ଚକ୍ରଧର ଜେନା
ଦେଖଣା
ଚକ୍ରଧର ଜେନା | |
---|---|
ଜାତୀୟତା | ଭାରତୀୟ |
ଶିକ୍ଷା | ନ୍ୟାସନାଲ ସ୍କୁଲ ଅଫ ଡ୍ରାମା |
ବୃତ୍ତି | ଅଭିନେତା |
ଚକ୍ରଧର ଜେନା ଜଣେ ଓଡ଼ିଆ ଅଭିନେତା ଥିଲେ ।[୧] ସେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ନାଟକ ଓ ଧାରାବାହିକ ବ୍ୟତୀତ ହଲିଉଡ଼ ଓ ବମ୍ବେ ସିନେମା ଶିଳ୍ପରେ ମଧ୍ୟ ସକ୍ରିୟ ଥିଲେ । ଚଳଚ୍ଚିତ୍ର ଜଗତରେ ସେ 'ଚକରା ଭାଇ' ନାମରେ ପରିଚିତ ଥିଲେ ।
ଅଭିନୟ ଜୀବନ
[ସମ୍ପାଦନା]ଚକ୍ରଧର ୧୯୮୮ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଶିକ୍ଷା ସମାପ୍ତ କରି ଅଭିନୟ ଦୂନିଆକୁ ଆସିଥିଲେ ।[୨] ଓଡ଼ିଆରେ ମୌଳିକ ଚଳଚ୍ଚିତ୍ର କରିବା ଉପରେ ସେ ଗୁରୁତ୍ୱ ଦେଉଥିଲେ । ପଥର ଖସୁଚି ବଡ଼ ଦେଉଳୁ ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା
ଅଭିନୀତ ଚଳଚ୍ଚିତ୍ର ଓ ଧାରାବାହିକ
[ସମ୍ପାଦନା]ଓଡ଼ିଆ
[ସମ୍ପାଦନା]- ପଥର ଖସୁଚି ବଡ଼ ଦେଉଳୁ
- ରଣଭୂମି
- ମାୟା
- ଅର୍ଜୁନ
- କଥାନ୍ତର
- ପ୍ରେମ୍ ୱେଡ୍ସ ପ୍ରିୟା
- ରଙ୍ଗିଲା ବାବା
- ଭଉଁରୀ
- ଓମ୍ ନମଃ ଶିବାୟ
- ‘ମହାଯଜ୍ଞ’ (ଧାରାବାହିକ)
ହଲିଉଡ଼
[ସମ୍ପାଦନା]ହିନ୍ଦୀ
[ସମ୍ପାଦନା]ମୃତ୍ୟୁ
[ସମ୍ପାଦନା]ମଧୁମେହ ଓ ଫୁସଫୁସ ଜନିତ ରୋଗର ପିଡ଼ିତ ଥାଇ ତାଙ୍କର ଭୁବନେଶ୍ୱର ଏମ୍ସ ଚିକିତ୍ସାଧିନ ଅବସ୍ଥାରେ ୨୦୨୪ ମସିହା ଫେବୃଆରୀ ୧୨ ତାରିଖରେ ଦେହାନ୍ତ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ Sharma, Deepa (13 February 2024). "Veteran Ollywood actor Chakradhar Jena passes away". KalingaTV. Retrieved 13 February 2024.
- ↑ "Veteran Ollywood Actor Chakradhar Jena Passes Away". https://argusenglish.in/. 8 December 2008. Retrieved 13 February 2024.
{{cite web}}
: External link in
(help)|website=
- ↑ Bureau, Sambad (13 February 2024). "ଚାଲିଗଲେ ଅଭିନେତା ଚକ୍ରଧର". Sambad. Retrieved 13 February 2024.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚକ୍ରଧର ଜେନା