂମିକା". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
- ↑ "ଯୁବଗୋଷ୍ଠୀଙ୍କ କାହାଣୀ କହିବ 'କାଗଜ ଗୁଡ଼ି'". Zee News (in ହିନ୍ଦୀ). Archived from the original on 2022-06-10. Retrieved 2022-06-10.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମନ ମୋର କାଗଜ ଗୁଡ଼ି