କୁକୁଡ଼ା ଚୋର

ଉଇକିପିଡ଼ିଆ‌ରୁ
କୁକୁଡ଼ା ଚୋର
ନିର୍ଦ୍ଦେଶକଆନନ୍ଦ କୁମାର
ପ୍ରଯୋଜକଶୁଭେନ୍ଦୁ ପାଢ଼ୀ
ସଂଳାପରାଜେନ୍ଦ୍ର ପାଢ଼ୀ
ଚିତ୍ରନାଟ୍ୟଆନନ୍ଦ କୁମାର
କାହାଣୀଜୀବନ ମିଶ୍ର
କଳାକାରଶୁଭେନ୍ଦୁ ପାଢ଼ୀ
ରାଜା
ଗୁଟୁ
ସବିତା ତ୍ରିପାଠୀ
କେ ମୋହନ ରାଓ
ଲାଲ ବାହାଦୁର ମଲ୍ଲିକ
ସଙ୍ଗୀତମିଟୁ ସୁନା
ଚିତ୍ରଗ୍ରହଣରଞ୍ଜନ
ସମ୍ପାଦକରାଜୀବ, ରାହୁଲ
ମୁକ୍ତିଲାଭ ତାରିଖ
୨୭ ମଇ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

କୁକୁଡ଼ା ଚୋର, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ କୋରାପୁଟିଆ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶୁଭେନ୍ଦୁ ପାଢ଼ୀ ।[୨] ଜୀବନ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଆନନ୍ଦ କୁମାର କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ମିଟୁ ସୁନା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ପ୍ରଜ୍ଞା, ସୁମନ, ଆରଚି, ଶୁଭେନ୍ଦୁ ପାଢ଼ୀ, ଗୁଟୁ, ରାଜା, ମହେଶ ରାଓ, ପ୍ରଭାକର ମିଶ୍ର, କେ ମୋହନ ରାଓ, ସୁଧୀର ମହାପାତ୍ର, କିଶୋର ମିଶ୍ର, ସବିତା ଶତପଥୀ, ତାରିଣୀ ପାତ୍ର, ସୁନିଲ ସେନାପତି, ଲାଲ ବାହାଦୁର ମଲ୍ଲିକ, ରଞ୍ଜନ ସାବତ, ରଞ୍ଜିତ ହରିଜନ, ନୃସିଂହ ପଣ୍ଡା, ସୁଶାନ୍ତ, ସୁନାମ, ସମ୍ପ୍ରିତୀ ହଡ଼ପ ଆଦି କଳାକାରମାନେ ଏହି କଥାଚିତ୍ରଟି ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪]

ଏହି କଥାଚିତ୍ରଟି ୨୦୨୨ ମସିହାର ମଇ ୨୭ ତାରିଖରେ ଜୟପୁରସ୍ଥିତ ଏସ୍.ଆର୍. ମଲ୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

  • ପ୍ରଜ୍ଞା
  • ସୁମନ
  • ଆରଚି
  • ଶୁଭେନ୍ଦୁ ପାଢ଼ୀ
  • ଗୁଟୁ
  • ରାଜା
  • ମହେଶ ରାଓ
  • ପ୍ରଭାକର ମିଶ୍ର
  • କେ ମୋହନ ରାଓ
  • ସୁଧୀର ମହାପାତ୍ର
  • କିଶୋର ମିଶ୍ର
  • ସବିତା ଶତପଥୀ
  • ତାରିଣୀ ପାତ୍ର
  • ସୁନିଲ ସେନାପତି
  • ଲାଲ ବାହାଦୁର ମଲ୍ଲିକ
  • ରଞ୍ଜନ ସାବତ
  • ରଞ୍ଜିତ ହରିଜନ
  • ନୃସିଂହ ପଣ୍ଡା
  • ସୁଶାନ୍ତ
  • ସୁନାମ
  • ସମ୍ପ୍ରିତୀ ହଡ଼ପ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମିଟୁ ସୁନା । ଜୀବନ ମିଶ୍ର ଏହି କଥାଚିତ୍ରଟିର ସମୁଦାୟ ୪ଟି ଯାକ ଗୀତ ରଚନା କରିଥିଲେ । ମିଟୁ ସୁନା, ଦୁଷ୍ମନ୍ତ ସୁନା, କାଳୀଚରଣ ବାଗ, ଅମ୍ରିତା ନାୟକ, ସଞ୍ଜୁ ମହାନ୍ତି, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଆଖି ସାଙ୍ଗେ ଆଖି ମିଶିଲା"ମିଟୁ ସୁନା, ରାଜନନ୍ଦିନୀ ପଣ୍ଡା 
2."ଇସ୍କ ମତେ ପାଗଲ୍ କଲାରେ"କାଳୀଚରଣ, ଅମ୍ରିତା 
3."ବୁଡ଼ି ଯାଉ ତ'ର ବଅଁସ"  
4."ସୁନାରେ ବାବୁ ସୁନା"  

ଆଧାର[ସମ୍ପାଦନା]

  1. "Kukuda Chor Odia movie Trailer released | OdiaLive". Odia Live. 28 June 2020. Archived from the original on 28 May 2022. Retrieved 28 May 2022.
  2. "କୁକୁଡ଼ା ଚୋର - Dharitri". Dharitri Odia News. 19 March 2020. Archived from the original on 28 May 2022. Retrieved 28 May 2022.
  3. "କୋରାପୁଟିଆ ସିନେମା". ସମ୍ବାଦ. Odia Movie Database. 22 March 2020. Retrieved 28 May 2022.
  4. ୪.୦ ୪.୧ ୪.୨ "ମୁକ୍ତି ଲାଭ କରିଛି କୋରାପୁଟିଆ ଚଳଚ୍ଚିତ୍ର କୁକୁଡ଼ା ଚୋର୍". ETV Bharat News. କୋରାପୁଟ. 26 May 2022. Archived from the original on 28 May 2022. Retrieved 28 May 2022.

ବାହାର ଆଧାର[ସମ୍ପାଦନା]