ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର

ଉଇକିପିଡ଼ିଆ‌ରୁ
ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର
ନିର୍ଦ୍ଦେଶକରଣଜିତ ବାରିକ
ପ୍ରଯୋଜକବଦ୍ରିନାଥ ପଟ୍ଟନାୟକ
ସଂଳାପସରୋଜ ସାମଲ
ଚିତ୍ରନାଟ୍ୟରଣଜିତ ବାରିକ
କାହାଣୀରଣଜିତ ବାରିକ
କଳାକାରଅଭିଶେକ ରଥ
ଅଙ୍କିତା ଦାସ
ମହିମା ଦାସ
ମିହିର ଦାସ
ଶକ୍ତି ବରାଳ
ଗୁଡ୍ଡୁ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଅଜିତ କିଶୋର ଦାସ
ସମ୍ପାଦକଦେବେନ ମିଶ୍ର
ମୁକ୍ତିଲାଭ ତାରିଖ
୧ ଅପ୍ରେଲ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବଦ୍ରିନାଥ ପଟ୍ଟନାୟକ ।[୧] ସରୋଜ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରଣଜିତ ବାରିକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ, ଅଙ୍କିତା ଦାସ, ମହିମା ଦାସ ।[୩] ମିହିର ଦାସ, ପ୍ରତିଭା ପଣ୍ଡା, ଶିବୁନି, ଶକ୍ତି ବରାଳ, ଗୁଡ୍ଡି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଅପ୍ରେଲ ୧ ତାରିଖରେ ଓଡ଼ିଶାରେ ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାରହ୍ୟୁମାନ ସାଗର, ସ୍ୱୟମ ପାଢ଼ୀ, ଇରା ମହାନ୍ତି, ରୋଜାଲିନ, ନେହା, ନିହାରିକା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।[୫]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଆସୁଛି 'ଶଙ୍ଖା ସିନ୍ଦୂର' | Sambad". 12 May 2021. Archived from the original on 20 December 2021. Retrieved 20 December 2021.
  2. "ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର - Dharitri". Dharitri Odia News. 16 January 2020. Archived from the original on 20 December 2021. Retrieved 20 December 2021.
  3. "Tume Mo Sankha Tume Mo Sindura - Official Trailer | Oriya Movie News - Times of India". Time of India (in ଇଂରାଜୀ). timesofindia.indiatimes.com. 31 March 2021. Retrieved 20 December 2021.
  4. "Odia film 'Tume Mo Sankha Tume Mo Sindura' to release on April 1". KalingaTV (in English). Bhubaneswar. 9 March 2021. Archived from the original on 20 December 2021. Retrieved 20 December 2021.{{cite news}}: CS1 maint: unrecognized language (link)
  5. patra, Soumya shrikanta (10 March 2021). "ଏପ୍ରିଲ ୧ରେ ବଡ଼ ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର "ତୁମେ ମୋ ଶଙ୍ଖା ତୁମୋ ମୋ ସିନ୍ଦୂର"". ଭୁବନେଶ୍ୱର. Archived from the original on 20 December 2021. Retrieved 20 December 2021.

ବାହାର ଆଧାର[ସମ୍ପାଦନା]