ସବ୍ୟସାଚୀ ମହାପାତ୍ର
ଦେଖଣା
ସବ୍ୟସାଚୀ ମହାପାତ୍ର | |
---|---|
ଜନ୍ମ | |
ବୃତ୍ତି(ସମୂହ) | ନିର୍ଦ୍ଦେଶକ, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୭୪-ଏବେଯାଏଁ |
ସନ୍ତାନ | ଚୋଡ଼ଗଙ୍ଗ ମହାପାତ୍ର |
ପିତାମାତା(s) | କପିଳେଶ୍ୱର ପ୍ରସାଦ ମହାପାତ୍ର ବିଷ୍ଣୁପ୍ରିୟା ମହାପାତ୍ର |
ୱେବସାଇଟ | sabyasachimohapatra.com |
ସବ୍ୟସାଚୀ ମହାପାତ୍ର (ଜନ୍ମ ୨୭ ଅଗଷ୍ଟ ୧୯୫୦) ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଯୋଜକ ଓ ନିର୍ଦ୍ଦେଶକ ।[୧]
କଥାଚିତ୍ର ଜୀବନ
[ସମ୍ପାଦନା]ନିର୍ଦ୍ଦେଶିତ କଥାଚିତ୍ର (ଓଡ଼ିଆ)
[ସମ୍ପାଦନା]- ପାହାଡ଼ର ଲୁହ, ୨୦୧୫
- ଶଲାବୁଢ଼ା[୨] (୨୦୧୨)
- ଜୟ ଜଗନ୍ନାଥ (୨୦୦୭)
- ବାହୁଡ଼ିବେ ମୋ ଜଗାବଳିଆ (୨୦୦୩)
- ବୋଉ (୧୯୯୮)
- ଭୂଖା (୧୯୮୯)
- ସବୁ ମାୟାରେ ବାୟା (୧୯୮୬)
- ଝିଲ୍ଲି
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- କଳିଙ୍ଗ ରତ୍ନ (ଉପାଧି), ୨୦୧୬[୩]
- ଜାତୀୟ ପୁରସ୍କାର
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
- ୨୦୦୩: ଶ୍ରେଷ୍ଠ କଥାଚିତ୍ର (ବାହୁଡ଼ିବେ ମୋ ଜଗାବଳିଆ)
- ୨୦୦୩: ଶ୍ରେଷ୍ଠ ନିର୍ଦ୍ଦେଶକ (ବାହୁଡ଼ିବେ ମୋ ଜଗାବଳିଆ)
- ୧୯୯୮: ଶ୍ରେଷ୍ଠ କଥାଚିତ୍ର (ବୋଉ)
- ୧୯୯୮: ଶ୍ରେଷ୍ଠ ନିର୍ଦ୍ଦେଶକ (ବୋଉ)
- ୧୯୯୮: ଶ୍ରେଷ୍ଠ ଚିତ୍ରନାଟ୍ୟ (ବୋଉ)
ଆଧାର
[ସମ୍ପାଦନା]- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.
- ↑ "Sabyasachi Mohapatra back with Sala Budha". IncredibleOrissa. Retrieved 11 December 2014.
- ↑ "ସବ୍ୟସାଚୀଙ୍କୁ କଳିଙ୍ଗରତ୍ନ, ହରପ୍ରସାଦଙ୍କୁ ସାରଳା ସମ୍ମାନ". ଧରିତ୍ରୀ. 27 December 2016. Retrieved 27 December 2016.
- ↑ ପ୍ରମଥେସ, ପ୍ରମିତ. "pahada ra luha awarded as best film". ସମୟ. Retrieved 6 September 2016.
- ↑ "Odia Film Aadim Vichar Ends 7-yr Wait for National Award". The New Indian Express. Archived from the original on 15 May 2016. Retrieved 6 September 2016.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସବ୍ୟସାଚୀ ମହାପାତ୍ର