ଚାଲ ଟିକେ ପ୍ରେମ କରିବା

ଉଇକିପିଡ଼ିଆ‌ରୁ
ଚାଲ ଟିକେ ପ୍ରେମ କରିବା
ନିର୍ଦ୍ଦେଶକସରୋଜ କାନ୍ତ
ପ୍ରଯୋଜକଚିନ୍ମୟୀ ପ୍ରିୟଦର୍ଶିନୀ
ସଂଳାପଆଶୁତୋଷ ବାରିକ
ଚିତ୍ରନାଟ୍ୟସରୋଜ କାନ୍ତ
କାହାଣୀଦେବକୀ ସାହୁ
କଳାକାରଦେବରାଜ
ଚିନ୍ମୟୀ ପ୍ରିୟଦର୍ଶିନୀ
ଲିପ୍ସା ମିଶ୍ର
ସଲିଲ ମିତ୍ର
ପୁପିନ୍ଦର ସିଂହ
ବିରେନ ମିଶ୍ର
ସଙ୍ଗୀତବିଭୂତି ଭୂଷଣ ଗଡ଼ନାୟକ
ଚିତ୍ରଗ୍ରହଣଧୀରେନ ସାହୁ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୨ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଚାଲ ଟିକେ ପ୍ରେମ କରିବା ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟି ପ୍ରଯୋଜନା କରିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ । ଦେବକୀ ସାହୁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ଆଶୁତୋଷ ବାରିକ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସରୋଜ କାନ୍ତ ଏହି କଥାଚିତରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବରାଜ, ଚିନ୍ମୟୀ ପ୍ରିୟଦର୍ଶିନୀ ଏବଂ ଲିପ୍ସା ମିଶ୍ର । ସଲିଲ ମିତ୍ର, ପୁପିନ୍ଦର ସିଂହ, ବିରେନ ମିଶ୍ର, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଜୀବନ ପଣ୍ଡା, ସୁଶୀଲ, ଲକ୍ଷ୍ମୀପ୍ରିୟା, ରବି, ଭବାନୀ, ସରୋଜ ଦାସ, କାଳି ଚରଣ, ରଞ୍ଜିତା ପାଣିଗ୍ରାହୀ, ଗୁଲୁଆ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ[୨] ଗୀତିକାର ପଞ୍ଚାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ତପୁ ମିଶ୍ର, ପ୍ରଜ୍ଞା ହୋତା, ସତ୍ୟଜିତ ପ୍ରଧାନ, ଅଭିଜିତ ମଜୁମଦାର, ଅଭିଜିତ ମିଶ୍ରଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

All tracks written by ପଞ୍ଚାନନ ନାୟକ.

କ୍ରମଗୀତଗାୟକସମୟ
1."ଆମେ ଭିଲେଜ୍ ଟୋକା"  
2."ଓ ଜାନେ ଜାନ୍"ହ୍ୟୁମାନ ସାଗର, ତପୁ ମିଶ୍ର 
3."ସ୍ୱପ୍ନ ଆମର ଓଭର୍‌ଲୋଡ୍"  
4."ହେଟ୍ ମି ହେଟ୍ ମି"ସତ୍ୟଜିତ ପ୍ରଧାନ 
5."ମୁଁ ବି ଏକା ତୁ ବି ଏକା"  

ଆଧାର[ସମ୍ପାଦନା]

  1. "Film on kickboxing reaches final stages of shoot - Times of India". The Times of India (in ଇଂରାଜୀ). Retrieved 2021-11-08.
  2. ୨.୦ ୨.୧ ୨.୨ "ଚାଲ ଟିକେ ପ୍ରେମ କରିବା". ଧରିତ୍ରୀ. dharitri.com. 14 October 2021. Retrieved 8 November 2021.
  3. "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.{{cite news}}: CS1 maint: unrecognized language (link)
  4. "ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଚାଲ ଟିକେ ପ୍ରେମ କରିବା' | Sambad". ସମ୍ବାଦ (in ଓଡ଼ିଆ). sambad.in. 17 October 2021. Archived from the original on 8 November 2021. Retrieved 8 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]