ଅର୍ଦ୍ଧାଙ୍ଗିନୀ

ଉଇକିପିଡ଼ିଆ‌ରୁ
ଅର୍ଦ୍ଧାଙ୍ଗିନୀ
ନିର୍ଦ୍ଦେଶକବବି ଇସଲାମ୍
ପ୍ରଯୋଜକଦେବାଶିଷ ପାତ୍ର
କଳାକାରଦେବାଶିଷ ପାତ୍ର
ଲିପ୍ସା ମିଶ୍ର
ମୋନାଲିସା ପାତ୍ର
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣନିରଞ୍ଜନ ଦାଶ
ଶୁଭମ
ସମ୍ପାଦକରାଜେଶ ଦାଶ
ଦେଶ ଭାରତ
ଭାଷାଓଡ଼ିଆ

ଅର୍ଦ୍ଧାଙ୍ଗିନୀ, ୨୦୨୧ ମସିହାରେ ଦୂରଦର୍ଶିନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବାଶିଷ ପାତ୍ର ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨] ବବି ଇସଲାମ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର, ମୋନାଲିସା ପାତ୍ର ଓ ଲିପ୍ସା ମିଶ୍ର ।[୨] ପ୍ରଦ୍ୟୁମ୍ନ ଲେଙ୍କା, ସୁରେଶ ବଳ, ଅମ୍ରିତା ଶୁକ୍ଳା, ଆକାଶ, ଆୟୁଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୧ ମସିହାର ଡିସେମ୍ବର ୧୯ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
2."ମୁଁ ଅର୍ଦ୍ଧାଙ୍ଗିନୀ"ହ୍ୟୁମାନ ସାଗର, ଇରା ମହାନ୍ତି 
3."ଗୋଟେ ଖାଲି ସ୍ୱପ୍ନ ମୋର"ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର 

ଆଧାର[ସମ୍ପାଦନା]

  1. "ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଅନାମିକା ନାୟିକା'". Prameya. ଭୁବନେଶ୍ୱର. 27 October 2021. Archived from the original on 16 January 2022. Retrieved 16 January 2022.
  2. ୨.୦ ୨.୧ "Ardhangini Odia Movie Cast, Crew, Release Date, Poster, Information". Odia360.Com (in English). 11 October 2021. Archived from the original on 19 December 2021. Retrieved 19 December 2021.{{cite news}}: CS1 maint: unrecognized language (link)
  3. ୩.୦ ୩.୧ ୩.୨ "Ollywood News: Devasis Patra's 'Ardhangini' To See Comeback Of Actress Wife Monalisa". Odisha Bytes (in English). Bhubaneswar. 27 October 2021. Archived from the original on 19 December 2021. Retrieved 19 December 2021.{{cite news}}: CS1 maint: unrecognized language (link)
  4. "ଆରମ୍ଭରୁ ଚମକାଇବେ ଲିପ୍‌ସା, ଆସୁଛି 'ସାହାଣୀ ଘର କାହାଣୀ'". Prameyanews7. ଭୁବନେଶ୍ୱର. 29 December 2021. Archived from the original on 26 January 2022. Retrieved 26 January 2022. {{cite news}}: |archive-date= / |archive-url= timestamp mismatch; 29 ଡିସେମ୍ବର 2021 suggested (help)

ବାହାର ଆଧାର[ସମ୍ପାଦନା]