ଓଡ଼ିଆ କଥାଚିତ୍ର ଜଗତରେ ୨୦୧୬ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧]
ନାମ |
ନିର୍ଦ୍ଦେଶକ |
ଅଭିନେତା |
ମୁକ୍ତିଲାଭ ତାରିଖ
|
୨୦୧୬
|
ଯୋଉଠି ତୁ ସେଇଠି ମୁଁ |
ସୁଶାନ୍ତ କୁମାର ରାଉତ |
ୟଶ୍ ମିଶ୍ର, ଅଞ୍ଜନା ସିଂ, ପିଣ୍ଟୁ ନନ୍ଦ |
୧ ଜାନୁଆରୀ
|
ତୁ ଯେ ସେଇ |
ଅଶୋକ ପତି |
ବାବୁଶାନ୍, ରିୟା ଦେ, ଶୀତଲ ପାତ୍ର |
୧ ଜାନୁଆରୀ
|
ତୁ କହିବୁ ନା ମୁଁ |
ସୁଶାନ୍ତ ମଣି |
ଅମ୍ଳାନ, ନିହାରିକା, ପପୁ ପମ ପମ |
୧୫ ଜାନୁଆରୀ
|
ଗୋଟେ ଶୁଆ ଗୋଟେ ଶାରୀ |
ମୃତ୍ୟୁଞ୍ଜୟ ସାହୁ |
ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ମୀନକେତନ |
୧୨ ଫେବୃଆରୀ
|
କ୍ରାନ୍ତିଧାରା |
ହିମାଂଶୁ ଖଟୁଆ |
ଗାର୍ଗୀ ମହାନ୍ତି, ସମରେଶ ରାଉତରାୟ |
୧୯ ଫେବୃଆରୀ
|
ସମୟ ବଡ଼ ବଳବାନ |
ମୁରଲୀଧରନ |
ପୁପିନ୍ଦର ସିଂ, ଅନୁଭା ସୌର୍ଯ୍ୟା, ଲିପ୍ସା ମିଶ୍ର, ପୁଷ୍ପା ପଣ୍ଡା |
୪ ମାର୍ଚ୍ଚ
|
ହେଲା ମତେ ପ୍ରେମ ଜର |
ଅମରେଶ ପତି |
ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ମୀନକେତନ |
୧୮ ମାର୍ଚ୍ଚ
|
ଚୁପ୍ ଚୁପ୍ ଚୋରି ଚୋରି |
ସୁଧାଂଶୁ ମୋହନ ସାହୁ |
ଅଭିଶେକ ରଥ, ରିୟା ଦେ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି |
୧୮ ମାର୍ଚ୍ଚ
|
ଜବରଦସ୍ତ ପ୍ରେମିକ |
ରାଜୁ ସର୍ବିଆ |
ବାବୁଶାନ୍, ଝିଲିକ୍ ଭଟ୍ଟାଚାର୍ଯ୍ୟ |
୧୩ ଅପ୍ରେଲ
|
ଟାଇଗର |
ଦିଲ୍ଲୀପ ପଣ୍ଡା |
ଅମ୍ଳାନ, ଦୀପିକା |
୨୦ ମଇ
|
ତୁ ମୋର ସପନ ରାଣୀ |
ପ୍ରଶାନ୍ତ ପାଲ |
ସନ୍ତୋଷ ମହାନ୍ତି, ବିଶ୍ୱ, ରୋଜାଲିନ, ଜାନକୀ |
୩ ଜୁନ
|
ଲଭ୍ ଷ୍ଟେସନ୍ |
ଅଶୋକ ପତି |
ବାବୁଶାନ୍, ଏଲିନା ସାମନ୍ତରାୟ |
୧୨ ଜୁନ
|
ପ୍ରେମରେ ପ୍ରେମରେ |
ସୁଧାଂଶୁ ମୋହନ ସାହୁ |
ଅରିନ୍ଦମ ରାୟ,ଶୀତଲ ପାତ୍ର |
୧୨ ଜୁନ
|
ଅଗସ୍ତ୍ୟ |
ମୂରଲୀ କ୍ରିଷ୍ଣା |
ଅନୁଭବ, ଝିଲିକ୍ |
୧୨ ଜୁନ
|
ଝିଅଟା ବିଗିଡ଼ିଗଲା |
ବିନି ପଟ୍ଟନାୟକ |
ବାବୁଶାନ୍, ଏଲିନା ସାମନ୍ତରାୟ |
୧୪ ଜୁଲାଇ
|
ମୁଁ ଗାନ୍ଧୀ ନୁହେଁ |
ସୁରଜ ମିଶ୍ର |
କରଣ ସିଂ ରାୟ, କ୍ରିଷ୍ଣା, ରବି ମିଶ୍ର |
୨୯ ଜୁଲାଇ
|
ରିଭେଞ୍ଜ |
ରଣଜିତ ବାରିକ ନିମାଇଁ ଓଝା |
ଅଭିଶେକ ରଥ, ଅନୁଭା ସୌର୍ଯ୍ୟ |
୫ ଅଗଷ୍ଟ
|
ମୀମାଂସା |
ଚକ୍ରଧର ସାହୁ |
ହର ରଥ, ଲିପି |
୫ ଅଗଷ୍ଟ
|
ସୁଇଟ୍ ହାର୍ଟ |
ସୁଶାନ୍ତ ମଣି |
ବାବୁଶାନ୍, ସମରେଶ ରାଉତରାୟ, ଅନୁ ଚୌଧୁରୀ |
୧୮ ଅଗଷ୍ଟ
|
ବାଏ ବାଏ ଦୁବାଇ |
ବସନ୍ତ ସାହୁ |
ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ବୁଦ୍ଧାଦିତ୍ୟ ମହାନ୍ତି |
୨ ସେପ୍ଟେମ୍ବର
|
ଚିନି |
ପ୍ରଦୀପ ଭୋଳ |
ଅମ୍ଳାନ, ପତ୍ରଳୀ, ମିହିର ଦାସ |
୯ ସେପ୍ଟେମ୍ବର
|
ଭାଇନା, କ'ଣ କଲା ସେ |
ସଞ୍ଜୟ ନାୟକ |
ବାଳକୃଷ୍ଣ ନାୟକ, ତମନ୍ନା, ଉତ୍ତମ ମହାନ୍ତି |
୧୬ ସେପ୍ଟେମ୍ବର
|
ଆସିଲୁ ଯେବେ ତୁ ଯାଆନା ଫେରି |
ଦୀପୁନ |
ପିଙ୍କି ପ୍ରିୟଦର୍ଶନୀ, ଦୀପକ |
୨୩ ସେପ୍ଟେମ୍ବର
|
ବେବି |
ମୂରଲୀ କ୍ରିଷ୍ଣା |
ଅନୁଭବ ମହାନ୍ତି, ଝିଲିକ୍, ପୌଲମି |
୭ ଅକ୍ଟୋବର
|
ଲଭ୍ ପାଇଁ କୁଛ୍ ଭି କରେଗା |
ଅଶୋକ ପତି |
ବାବୁଶାନ୍, ସୁପ୍ରିୟା |
୭ ଅକ୍ଟୋବର
|
ତୋର ଦିନେକୁ ମୋର ଦିନେ |
ସୁଧାଂଶୁ ମୋହନ ସାହୁ |
ଅରିନ୍ଦମ ରାୟ, ଶୀତଲ ପାତ୍ର, ଅମ୍ଳାନ ଦାସ, ରିୟା ଦେ |
୮ ଅକ୍ଟୋବର
|
ଛାତି ତଳେ ଡିଂ ଡଂ |
ମୃତ୍ୟୁଞ୍ଜୟ ସାହୁ |
ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ବର୍ଷା ପ୍ରିୟଦର୍ଶିନୀ |
୯ ଅକ୍ଟୋବର
|
ହେ ପ୍ରଭୁ ଦେଖା ଦେ |
ଗୋପି ଆନନ୍ଦ |
ଅନୁ ଚୌଧୁରୀ, ହରିହର ଦାସ, ପପୁ ପମ ପମ, ମିହିର ଦାସ, ପ୍ରଜ୍ଞା |
୧୧ ନଭେମ୍ବର
|
ଦେଲେ ଧରା କଥା ସରେ |
ଶୈଳେନ୍ଦ୍ର ମିଶ୍ର |
ଜ୍ୟୋତି, ମାଳବିକା |
୧୧ ନଭେମ୍ବର
|
ଗୁଣ୍ଡା |
ଶୁଭ ଆଶିଷ ପତି |
ସିଦ୍ଧାନ୍ତ ମହାପାତ୍ର, ନିକିତା |
୧୮ ନଭେମ୍ବର
|
ପ୍ରେମର ନିଶା ନିଆରା ନିଆରା |
ସରୋଜ କାନ୍ତ |
ଶୁଭମ, ଜୀନା ସାମଲ |
୯ ଡିସେମ୍ବର
|