ଜଙ୍ଗଲ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଜଙ୍ଗଲ
ନିର୍ଦ୍ଦେଶକଟି. ଗଣେଶ
ସଂଳାପନିର୍ମଳା ପଣ୍ଡା
ଚିତ୍ରନାଟ୍ୟଟି. ଗଣେଶ
କାହାଣୀଟି. ଗଣେଶ
କଳାକାରସୁରଜ
ଆହାନା ବରାଳ
ଇଲୁ ବାନାର୍ଜୀ
ସରୋଜ ଦାସ
ରବି ମିଶ୍ର
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ଚିତ୍ରଗ୍ରହଣପ୍ରିୟରଞ୍ଜନ ପରିଜା
ସମ୍ପାଦକଜୟନ୍ତ କୁମାର ପଣ୍ଡା
ମୁକ୍ତିଲାଭ ତାରିଖ
୯ ଅପ୍ରେଲ ୨୦୨୧[୧]
ଦେଶ ଭାରତ
ଭାଷାଓଡ଼ିଆ

ଜଙ୍ଗଲ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ପାୟଲ୍ ଫିଲ୍ମ ଏଣ୍ଟରଟେନ୍‌ମେଣ୍ଟ ପ୍ରଡକ୍ସନ ଓ କ୍ରିଷ୍ଣା ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ହୋଇଥିଲା । ନିର୍ମଳା ପଣ୍ଡା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଟି. ଗଣେଶ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁରଜ ଓ ଆହାନା ବରାଳ ।[୩] ଇଲୁ ବାନାର୍ଜୀ, ସରୋଜ ଦାସ, ରବି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ । ନିର୍ମଳା ପଣ୍ଡା, ଏନ୍. ଗୁରୁ ଦତ୍ତ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଜ୍ୟୋତିର୍ମୟୀ, ଅମ୍ରିତା ନାୟକଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ପାହାଡ଼ି ଝରଣା କୋଇଲି କୁହୁ"ନିର୍ମଳା ପଣ୍ଡାଜ୍ୟୋତିର୍ମୟୀ, ପିକେ 
2."ଏଇ ମାଟି ଆମର ମାଆ"ଏନ୍. ଗୁରୁ ଦତ୍ତଅମ୍ରିତା ନାୟକ 

ଆଧାର[ସମ୍ପାଦନା]

  1. "Jungle Movie: Showtimes, Review, Trailer, Posters, News & Videos | eTimes". Times of India. Retrieved 11 November 2021.
  2. "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)
  3. ୩.୦ ୩.୧ ୩.୨ "Friday Release: Ollywood Movie 'Jungle' Hits Theatres". Odisha Bytes (in English). Bhubaneswar. 9 April 2021. Archived from the original on 11 November 2021. Retrieved 11 November 2021.{{cite news}}: CS1 maint: unrecognized language (link)
  4. "ଅଭିନେତ୍ରୀ ଆହାନାଙ୍କ ହାତ ଧରିଲେ ରାକେଶ,ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ବିବାହ ଫଟୋ". Prameya. ଭୁବନେଶ୍ୱର. 14 March 2021. Archived from the original on 14 March 2021. Retrieved 17 December 2021.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଜଙ୍ଗଲ