ସଞ୍ଜୟ ନାୟକ
ଦେଖଣା
ସଞ୍ଜୟ ନାୟକ | |
|---|---|
| ଜନ୍ମ | ୨ ମାର୍ଚ୍ଚ ୧୯୭୫ |
| ବୃତ୍ତି(ସମୂହ) | ନିର୍ଦ୍ଦେଶକ, କାହାଣୀକାର, ସମ୍ପାଦକ |
| ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
ସଞ୍ଜୟ ନାୟକ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ନିର୍ଦ୍ଦେଶକ, କାହାଣୀକାର ଓ ସମ୍ପାଦକ ।
ଓଡ଼ିଆ କଥାଚିତ୍ରରେ ଭୂମିକା
[ସମ୍ପାଦନା]| କଥାଚିତ୍ର | ମୁକ୍ତିଲାଭ ବର୍ଷ | ଭୂମିକା |
|---|---|---|
| ବାଇଶି ପାହାଚେ ଖେଳିବ ମୀନ | ୨୦୧୧ | ନିର୍ଦ୍ଦେଶକ |
| ବାବୁ ଆଇ ଲଭ ୟୁ | ୨୦୦୫ | ନିର୍ଦ୍ଦେଶକ |
| ମନ ରହିଗଲା ତୁମରି ଠାରେ | ୨୦୦୨ | ନିର୍ଦ୍ଦେଶକ |
| ସାକ୍ଷୀ ରହିଲା ଏ ସିଂହଦୁଆର | ୧୯୯୪ | ନିର୍ଦ୍ଦେଶକ |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସଞ୍ଜୟ ନାୟକ
- fullorissa.com Archived 2017-06-13 at the Wayback Machine.
- orissacinema.com