ବିସର୍ଜନ

ଉଇକିପିଡ଼ିଆ‌ରୁ
ବିସର୍ଜନ
ନିର୍ଦ୍ଦେଶକରାମକୃଷ୍ଣ ପାଢ଼ୀ
ପ୍ରଯୋଜକଶ୍ରଦ୍ଧା ପାଣିଗ୍ରାହୀ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟ ଦାସ ପଟ୍ଟନାୟକ
କାହାଣୀଶ୍ରଦ୍ଧା ପାଣିଗ୍ରାହୀ
କଳାକାରଶ୍ରଦ୍ଧା ପାଣିଗ୍ରାହୀ
ସୁଭାଶିଷ ଶର୍ମା
ଲରେନ୍ସ ବେହେରା
ସଙ୍ଗୀତଅସଦ ନିଜାମ
ଚିତ୍ରଗ୍ରହଣଅକ୍ଷୟ କୁମାର ନାୟକ
ସମ୍ପାଦକମାନସ କୁମାର ସାହୁ
ମୁକ୍ତିଲାଭ ତାରିଖ
୭ ମାର୍ଚ୍ଚ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ବିସର୍ଜନ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାମକୃଷ୍ଣ ପାଢ଼ୀ ।[୧] ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶ୍ରଦ୍ଧା ପାଣିଗ୍ରାହୀ ଓ ସୁଭାଶିଷ ଶର୍ମା ।[୧] ଲରେନ୍ସ ବେହେରା, ଅନିକେତ, ସୁଦାମ, ମାନସ, ବାବୁ, ଶିତୁଲ, ସାଇମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ମାର୍ଚ୍ଚ ୭ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ଗୀତିକାର ତପୁ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, କୁଳଜିତ ପଟ୍ଟନାୟକ, କୁମାର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ "Ollywood Movie 'Bisarjan' Set For TV Premier On Women's Day". Odisha Bytes (in English). Bhubaneswar. 6 March 2021. Archived from the original on 14 April 2021. Retrieved 23 December 2021.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "World Television Premiere of Manjari TV's 'Bisarjan' on International Women's Day | Sambad English". Sambad English (in English). Bhubaneswar: sambadenglish.com. 6 March 2021. Archived from the original on 23 December 2021. Retrieved 23 December 2021.{{cite news}}: CS1 maint: unrecognized language (link)
  3. "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.

ବାହାର ଆଧାର[ସମ୍ପାଦନା]