ଦିଦି ନମସ୍କାର

ଉଇକିପିଡ଼ିଆ‌ରୁ
ଦିଦି ନମସ୍କାର
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକଅଜୟ ରାଉତ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରଜନୀ ରଞ୍ଜନ
କାହାଣୀରଜନୀ ରଞ୍ଜନ
କଳାକାରଶାଶ୍ୱତ
ଶୀତଲ ପାତ୍ର
ପିଣ୍ଟୁ ନନ୍ଦ
ସୋମା ଭୌମିକ
ପ୍ରିୟଙ୍କା ମହାପାତ୍ର
ସଙ୍ଗୀତପ୍ରଶାନ୍ତ ପାଢ଼ୀ
ମୁକ୍ତିଲାଭ ତାରିଖ
୧୭ ଅପ୍ରେଲ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଦିଦି ନମସ୍କାର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ପାତ୍ର । ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶାଶ୍ୱତ ଓ ଶୀତଲ ପାତ୍ର । ପିଣ୍ଟୁ ନନ୍ଦ, ସୋମା ଭୌମିକ, ପ୍ରିୟଙ୍କା ମହାପାତ୍ର ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅପ୍ରେଲ ୧୭ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ[୪] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ, ସତ୍ୟଜିତ ପ୍ରଧାନ, ଅନ୍ତରା ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।[୫]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଦିଦି ନମସ୍କାର"ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 
2."ତୋ ପ୍ରେମ ପ୍ରଥମ ଶ୍ରେଣୀରେ"ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା 
3."ମନ ହଂସିନୀ"କୁଲଦୀପ ପଟ୍ଟନାୟକ, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର[ସମ୍ପାଦନା]

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. "ରିଲିଜ୍‌ ହେଲା ଜୀ ସାର୍ଥକର ନୂଆ ସିନେମା 'ଡିଟେକ୍ଟିଭ୍ କରନ୍‌- ଅର୍ଜୁନ'ର ଅଡିଓ, ମାର୍କେଟରେ ଚହଳ ସୃଷ୍ଟି କରିବ 'ଭାଉଜ ଗୋ ଭାଉଜ' ଗୀତ". Prameyanews7. ଭୁବନେଶ୍ୱର. 5 May 2022. Archived from the original on 6 June 2022. Retrieved 6 June 2022.
  3. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
  4. "ଆଗାମୀ ଓଡ଼ିଆ ଚଳଚ୍ଚିତ୍ର "ଦିଦି ନମସ୍କାର"ର ଅଡିଓ ରିଲିଜ". Argus News. 13 April 2022. Archived from the original on 6 June 2022. Retrieved 6 June 2022.
  5. "'ଦିଦି ନମସ୍କାର'ର ଅଡ଼ିଓ ରିଲିଜ୍". Prameya. ଭୁବନେଶ୍ୱର. 15 April 2022. Archived from the original on 6 June 2022. Retrieved 6 June 2022.

ବାହାର ଆଧାର[ସମ୍ପାଦନା]