ମନେ ମନେ ମନ ଖୋଜୁଥିଲା
ମନେ ମନେ ମନ ଖୋଜୁଥିଲା | |
---|---|
ନିର୍ଦ୍ଦେଶକ | ନରସିଂହ ପାଢ଼ୀ |
ପ୍ରଯୋଜକ | ପ୍ରଭାତୀ ଆଚାର୍ଯ୍ୟ |
ସଂଳାପ | ଦୀପକ ଜେନା |
ଚିତ୍ରନାଟ୍ୟ | ଦୀପକ ଜେନା |
କାହାଣୀ | ଦୁର୍ଗା ଆଚାର୍ଯ୍ୟ |
କଳାକାର | ଓମକାର ଆଚାର୍ଯ୍ୟ ନମ୍ରତା ସିଂହଦେଓ ପ୍ରିୟଙ୍କା ସାହୁ ମିହିର ଦାସ ଅଶ୍ରୁମୋଚନ ମହାନ୍ତି |
ସଙ୍ଗୀତ | ଅଶୋକ କୁମାର |
ଚିତ୍ରଗ୍ରହଣ | ଜିତୁ ମିଶ୍ର |
ମୁକ୍ତିଲାଭ ତାରିଖ | ୮ ଅକ୍ଟୋବର ୨୦୨୧[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମନେ ମନେ ମନ ଖୋଜୁଥିଲା ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାତୀ ଆଚାର୍ଯ୍ୟ ।[୨] ଦୁର୍ଗା ଆଚାର୍ଯ୍ୟ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଦୀପକ ଜେନା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୩] ନରସିଂହ ପାଢ଼ୀ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪] ଅଶୋକ କୁମାର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଓମକାର ଆଚାର୍ଯ୍ୟ, ନମ୍ରତା ସିଂହଦେଓ ।[୬] ମିହିର ଦାସ, ପ୍ରିୟଙ୍କା ସାହୁ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଟି. ଅପ୍ପାରାଓ, ଅଞ୍ଜନା ଦାସ, ଅକ୍ଷୟ ସାହୁ, ସୁଚିସ୍ମିତା, ତପନ, ରାଜ ପୁରୋହିତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ ।[୫] ନାୟକ ଓମକାର ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୭]
ଅଭିନୟ
[ସମ୍ପାଦନା]- ଓମକାର ଆଚାର୍ଯ୍ୟ[୮] - ଓମ୍
- ନମ୍ରତା ସିଂହ ଦେଓ[୯][୧୦][୧୧] - ଗୌରୀ
- ପ୍ରିୟଙ୍କା ସାହୁ[୧୨]
- ମିହିର ଦାସ
- ଅଶ୍ରୁମୋଚନ ମହାନ୍ତି
- ପ୍ରତିଭା ପଣ୍ଡା
- ଟି. ଅପ୍ପାରାଓ
- ଅଞ୍ଜନା ଦାସ
- ଅକ୍ଷୟ ସାହୁ
- ସୁଚିସ୍ମିତା
- ତପନ
- ରାଜ ପୁରୋହିତ
କାହାଣୀ
[ସମ୍ପାଦନା]ଦୁଇଟି ପରିବାର ମଧ୍ୟରେ ଶତ୍ରୁ ଲାଗିରହିଛି । ଅଭିମନ୍ୟୁଙ୍କ ପୁଅ ଓମ୍ ଓ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ପ୍ରେମରେ ପଡ଼ିଯାନ୍ତି । ଯଦିଓ ଉଭୟ ପରିବାରର ଶତ୍ରୁତା ବିଷୟରେ ଉଭୟ ଜ୍ଞାତ ଥିଲେ, ତଥାପି ସେମାନେ ପରସ୍ପରକୁ ଭଲ ପାଇ ବସନ୍ତି ଏବଂ ଲକ୍ଷ୍ୟ ପଥରେ ଅଗ୍ରସର ହେଇଯା'ନ୍ତି । ଏମିତି ଏକ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମିତ ହୋଇଥିଲା ।[୧୩]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶୋକ କୁମାର ।[୫] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ଓମକାର ଲେଙ୍କା, ଦୀପକ ଜେନାଙ୍କ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ ।[୬] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ଅନନ୍ୟା ଆଚାର୍ଯ୍ୟ, ବିଷ୍ଣୁମୋହନ କବି, ସତ୍ୟଜିତ ପ୍ରଧାନ, ଇରା ମହାନ୍ତି, ବସନ୍ତ ପାତ୍ରଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପାର୍ବଣ ପ୍ରିମିୟର – ପୂଜାରେ ରିଲିଜ୍ ହେବ ଏହି ସବୁ ଓଡ଼ିଆ ସିନେମା". Prameya (in ଆମେରିକୀୟ ଇଂରାଜୀ). 2021-09-29. Retrieved 2021-11-07.
- ↑ "ନୂଆ ଚଳଚ୍ଚିତ୍ର 'ମନେ ମନେ ମନ ଖୋଜୁଥିଲା' | Sambad" (in ଆମେରିକୀୟ ଇଂରାଜୀ). 2021-06-05. Retrieved 2021-11-09.
- ↑ "ପୂଜାରେ ପ୍ରଥମ ରିଲିଜ୍ 'ମନେ ମନେ ମନ ଖୋଜୁଥିଲା' | Sambad" (in ଆମେରିକୀୟ ଇଂରାଜୀ). 2021-10-08. Archived from the original on 2021-11-09. Retrieved 2021-11-09.
- ↑ "ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବେ 'ଶଙ୍କର'". Sambad. ଭୁବନେଶ୍ୱର. 17 July 2022. Archived from the original on 18 September 2023. Retrieved 18 September 2023.
- ↑ ୫.୦ ୫.୧ ୫.୨ Bal, Sandip (26 November 2019). "Film's mahurat held at city temple - Times of India". The Times of India (in ଇଂରାଜୀ). Retrieved 9 November 2021.
- ↑ ୬.୦ ୬.୧ "Odia Film 'Mane Mane Mana Khojuthila' Set For Durga Puja Release". Odisha Bytes (in ଆମେରିକୀୟ ଇଂରାଜୀ). 2021-09-12. Retrieved 2021-11-09.
- ↑ "ମନେ ମନେ ମନ ଖୋଜୁଥିଲା". ଧରିତ୍ରୀ. 21 November 2019. Archived from the original on 9 November 2021. Retrieved 9 November 2021.
- ↑ "ଏବର୍ଷ ଏହି ନବାଗତ/ନବାଗତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିପାରେ | Sambad". ସମ୍ବାଦ. sambad.in. 19 January 2020. Archived from the original on 21 December 2021. Retrieved 27 December 2021.
- ↑ "୨୦୧୯ରେ ଅନୁପସ୍ଥିତ ଓଲିଉଡର ଏହି ଚର୍ଚ୍ଚିତ ନାୟିକାମାନେ | Kanak Lifestyle". Kanak News. lifestyle.kanaknews.com. 31 December 2019. Archived from the original on 17 January 2021. Retrieved 5 December 2021.
- ↑ "ସଫଳତାର ପଥରେ ନାୟିକା ନମ୍ରତା, ଅଭିନୟ ସହିତ ରାଜନୀତିରେ ପ୍ରତି ରହିଛି ଆଗ୍ରହ". Prameya. କଟକ. 13 September 2021. Archived from the original on 14 September 2021. Retrieved 5 December 2021.
- ↑ "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
- ↑ "ଆଉ ଜଣେ ନାୟିକାଙ୍କ ସହ ପରଦାରେ ରୋମାନ୍ସ କରିବେ ପପୁ ପମପମ୍". Sambad (in ଆମେରିକୀୟ ଇଂରାଜୀ). Archived from the original on 2023-05-05. Retrieved 2023-05-05.
- ↑ Dharitri (2020-03-26). "ଶୁଟିଂ ଚାଲିଛି ମନେ ମନେ ମନ ଖୋଜୁଥିଲା - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2021-11-09.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମନେ ମନେ ମନ ଖୋଜୁଥିଲା