ରାତି ସରି ସରି ଯାଉଛି

ଉଇକିପିଡ଼ିଆ‌ରୁ
ରାତି ସରି ସରି ଯାଉଛି
ନିର୍ଦ୍ଦେଶକଅନୁପମ ପଟ୍ଟନାୟକ
ପ୍ରଯୋଜକମଞ୍ଜରୀ ଟିଭି, ଅମୀୟ ରଞ୍ଜନ ପଟ୍ଟନାୟକ ପ୍ରଡକ୍ସନ
ସଂଳାପମାନସ ପଡ଼ିହାରୀ
ଚିତ୍ରନାଟ୍ୟମାନସ ପଡ଼ିହାରୀ
କାହାଣୀମାନସ ପଡ଼ିହାରୀ
କଳାକାରରାଜ ରାଜେଶ ପଣ୍ଡା
ରିୟା ଦେ
ସୁକାନ୍ତ ରଥ
ରାଇମୋହନ
ଜୀବନ ପଣ୍ଡା
ସଙ୍ଗୀତଶ୍ରୀକାନ୍ତ ପଣ୍ଡ
ଚିତ୍ରଗ୍ରହଣଦୀପକ କୁମାର
ସମ୍ପାଦକଜଗଦିଶ ମିଶ୍ର
ସବ୍ୟସାଚୀ ମିଶ୍ର
ମୁକ୍ତିଲାଭ ତାରିଖ
୧୫ ଅଗଷ୍ଟ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ


ରାତି ସରି ସରି ଯାଉଛି, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ମଞ୍ଜରୀ ଟିଭି ଓ ଅମୀୟ ରଞ୍ଜନ ପଟ୍ଟନାୟକ ପ୍ରଡକ୍ସନଦ୍ୱାରା ପ୍ରଯୋଜନା କରାଯାଇଥିଲା । ମାନସ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧][୨] ଅନୁପମ ପଟ୍ଟନାୟକ ଏହ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏବଂ ସଙ୍ଗୀତକାର ଶ୍ରୀକାନ୍ତ ପଣ୍ଡା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ ରାଜେଶ ପଣ୍ଡା ଓ ରିୟା ଦେ । ସୁକାନ୍ତ ରଥ, ରାଇମୋହନ ପରିଡ଼ା, ଜୀବନ ପଣ୍ଡା, ଅନିନ୍ଦିୟ, ନିବି, ସମ୍ପର୍କ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୧ ମସିହାର ଅଗଷ୍ଟ ୧୫ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।[୫] ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକାନ୍ତ ପଣ୍ଡା ।[୭]ସ୍ଥିତ ପଟ୍ଟନାୟକ, ରାକେଶ ଦାଶ, ପରଂବ୍ରହ୍ମ ତ୍ରିପାଠୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ରତିକାନ୍ତ ଶତପଥୀ, କୁଳଦୀପ ପଟ୍ଟନାୟକ, ଗୌରବ କୁମାର, ଅସୀମା ପଣ୍ଡା, ସୁଚରିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ରାତି ସରି ସରି ଯାଉଛି"ସ୍ଥିତ ପଟ୍ଟନାୟକରତିକାନ୍ତ ଶତପଥୀ, ସଞ୍ଚିତା ଶୁଭଦର୍ଶିନୀ[୮] 
2."ଚାଲ ପ୍ରିୟା ବଦନାମ ହେବା"ପରଂବ୍ରହ୍ମ ତ୍ରିପାଠୀଗୌରବ କୁମାର 
3."ଅବୁଝା ହୃଦୟ"ସ୍ଥିତ ପଟ୍ଟନାୟକଗୌରବ କୁମାର 
4."ତୁ ହେଲୁ ମୋର"ରାକେଶ ଦାଶଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ 

ଆଧାର[ସମ୍ପାଦନା]

  1. "Poster of Odia movie Raati Sari Sari Jauchi released | Sambad English". Sambad English (in English). Bhubaneswar: sambadenglish.com. 8 July 2021. Archived from the original on 8 December 2021. Retrieved 8 December 2021.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "'ରାତି ସରି ସରି ଯାଉଛି'ର ଟ୍ରେଲର୍ ରିଲିଜ୍ | Kanak News". Kanak News. kanaknews.com. 16 July 2021. Archived from the original on 8 December 2021. Retrieved 8 December 2021.
  3. "'ରାତି ସରି ସରି ଯାଉଛି'ର ଟ୍ରେଲର୍ ରିଲିଜ୍ | Sambad". Kanak News. ଭୁବନେଶ୍ୱର: kanaknews.com. 16 July 2021. Archived from the original on 8 December 2021. Retrieved 8 December 2021.
  4. Palit, Ashok (17 July 2021). "Trailer Of Odia Movie 'Raati Sari Sari Jauchi' Out". Odisha News Times (in English). Bhubaneswar. Archived from the original on 8 December 2021. Retrieved 8 December 2021.{{cite news}}: CS1 maint: unrecognized language (link)
  5. "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)
  6. "Trailer Of Ollywood Movie 'Rati Sari Sari Jauchi' Quite A Hit On YouTube". Odisha Bytes (in English). Bhubaneswar. 17 July 2021. Archived from the original on 8 December 2021. Retrieved 8 December 2021.{{cite news}}: CS1 maint: unrecognized language (link)
  7. "Rati Sari Sari Jauchi Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in ଆମେରିକୀୟ ଇଂରାଜୀ). 28 January 2021. Archived from the original on 8 December 2021. Retrieved 8 December 2021.
  8. "ଟ୍ରେଲର ପରେ ଏବେ 'ରାତି ସରି ସରି ଯାଉଛି'ର ଟାଇଟଲ ଟ୍ରାକ ରିଲିଜ | Kanak News". Kanak News. kanaknews.com. 5 August 2021. Archived from the original on 8 December 2021. Retrieved 8 December 2021.

ବାହାର ଆଧାର[ସମ୍ପାଦନା]