ବାପା ଆଇସିୟୁରେ ଅଛନ୍ତି

ଉଇକିପିଡ଼ିଆ‌ରୁ
ବାପା ଆଇସିୟୁରେ ଅଛନ୍ତି
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକଅରୁଣ ସାହୁ
ସଂଳାପଦେବୀଦତ୍ତ ମହାନ୍ତି
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି
କାହାଣୀଦେବୀଦତ୍ତ ମହାନ୍ତି
କଳାକାରପ୍ରଦ୍ୟୁମ୍ନ ଲେଙ୍କା
ସାତ୍ୟକି ମିଶ୍ର
ରତନ ମେହେର
ଉଷସୀ ମିଶ୍ର
ଜଗଜିତ ପାଲ
ମିତାଲି ସରଘରିଆ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରବୀନ୍ଦ୍ର ବେହେରା
ଭଗତ ସିଂହ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୩୧ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ବାପା ଆଇସିୟୁରେ ଅଛନ୍ତି, ୨୦୨୧ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୁଣ ସାହୁ । ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜଗଜିତ ପାଲ ଓ ମିତାଲି ସରଘରିଆ । ପ୍ରଦ୍ୟୁମ୍ନ ଲେଙ୍କା, ସାତ୍ୟକି ମିଶ୍ର, ରତମ ମେହେର, ଉଷସୀ ମିଶ୍ର, ମଧୁମିତା ମହାନ୍ତି, ଶୁଭ୍ରାଂଶୁ, କୁନି ମିଶ୍ର, ଶକ୍ତି ବରାଳ, ଅନନ୍ତ ମିଶ୍ର, ସରୋଜ ଦାସ, କୁନାଲ ପଟ୍ଟନାୟକ, ଇଲୁ ବାନାର୍ଜୀ, ଦେବୀ ମିଶ୍ର, ତ୍ରିଭୁବନ ଗୁଡ଼ିଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଏହି କଥାଚିତ୍ରଟିର ୩୧ ଅକ୍ଟୋବର ୨୦୨୧ରେ ତରଙ୍ଗ ଟିଭିତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ ଓ ଦେବୀଦତ୍ତ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧] ସ୍ୱୟମ ପାଢ଼ୀ, ଅଭିଜି ମଜୁମଦାର, ଅମ୍ରିତା ନାୟକ, କରୁଣାକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ବାଃ ବାଃରେ ମେଡିକାଲ୍"ନିର୍ମଳ ନାୟକଅଭିଜିତ ମଜୁମଦାର 
2."ତୁ ଥିଲେ ମୋ ପାଖରେ"ଦେବୀଦତ୍ତ ମହାନ୍ତିସ୍ୱୟମ ପାଢ଼ୀ, ଅମ୍ରିତା ନାୟକ 
3."ବାପା ମୋ ବାପା"ଦେବୀଦତ୍ତ ମହାନ୍ତିକରୁଣାକର 

ଆଧାର[ସମ୍ପାଦନା]

  1. ୧.୦ ୧.୧ "'ବାପା ଆଇସିୟୁରେ ଅଛନ୍ତି'ର ମହୁରତ". Odisha Reporter. ଭୁବନେଶ୍ୱର. 23 September 2021. Archived from the original on 20 November 2021. Retrieved 20 November 2021.
  2. BEHERA, PRAMOD (23 September 2021). "ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ 'ବାପା ଆଇସିୟୁରେ ଅଛନ୍ତି'". ଓଟିଭି ଖବର. ଭୁବନେଶ୍ୱର. Retrieved 20 November 2021.
  3. "ଆସନ୍ତା ରବିବାର ସନ୍ଧ୍ୟାରେ ୱାର୍ଲ୍ଡ ଟେଲିଭିଜନ ପ୍ରିମିୟରରେ ଦୁଇଟି ନୂଆ ଓଡ଼ିଆ ଚଳଚ୍ଚିତ୍ର". Prameya. 28 October 2021. Archived from the original on 18 November 2021. Retrieved 18 November 2021.
  4. "Odisha's actress Usasi Mishra tests COVID-19 Positive". KalingaTV (in English). 6 October 2021. Archived from the original on 20 November 2021. Retrieved 20 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]