| କ୍ରମାଙ୍କ |
ନାମ | ନିର୍ଦ୍ଦେଶକ | ଅଭିନେତା | ମୁକ୍ତିଲାଭ ତାରିଖ |
|
୨୦୧୯ |
| ୧ |
ଏ ଦିଲ୍ ତତେ ଦେଲି | ନିଲୁ ବକ୍ସ | ବିଭାସ, ରିୟାନା ଶୁକ୍ଳା | ୪ ଜାନୁଆରୀ |
| ୨ |
ଚାଲ୍ ଟିକେ ଦୁଷ୍ଟ ହବା | ତାପସ ସରଘରିଆ | ମିହିର ଦାସ, ଦୀପକ ମିଶ୍ର, ପ୍ରିୟଙ୍କା | ୧୧ ଜାନୁଆରୀ |
| ୩ |
ବାପା ତମେ ଭାରି ଦୁଷ୍ଟ | ଟି. ଗଣେଶ | ଜୟଜିତ ଦାସ, ସମିତା, ପ୍ରଦ୍ୟୁମ୍ନ ଲେଙ୍କା | ୧୧ ଜାନୁଆରୀ |
| ୪ |
ଅଜବ ସଞ୍ଜୁର ଗଜବ ଲଭ୍ | ଅଶୋକ ପତି | ବାବୁଶାନ୍, ଅର୍ଚ୍ଚିତା ସାହୁ, ମିହିର ଦାସ | ୧୩ ଜାନୁଆରୀ |
| ୫ |
ନିମ୍କି | ସୁଶାନ୍ତ ମଣି | ବର୍ଷା ପ୍ରିୟଦର୍ଶିନୀ | ୨୩ ଜାନୁଆରୀ |
| ୬ |
ତୁ ମୋ ସୁନା ଚଢ଼େଇ | ଦିଲୀପ ପଣ୍ଡା | ଜ୍ୟୋତି ରଞ୍ଜନ ନାୟକ, ଏଲ୍ସା ଘୋଷ | ୨୫ ଜାନୁଆରୀ |
| ୭ | ପ୍ରେମ ପାଇଁ ମହାଭାରତ | ନିରଞ୍ଜନ ବେହେରା | ସମ୍ବିତ ଆଚାର୍ଯ୍ୟ, ରିୟା ଦେ, ଶ୍ରୀତମ ଦାସ, ବବି ମିଶ୍ର | ୮ ଫେବୃଆରୀ |
| ୮ | ପ୍ରେମରେ ରଖିଚି ୧୦୦ରୁ ୧୦୦ | ସଞ୍ଜୟ ନାୟକ | ଜ୍ୟୋତି ରଞ୍ଜନ ନାୟକ, ରିୟା ଦେ | ୧୦ ଫେବୃଆରୀ |
| ୯ | ଟ୍ୱିଷ୍ଟବାଲା ଲଭ୍ ଷ୍ଟୋରୀ | ରାଜେଶ ମହାନ୍ତି | ଶୁବାଷିଷ ଶର୍ମା, ଜଗଜିତ ପାଲ, ରାଜ ରାଜେଶ, ମହାପ୍ରସାଦ କର | ୧୦ ଫେବୃଆରୀ |
| ୧୦ | ବୋବାଲ ଟୋକା | ସୁଧାକର ବସନ୍ତ | ପ୍ରଦୀପ ଦତ୍ତ, ପିଣ୍ଟୁ ନନ୍ଦ | ୧୫ ଫେବୃଆରୀ |
| ୧୧ | ରଙ୍ଗିଲା ବୋହୂ | ଶ୍ରୀତମ ଦାସ | ଲିପ୍ସା ମିଶ୍ର, ଦେବାଶିଷ ପାତ୍ର, ପିଣ୍ଟୁ ନନ୍ଦ | ୨୪ ଫେବୃଆରୀ |
| ୧୨ | ଚମ୍ପିଆନ | କେ. ମୂରଲୀକ୍ରିଷ୍ଣା | ଅର୍ଚ୍ଚିତା ସାହୁ, ମନୋଜ ମିଶ୍ର | ୮ ମାର୍ଚ୍ଚ |
| ୧୩ |
ବିଜୁ ବାବୁ |
ଦେବୀ ପ୍ରସାଦ ଲେଙ୍କା, ବିଶାଳ ମୌର୍ଯ୍ୟ |
ଅନୁଭବ ମହାନ୍ତି, ସୁପ୍ରିୟା ନାୟକ, ଅଶ୍ରୁମୋଚନ ମହାନ୍ତି |
୨୯ ମାର୍ଚ୍ଚ |
| ୧୪ |
ବନ୍ଧନ |
|
ରାଇମୋହନ ପରିଡ଼ା, ଅଶ୍ରୁମୋଚନ ମହାନ୍ତି, ପ୍ରୀତିରାଜ ଶତପଥୀ |
୩୧ ମାର୍ଚ୍ଚ |
| ୧୫ |
କଟି ପତଙ୍ଗ |
କୁମାର ସରୋଜ |
ଅଭିଶେକ ରଥ, ଅନନ୍ୟା, ଅସୀତ ପତି, ଉତ୍ତମ ମହାନ୍ତି |
୧୨ ଅପ୍ରେଲ |
| ୧୬ |
କ୍ରିଷ୍ଣା- ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍ |
କ୍ରିଷ୍ଣା ରେଡ୍ଡୀ |
କ୍ରିଷ୍ଣା ରେଡ୍ଡୀ, ସୂର୍ଯ୍ୟମୟୀ, ସୋମେଶ୍ୱର ରେଡ୍ଡୀ |
୨୬ ଅପ୍ରେଲ |
| ୧୭ |
ଚିରକୁଟ୍ |
ପପୁ ପମ ପମ |
ଅରଜ୍ୟୋତି, ଅନନ୍ୟା |
୧୪ ଜୁନ |
| ୧୮ |
ତୁ ମୋ ଲଭ୍ ଷ୍ଟୋରୀ ୨ |
ତାପସ ସରଗରିଆ |
ସ୍ୱରାଜ, ଭୂମିକା, ସିଦ୍ଧାନ୍ତ, ଅନୁ ଚୌଧୁରୀ |
୧୪ ଜୁନ |
| ୧୯ |
ଗୋଲ୍ ମାଲ୍ ଲଭ୍ |
ଅଶୋକ ପତି |
ବାବୁଶାନ୍, ତମନ୍ନା, ବିଜୟ ମହାନ୍ତି, ଶ୍ରୀତମ ଦାସ |
୧୪ ଜୁନ |
| ୨୦ |
ତୋ ବିନା କିଛି ମୁଁ ଚାହେଁନା |
ରାଜେଶ ମହାନ୍ତି |
ରାକେଶ ଦେଓ, ମନସ୍ୱିନୀ ପତି, ଅଶୋକ ଦାସ |
୧୬ ଜୁନ |
| ୨୧ |
ଝିଅଟା ଅଲଗା ପ୍ରକାର |
ଶ୍ରୀତମ ଦାସ |
ପୁଷ୍ପା ପଣ୍ଡା, ଉଷସୀ ମିଶ୍ର, କୁନା ତ୍ରିପାଠୀ |
୩୦ ଜୁନ |
| ୨୨ |
ଅଭିମାନ |
ମୃତ୍ୟୁଞ୍ଜୟ ସାହୁ |
ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ |
୪ ଜୁଲାଇ |
| ୨୩ |
ସେଲଫିସ୍ ଦିଲ୍ |
ବସନ୍ତ ସାହୁ |
ଶ୍ରେୟାନ୍, ସୂର୍ଯ୍ୟମୟୀ, ବିଜୟ ମହାନ୍ତି, ସଲିଲ ମିତ୍ର |
୪ ଜୁଲାଇ |
| ୨୪ |
ବୈଶାଳୀ |
ଆଶୁତୋଷ ଦାସ |
ଅଭିଶେକ, ସୁମନ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି |
୧୯ ଜୁଲାଇ |
| ୨୫ |
କାଳିଆ କରୁଛି ଲୀଳା |
ଅଶ୍ୱିନୀ ଗଡ଼ନାୟକ |
ଜ୍ୟୋତିପ୍ରକାଶ ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ, ଦେବାଶିଷ ପାତ୍ର, ସୁରେଶ ବଳ |
୨୧ ଜୁଲାଇ |
| ୨୬ |
ରଙ୍ଗ ବରଷିବ ଟୁପୁରୁ ଟୁପୁରୁ |
ଜିତେନ୍ଦ୍ରନାଥ ମହାପାତ୍ର |
ତାପସ ବେହେରା, ସୁଶ୍ରୀ ରଥ, ମିହିର ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି |
୨ ଅଗଷ୍ଟ |
| ୨୭ |
ପ୍ରେମ ତୋର ନଟି ନଟି |
ଏସ୍.କେ. ମୂରଲୀଧରନ |
ଦେବବ୍ରତ ପ୍ରଧାନ, ତମନ୍ନା ବ୍ୟାସ, ମିହିର ଦାସ |
୮ ଅଗଷ୍ଟ |
| ୨୮ |
ନାୟକର ନାଁ ଦେବଦାସ |
ମୃତ୍ୟୁଞ୍ଜୟ ସାହୁ |
ଅସୀତ, ଭୂମିକା ଦାଶ, ଅନୁ ଚୌଧୁରୀ |
୯ ଅଗଷ୍ଟ |
| ୨୯ |
ଖୁସି |
ତାପସ ସରଘରିଆ |
ଐଶ୍ୱର୍ଯ୍ୟା, କାବ୍ୟା କିରଣ, ଅଶୋକ ଦାସ, ମିହିର ଦାସ |
୨୩ ଅଗଷ୍ଟ |
| ୩୦ |
ତୁ କହିଦେ ଆଇ ଲଭ୍ ୟୁ |
ସତ୍ୟବ୍ରତ ନାୟକ |
ରାକେଶ ଦେଓ, ଦିବ୍ୟା ମହାନ୍ତି, ମିହିର ଦାସ, ପ୍ରୀତିରାଜ ଶତପଥୀ, ନମ୍ରତା ଦାସ |
୧୩ ସେପ୍ଟେମ୍ବର |
| ୩୧ |
ଛବିରାଣୀ |
ବବି ଇସ୍ଲାମ୍ |
ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ |
୧୯ ସେପ୍ଟେମ୍ବର |
| ୩୨ |
ଜୋର୍ କା ଝଟ୍କା |
ପିନୁ ନାୟକ |
ଦୀପକ ବାରିକ, ପିଙ୍କି ପ୍ରିୟଦର୍ଶିନୀ |
୨୦ ସେପ୍ଟେମ୍ବର |
| ୩୩ |
ଲଭ୍ ଟୁଇଷ୍ଟ |
ସଚିଦାନନ୍ଦ ସାମଲ |
ଦେବ୍, ମନସ୍ମିତା, ମିହିର ଦାସ, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ |
୨୭ ସେପ୍ଟେମ୍ବର |
| ୩୪ |
ଦେଖା ହେଲା ପ୍ରେମ ହେଲା |
ଟି. ଗଣେଶ |
ଅଭିଶେକ ରଥ, ସୁଭାଶିଷ ଶର୍ମା, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରତିଭା ପଣ୍ଡା |
୨୭ ସେପ୍ଟେମ୍ବର |
| ୩୫ |
ମିଷ୍ଟର ମଜନୁ |
ଅଶୋକ ପତି |
ବାବୁଶାନ୍, ଶୀତଲ ପତ୍ର, ଦିବ୍ୟା ମହାନ୍ତି, ସୂର୍ଯ୍ୟମୟୀ ମହାପାତ୍ର, ମିହିର ଦାସ, ରାଇମୋହନ |
୪ ଅକ୍ଟୋବର |
| ୩୬ |
ଦିସ୍ ଇଜ୍ ମାୟରେ ବାୟା |
ସୁଶାନ୍ତ ମଣି |
ସିଦ୍ଧାନ୍ତ ମହାପାତ୍ର, ଝିଲିକ୍, ସ୍ୱରାଜ ବାରିକ, ଏଲିନା ସାମନ୍ତରାୟ |
୬ ଅକ୍ଟୋବର |
| ୩୭ |
ବାଳ-ଦ ରିଦମ୍ ଅଫ୍ ଲାଇଫ୍ |
ଅମରେଶ ପତି |
ସମୀର ଶତପଥୀ, ଦିବ୍ୟା ମହାନ୍ତି, ଅନନ୍ୟା ମିଶ୍ର, ଅପରାଜିତା ମହାନ୍ତି, ସଲିଲ ମିତ୍ର |
୧ ନଭେମ୍ବର |
| ୩୮ |
ଫ୍ରମ୍ ମି ଟୁ ୟୁ |
ହେମନ୍ତ ସାହୁ |
ଅମ୍ଳାନ ଦାସ, ଜ୍ୟୋତି ରଞ୍ଜନ ନାୟକ, ଶ୍ରଦ୍ଧା ପାଣିଗ୍ରାହୀ, ବିଜୟ ମହାନ୍ତି, ସ୍ମିତା ମହାନ୍ତି |
୧ ନଭେମ୍ବର |
| ୩୯ |
ମାଲ୍ ମହୁ ଜୀବନ ମାଟି |
ରମେଶ ରାଉତ |
ସବ୍ୟସାଚୀ ମିଶ୍ର, ଏଲିନା ସାମନ୍ତରାୟ, ବିଦୁସ୍ମିତା, ବିଜୁ ବଡ଼ଜେନା |
୮ ନଭେମ୍ବର |
| ୪୦ |
ଲାଲ୍ପାନ ବିବିର ସ୍ମାର୍ଟ୍ ଫ୍ୟାମିଲି |
ଅଶ୍ୱିନୀ ଗଡ଼ନାୟକ |
ମହାଶ୍ୱେତା ରାୟ, ମିହିର ଦାସ, ଅଙ୍କିତ ଦଳବେହେରା, ଦେବୀକା ଅରୁନ୍ଧତୀ ସାମଲ |
୨୪ ନଭେମ୍ବର |
| ୪୧ |
ବିଶ୍ୱରୂପ |
ସରୋଜ କାନ୍ତ |
ବିଶ୍ୱରୂପ, ଅମ୍ରିତା, ମନୋଜ ମିଶ୍ର |
୧୩ ଡିସେମ୍ବର |