ମା'ର ମମତା

ଉଇକିପିଡ଼ିଆ‌ରୁ
ମା'ର ମମତା
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
ସଂଳାପଚିନ୍ମୟ ଦାଶ ପଟ୍ଟନାୟକ
ଚିତ୍ରନାଟ୍ୟହିମାଂଶୁ ପରିଜା
କଳାକାରଶ୍ରୀତମ ଦାସ
ଅନୁ ଚୌଧୁରୀ
ସୁକାନ୍ତ ରଥ
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣକାହ୍ନୁଚରଣ ନନ୍ଦ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୨ ଅଗଷ୍ଟ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ମା'ର ମମତା, ୨୦୨୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ଚିନ୍ମୟ ଦାଶ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁ ଚୌଧୁରୀ ଓ ଶ୍ରୀତମ ଦାସ । ସୁକାନ୍ତ ରଥ, ପ୍ରଦ୍ୟୁମ୍ନ ଲେଙ୍କା, ସରସ୍ୱତୀ ଦେବୀ, ପ୍ରଭାତୀ ସାହୁ, କୈଳାଶ ପାଣିଗ୍ରାହୀ, ସୁଶିଳ ମିଶ୍ର, ମହାପ୍ରସାଦ କର, ଅମିତ, ସୁଶ୍ରୀ, ଅରବିନ୍ଦ, ଆଶିଷ, ପ୍ରିୟଙ୍କା, ଲିପ୍ସା, ରୋଜି, ସୀମା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଅଗଷ୍ଟ ୨୨ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

  • ରିଷବ
  • ତ୍ରିଷ୍ଣା
  • ପୂଜା
  • ଟିକିଲି

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ[୩] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତିଗୁଡ଼ିକ ରଚନା କରିଥିଲେ । ସୁଧିଷ୍ଣା ବିନ୍ଧାଣୀ, ସୁଶାନ୍ତ ମିଶ୍ର, ଲିପ୍ସା ମହାପାତ୍ର, ଗୌରବ ଆନନ୍ଦ, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. Palit, Ashok (28 July 2021). "Odia film 'Maa ra Mamata' is all set to release soon". Odisha News Times. Archived from the original on 7 December 2021. Retrieved 7 December 2021.
  2. "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)
  3. "Ollywood Stars Anu & Sritam To Recreate Magic In 'Maa Ra Mamata'". Odisha Bytes. 1 August 2021. Archived from the original on 2 August 2021. Retrieved 7 December 2021.

ବାହାର ଆଧାର[ସମ୍ପାଦନା]