ଜ୍ୟୋତିର୍ମୟୀ ବଳ
ଜ୍ୟୋତିର୍ମୟୀ ବଳ | |
---|---|
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୧୫ରୁ-ଏବେଯାଏଁ |
ଜ୍ୟୋତିର୍ମୟୀ ବଳ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ସେ ‘ମୁଁ ମିସ୍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ‘ମୁଁ ମିସ୍ ଓଡ଼ିଶା'-୨୦୧୪ବର୍ଷ ପାଇଁ ବିବେଚିତ ହୋଇଥିଲେ । ଭୁବନେଶ୍ୱରରେ ଏମ୍ବିଏ ପଢୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ । ସୁଯୋଗ ମିଳଲେ ବଲିଉଡରେ କାମ କରିବାକୁ ଇଛା ରଖିଛନ୍ତି । [୧]
କଲର୍ସ ଓଡ଼ିଆରେ ପ୍ରସାରିତ ଧାରାବାହିକ ବଡ଼ ଘର ବଡ଼ ଗୁମର କଥାରେ ସେ ଅଭିନୟ କରିଥିଲେ । ଏହାପରେ ସେ ଓଡ଼ିଆ କଥାଚିତ୍ର କଳ୍କୀରେ ଅଭିନୟ କରିଥିଲେ ।
ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ଜ୍ୟୋତିର୍ମୟୀ ବଳ (ଇଣ୍ଟରନେଟ ମୁଭି ଡାଟାବେସରେ)