ତୁ ମୋର ଓକେ

ଉଇକିପିଡ଼ିଆ‌ରୁ
ତୁ ମୋର ଓକେ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରଜ୍ୟୋତିରଞ୍ଜନ ନାୟକ
ଶୀତଲ ପାତ୍ର
ଉଷସୀ ମିଶ୍ର
ପିଣ୍ଟୁ ନନ୍ଦ
ସଙ୍ଗୀତଅସଦ୍ ନିଜାମ୍
ଚିତ୍ରଗ୍ରହଣଇଶ୍ୱର ବାରିକ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୧ ଅକ୍ଟୋବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ତୁ ମୋର ଓକେ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ।[୧] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୩] ସଙ୍ଗୀତକାର ଅସଦ୍ ନିଜାମ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଶୀତଲ ପାତ୍ର ।[୫][୬] ଉଷସୀ ପାତ୍ର, ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ପ୍ରେମାଞ୍ଜନ ପରିଡ଼ା, ପ୍ରଜ୍ଞା ଖଟୁଆ, ସର ଅପା, ଐଶ୍ୱର୍ଯ୍ୟା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଅକ୍ଟୋବର ୨୧ ତାରିଖରେ ମୁକ୍ତିଲାଭ କରିଥିଲା ।[୪] ଏହି କଥାଚିତ୍ରଟିର ମୁକ୍ତିଲାଭ ପୂର୍ବରୁ ହିନ୍ଦୀ କଥାଚିତ୍ର ଜଗତର ଜଣାଶୁଣା ଅଭିନେତା ଅମିତାଭ ବଚ୍ଚନ ଏହା ବିଷୟରେ ଟୁଇଟ୍ କରିଥିଲେ ।[୭][୮][୯]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ୍ ନିଜାମ୍[୫] ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଅସୀମା ପଣ୍ଡା, ଶ୍ରୀୟା ମିଶ୍ର ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ତୁ ମୋ ଓକେ"ହ୍ୟୁମାନ ସାଗର, ଅସୀମା ପଣ୍ଡା 
2."ସାୱାରେ ସାୱାରେ"ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର 
3."ତୁ କିଏ ମୋର"ହ୍ୟୁମାନ ସାଗର 

ଆଧାର[ସମ୍ପାଦନା]

  1. Tu Mora Ok Movie: Showtimes, Review, Trailer, Posters, News & Videos | eTimes, retrieved 2022-12-27
  2. "୧୬ରେ ବଡ଼ ପରଦାକୁ ହିଟ୍ କରିବ ନୂଆ ଓଡ଼ିଆ ସିନେମା 'ତୁ ମୋର ଓକେ'; ରିଲିଜ ହେଲା ଟ୍ରେଲର". News18 Odia. 12 September 2022. Archived from the original on 27 December 2022. Retrieved 27 December 2022.
  3. "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.{{cite web}}: CS1 maint: unrecognized language (link)
  4. ୪.୦ ୪.୧ ୪.୨ "ଦୀପାବଳିରେ ଧମାକା କରିବ ଦୁଇ ଓଡ଼ିଆ ସିନେମା". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 21 October 2022. p. ୨୧. Archived from the original on 25 December 2022. Retrieved 25 December 2022.
  5. ୫.୦ ୫.୧ "ଦୀପାବଳିରେ ଧମାକା କରିବ ଦୁଇ ଓଡ଼ିଆ ସିନେମା: ମୁକ୍ତିଲାଭ କରୁଛି 'ରୁଦ୍ରାଣୀ', 'ତୁ ମୋର ଓକେ'". PRAMEYA. ଭୁବନେଶ୍ୱର. 21 October 2022. Archived from the original on 25 December 2022. Retrieved 25 December 2022.
  6. "Amitabh Bachchan promotes Odia film 'Tu Moro Ok'". Sambad English (in English). 23 August 2022. Archived from the original on 27 December 2022. Retrieved 27 December 2022.{{cite news}}: CS1 maint: unrecognized language (link)
  7. "'ତୁ ମୋର ଓକେ' ଟିମକୁ ଶୁଭେଚ୍ଛା ଜଣାଇଲେ ଅମିତାଭ ବଚ୍ଚନ". Sambad. ଭୁବନେଶ୍ୱର. 23 August 2022. Archived from the original on 27 December 2022. Retrieved 27 December 2022.
  8. "Amitabh Bachchan Wishes Odia Film 'Tu Mora Okay'". Pragativadi (in English). 23 August 2022. Archived from the original on 27 December 2022. Retrieved 27 December 2022.{{cite news}}: CS1 maint: unrecognized language (link)
  9. "Amitabh Bachchan wishes Odia film 'Tu Mora Okay'". KalingaTV (in English). Bhubaneswar. 22 August 2022. Archived from the original on 27 December 2022. Retrieved 27 December 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]