ଆଖି ବୁଜିଦେଲେ ତୁ
ଆଖି ବୁଜିଦେଲେ ତୁ | |
---|---|
ନିର୍ଦ୍ଦେଶକ | ଏସ୍. କେ. ମୂରଲୀଧର |
ପ୍ରଯୋଜକ | ପୁପିନ୍ଦର ସିଂହ |
ଚିତ୍ରନାଟ୍ୟ | ତୁଷାର କାନ୍ତ ପଟ୍ଟନାୟକ |
କାହାଣୀ | ନିରଞ୍ଜନ କର |
କଳାକାର | ପୁପିନ୍ଦର ସିଂହ ଦୀପିକା ତ୍ରପାଠୀ ଜ୍ୟୋତିର୍ମୟୀ ବଳ ସମରେଶ ରାଉତରାୟ ମନୋଜ ମିଶ୍ର |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ପ୍ରଦୀପ |
ସମ୍ପାଦକ | ଟୁବୁନ |
ମୁକ୍ତିଲାଭ ତାରିଖ | ୩୧ ଡିସେମ୍ବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଆଖି ବୁଜିଦେଲେ ତୁ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ପୁପିନ୍ଦର ସିଂହ । ନିରଞ୍ଜନ କର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ତୁଷାରକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍. କେ. ମୂରଲୀଧର । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ, ଦୀପିକା ତ୍ରିପାଠୀ ଓ ଜ୍ୟୋତିର୍ମୟୀ ବଳ । ସମରେଶ ରାଉତରାୟ, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରବି ମିଶ୍ର, ଜୀବନ ପଣ୍ଡା, ଗୁଡ୍ଡୁ ଆଦି କଳାକାରାମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୧ ମସିହାର ଡିସେମ୍ବର ୩୧ ତାରିଖରେ କଲର୍ସ ଓଡ଼ିଆରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ପୁପିନ୍ଦର ସିଂହ
- ଦୀପିକା ତ୍ରିପାଠୀ
- ଜ୍ୟୋତିର୍ମୟୀ ବଳ
- ସମରେଶ ରାଉତରାୟ
- ମନୋଜ ମିଶ୍ର
- ଜର୍ଜ ତିଆଡ଼ି
- ରବି ମିଶ୍ର
- ଜୀବନ ପଣ୍ଡା
- ଗୁଡ୍ଡୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୨] ତୁଷାରକାନ୍ତ ପଟ୍ଟନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ତିଲକ୍ ଚକ୍ରବର୍ତ୍ତୀ, ଅଞ୍ଜଳୀ ମିଶ୍ର, ଶଶାଙ୍କ ଶେଖର, ଅସୀମା ପଣ୍ଡାଙ୍କ ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଚାର୍ ବୋତଲ୍ ଭୋଡ୍କା ଲଡ୍କି ହୋତୋ ଲୋଡ୍କା" | ଅସୀମା ପଣ୍ଡା | |
2. | "ଆଖି ବୁଜିଦେଲେ ତୁ" | ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ |
ଆଧାର
[ସମ୍ପାଦନା]- ↑ "OSHB Chairman Releases 'Akhi Bujidele Tu' Odia Film Music Album". Odisha Bytes (in English). Bhubaneswar. 27 December 2021. Archived from the original on 1 January 2022. Retrieved 1 January 2022.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "ଓଡ଼ିଆ ଚଳଚ୍ଚିତ୍ର 'ଆଖି ବୁଜିଦେଲେ ତୁ'ର ମ୍ୟୁଜିକ୍ ରିଲିଜ୍ | Sambad". ସମ୍ବାଦ. sambad.in. 27 December 2021. Archived from the original on 1 January 2022. Retrieved 1 January 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆଖି ବୁଜିଦେଲେ ତୁ