ସିନ୍ଥିରୁ ସିନ୍ଦୂର ଅଳପ ଦୂର
ଦେଖଣା
| ସିନ୍ଥିରୁ ସିନ୍ଦୂର ଅଳପ ଦୂର | |
|---|---|
| ନିର୍ଦ୍ଦେଶକ | ରଣଜିତ ବାରିକ |
| ପ୍ରଯୋଜକ | ଅରୂପ ନନ୍ଦ |
| କାହାଣୀ | ରଣଜିତ ବାରିକ |
| କଳାକାର | ପ୍ରଭାସ ଷଡ଼ଙ୍ଗୀ ରୁମି ପ୍ରିୟଙ୍କା ଲକି ଅସୀତ ପତି |
| ସଙ୍ଗୀତ | ବିଦ୍ୟାଧର ସାହୁ |
ମୁକ୍ତିଲାଭ ତାରିଖ | ୨୧ ଅପ୍ରେଲ ୨୦୨୧ |
| ଦେଶ | |
| ଭାଷା | ଓଡ଼ିଆ |
ସିନ୍ଥିରୁ ସିନ୍ଦୂର ଅଳପ ଦୂର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୂପ ନନ୍ଦ । ରଣଜିତ ବାରିକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିଦ୍ୟାଧର ସାହୁ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ପ୍ରଭାସ ଷଡ଼ଙ୍ଗୀ, ରୁମି, ପ୍ରିୟଙ୍କା, ଲକି, ଅସୀତ ପତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]- ପ୍ରଭାସ ଷଡ଼ଙ୍ଗୀ
- ରୁମି
- ପ୍ରିୟଙ୍କା
- ଲକି
- ଅସୀତ ପତି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଦ୍ୟାଧର ସାହୁ ।[୧]
ଗୀତ
[ସମ୍ପାଦନା]| କ୍ରମ | ଗୀତ | ସମୟ |
|---|---|---|
| 1. | "ସିନ୍ଥିରୁ ସିନ୍ଦୂର ଅଳପ ଦୂର" | |
| 2. | "ଆକାଶରେ ମେଘ" | |
| 3. | "ଲୁଚକାଳି ଖେଳୁ" | |
| 4. | "ରଙ୍ଗୀନ ରାତିର" |
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସିନ୍ଥିରୁ ସିନ୍ଦୂର ଅଳପ ଦୂର