ତୋ' ପାଇଁ ଫେରିବି ବସୁଧା ଚିରି

ଉଇକିପିଡ଼ିଆ‌ରୁ
ତୋ ପାଇଁ ଫେରିବି ବସୁଧା ଚିରି
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକଶରତ ପ୍ରିୟ ପାଟଯୋଶୀ
ଶ୍ୟାମସୁନ୍ଦର ଅଗ୍ରୱାଲ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରଚନ୍ଦନ କର
ନମ୍ରତା ସିଂହ ଦେଓ
ଶ୍ରୀତମ ଦାସ
ପ୍ରେମାଞ୍ଜନ ପରିଡ଼ା
ବିଜୁ ବଡ଼ଜେନା
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣପ୍ରଦୀପ ସାହୁ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୯ ଅଗଷ୍ଟ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ତୋ' ପାଇଁ ଫେରିବି ବସୁଧା ଚିରି, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶରତ ପ୍ରିୟ ପାଟଯୋଶୀ ଓ ଶ୍ୟାମସୁନ୍ଦର ଅଗ୍ରୱାଲ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚନ୍ଦନ କର ଓ ନମ୍ରତା ସିଂହ ଦେଓ ।[୨][୩] ଶ୍ରୀତମ ଦାସ, ଦୁଷ୍ମନ୍ତ ପଣ୍ଡା, ସରୋଜ ଦାସ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୯ ଅଗଷ୍ଟ ୨୦୨୧ରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ରନିର୍ମଳ ନାୟକଅରୁଣ ମନ୍ତ୍ରୀଙ୍କ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ହ୍ୟୁମାନ ସାଗର, ଚନ୍ଦନ କର, ସ୍ୱୟମ ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୋ' ପାଇଁ ଫେରିବି ବସୁଧା ଚିରି" 
2."ଶହେରୁ ଟପିଲା କଣ୍ଟା" 

ଆଧାର[ସମ୍ପାଦନା]

  1. Palit, Ashok (18 March 2019). "Odia Film ' To Paen Pheribi Basudha Chiri' ready for Release". Odisha News Times (in English). Bhubaneswar. Archived from the original on 5 December 2021. Retrieved 5 December 2021.{{cite news}}: CS1 maint: unrecognized language (link)
  2. "ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ବନି ଓଲିଉଡରେ ପ୍ରବେଶ କରିଥିବା ଏହି ଲୋକପ୍ରିୟ ଅଭିନେତାଙ୍କ ଜନ୍ମଦିନ ଆଜି , ଜାଣନ୍ତୁ କେଉଁସବୁ ସିନେମାରେ ସେ ଆସୁଛନ୍ତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 16 September 2019. Archived from the original on 5 December 2021. Retrieved 5 December 2021.
  3. "ଲେଉଟିଲେ ନମ୍ରତା , ଯାହାଙ୍କ ପାଇଁ ବସୁଧା ଚିରି ଆସିଲେ ନାୟକ". Sambad (in Odia). Odisha. 16 January 2019. Archived from the original on 27 October 2022. Retrieved 22 January 2019.{{cite news}}: CS1 maint: unrecognized language (link)
  4. "୨୦୧୯ରେ ଅନୁପସ୍ଥିତ ଓଲିଉଡର ଏହି ଚର୍ଚ୍ଚିତ ନାୟିକାମାନେ | Kanak Lifestyle". Kanak News. lifestyle.kanaknews.com. 31 December 2019. Archived from the original on 17 January 2021. Retrieved 5 December 2021.
  5. "ସଫଳତାର ପଥରେ ନାୟିକା ନମ୍ରତା, ଅଭିନୟ ସହିତ ରାଜନୀତିରେ ପ୍ରତି ରହିଛି ଆଗ୍ରହ". Prameya. କଟକ. 13 September 2021. Archived from the original on 14 September 2021. Retrieved 5 December 2021.
  6. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  7. "ଏ ବର୍ଷ ନିଜର ପୂର୍ବ ରେକର୍ଡ ଭାଙ୍ଗିପାରନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ | Sambad". ସମ୍ବାଦ. sambad.in. 2 February 2021. Archived from the original on 27 December 2021. Retrieved 27 December 2021.

ବାହାର ଆଧାର[ସମ୍ପାଦନା]