ତୃଷ୍ଣା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ତୃଷ୍ଣା
ନିର୍ଦ୍ଦେଶକସୁରେଶ ପଟ୍ଟନାୟକ
ପ୍ରଯୋଜକନବୀନ ଭଣ୍ଡାରି
ସଂଳାପସୁରେଶ ପଟ୍ଟନାୟକ
ଚିତ୍ରନାଟ୍ୟସୁରେଶ ପଟ୍ଟନାୟକ
କାହାଣୀସୁରେଶ ପଟ୍ଟନାୟକ
କଳାକାରଶୈଳେନ୍ଦ୍ର ସାମନ୍ତରାୟ
ସମରେଶ ରାଉତରାୟ
ଲିପ୍ସା ମିଶ୍ର
ଅଭିଶେକ ଗିରି
ସୂର୍ଯ୍ୟମୟୀ ମହାପାତ୍ର
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣପ୍ରଫୁଲ୍ଲ କୁମାର ସାହୁ
ସମ୍ପାଦକସୁରେଶ ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ତୃଷ୍ଣା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନବୀନ ଭଣ୍ଡାରି ।[୧] ସୁରେଶ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ଶୈଳେନ୍ଦ୍ର ସାମନ୍ତରାୟ, ସମରେଶ ରାଉତରାୟ, ଲିପ୍ସା ମିଶ୍ର, ଅଭିଶେକ ଗିରି, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଜ୍ୟୋତିପ୍ରକାଶ ପଣ୍ଡା, ଧୀର ମଲ୍ଲିକ, ବିଘ୍ନେଶ ପଣ୍ଡା, ରବି ମିଶ୍ର, ଜୀବନ ପଣ୍ଡା, ରୁଷି ପଟ୍ଟନାୟକ, କୃଷ୍ଣପ୍ରିୟା, ବିଶ୍ୱଜିତ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୪] ନିର୍ମଳ ନାୟକ, କୁମାରଶ୍ରୀ ରାଉତରାୟ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] କୁଳଦୀପ ପଟ୍ଟନାୟକ, ଇଶ୍ୱରୀ ବେହେରା, ସ୍ୱୟମ ପାଢ଼ୀ, ରୂପକ କୁମାର, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ମୁଁ ସୁପରଷ୍ଟାର ହେବି ରେ"କୁମାରଶ୍ରୀ ସାହୁକୁଳଦୀପ ପଟ୍ଟନାୟକ 
2."ପାନଖିଆ ଲଭର୍"ନିର୍ମଳ ନାୟକଇଶ୍ୱରୀ ବେହେରା 
3."ଏତେ କାଇଁ ଖୋଜେ ତାକୁ"କୁମାରଶ୍ରୀ ସାହୁସ୍ୱୟମ ପାଢ଼ୀ 
4."ଏ ଜୀବନ"କୁମାରଶ୍ରୀ ସାହୁରୂପକ କୁମାର 
5."ଶିଉଳି ବାଟରେ"କୁମାରଶ୍ରୀ ସାହୁଗୌରବ ଆନନ୍ଦ 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ପରଦାରେ 'ତୃଷ୍ଣା'". ଧରିତ୍ରୀ. No. ଭୁବନେଶ୍ୱର. 15 October 2022. p. 15. Archived from the original on 23 December 2022. Retrieved 23 December 2022.
  2. ୨.୦ ୨.୧ ୨.୨ "ମୁକ୍ତିଲାଭ କରୁଛି ୩ ଓଡ଼ିଆ ଚଳଚ୍ଚିତ୍ର: କମ୍ ହଲ୍ ମିଳୁଥିବାରୁ ଅସନ୍ତୁଷ୍ଟ ପ୍ରଯୋଜନା ସଂସ୍ଥା". ପ୍ରମେୟ. ଭୁବନେଶ୍ୱର. 14 October 2022. p. 19. Archived from the original on 22 December 2022. Retrieved 22 December 2022.
  3. "ପାଞ୍ଚ ନାୟକଙ୍କ କାହାଣୀ". ନିର୍ଭୟ. 3 September 2022. Archived from the original on 21 August 2023. Retrieved 21 August 2023.
  4. "ପରଦାରେ ୩ ଓଡ଼ିଆ ଚଳଚ୍ଚିତ୍ର". ଧରିତ୍ରୀ. No. ଭୁବନେଶ୍ୱର. 14 October 2022. p. 6. Archived from the original on 23 December 2022. Retrieved 23 December 2022.

ବାହାର ଆଧାର[ସମ୍ପାଦନା]