ମୋ ପଣତକାନୀରେ ତୁ

ଉଇକିପିଡ଼ିଆ‌ରୁ
ମୋ ପଣତକାନୀରେ ତୁ
ନିର୍ଦ୍ଦେଶକପୀନୁ ନାୟକ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା, ବିକ୍ରମ କେଶରୀ ବିଷୋୟୀ
ସଂଳାପହରିହର ମହାପାତ୍ର
ଚିତ୍ରନାଟ୍ୟହରିହର ମହାପାତ୍ର
କାହାଣୀହରିହର ମହାପାତ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଶୁଭମ
ସମ୍ପାଦକଜ୍ୟୋତି ପ୍ରକାଶ ପଣ୍ଡା
ଶ୍ରଦ୍ଧା ପାଣିଗ୍ରାହୀ
ହରିହର ମହାପାତ୍ର
ମହାଶ୍ୱେତା ରାୟ
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ମୋ ପଣତକାନୀରେ ତୁ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧][୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା ଓ ବିକ୍ରମ କିଶୋର ବିଷୋୟୀ । ଅଭିନେତା ହରିହର ମହାପାତ୍ର ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୩] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପୀନୁ ନାୟକ ।[୪] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ପ୍ରକାଶ ପଣ୍ଡା ଓ ଶ୍ରଦ୍ଧା ପାଣିଗ୍ରାହୀ ।[୬] ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ମହାଶ୍ୱେତା ରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧୨ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ମୋ ପଣତକାନୀରେ ତୁ
କଥାଚିତ୍ର ଗୀତ ଆଲବମ୍ by
ବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ୯ ଜୁନ ୨୦୨୨
ରେକର୍ଡ଼ ତାରିଖ୨୦୨୨
ଭାଷାଓଡ଼ିଆ
ନାମଜୀ ମ୍ୟୁଜିକ୍ ଓଡ଼ିଆ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶଅରୁଣ ମନ୍ତ୍ରୀ, ସୂର୍ଯ୍ୟ ମହାପାତ୍ର, ନିହାର ପ୍ରିୟଶିଷ ଆଦି ଗୀତିକାରମାନେ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ ।[୫] ହ୍ୟୁମାନ ସାଗର, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, କୁଳଦୀପ ପଟ୍ଟନାୟକ, ସୁବାସ ସାହୁ, ସଞ୍ଜୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଫେରି ଆସୁଥିବି କୋଳକୁ ତୋର'". ସମ୍ବାଦ. sambad.in. 11 September 2021. Archived from the original on 13 December 2022. Retrieved 13 December 2022.
  3. ୩.୦ ୩.୧ "'ମୋ ପଣତକାନିରେ ତୁ' କହିବ ଅଟିଜିମ୍‌ ପିଲାଙ୍କ ସଂଘର୍ଷ କାହାଣୀ | Sambad" (in ଆମେରିକୀୟ ଇଂରାଜୀ). 2022-06-10. Archived from the original on 2022-06-14. Retrieved 2022-06-14.
  4. ୪.୦ ୪.୧ "୧୨ରେ ଜୀ ସାର୍ଥକର ନୂଆ ସିନେମା 'ମୋ ପଣତକାନିରେ ତୁ'ର ଓ୍ୱାର୍ଲଡ୍‌ ଟିଭି ପ୍ରିମିୟର୍‌ | Sambad" (in ଆମେରିକୀୟ ଇଂରାଜୀ). 2022-06-10. Archived from the original on 2022-06-14. Retrieved 2022-06-14.
  5. ୫.୦ ୫.୧ ୫.୨ "ଆସୁଛି ନୂଆ ସିନେମା 'ମୋ ପଣତକାନିରେ ତୁ', ଜୁନ୍‌ ୧୨ରେ ଜୀ ସାର୍ଥକରେ ଓ୍ୱାର୍ଲଡ ଟିଭି ପ୍ରିମିୟର". Prameyanews7 (in ଆମେରିକୀୟ ଇଂରାଜୀ). 2022-06-11. Archived from the original on 2022-06-14. Retrieved 2022-06-14.
  6. "ରଜ ଉପଲକ୍ଷେ ଦୁଇ ସିନେମା ହେବ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର: 'ମୋ ପଣତକାନିରେ ତୁ' ସହ 'ଚୋରଣୀ-୨'ର ଲଢ଼େଇ, ମଜା ଉଠାଇବେ ଦର୍ଶକ". Prameya (in ଆମେରିକୀୟ ଇଂରାଜୀ). 2022-06-12. Archived from the original on 2022-06-14. Retrieved 2022-06-14.
  7. "'ଧୋରେ ବାଇଆ ଧୋ'ର ବଦଳିଲା ନାଁ , ଓଡ଼ିଆ ନୂଆବର୍ଷରେ ବଡ଼ ପରଦାକୁ ଆସିବ 'ଧୋ'ରେ ବାବୁ ଧୋ'..." PRAMEYA. ଭୁବନେଶ୍ୱର. 9 April 2023. Archived from the original on 25 August 2023. Retrieved 25 August 2023.

ବାହାର ଆଧାର[ସମ୍ପାଦନା]