ଓଏ ଗୀଟାର

ଉଇକିପିଡ଼ିଆ‌ରୁ
ଓଏ ଗୀଟାର
ନିର୍ଦ୍ଦେଶକଅପ୍ପୁ କାନୁନ୍‌ଗୋ
ପ୍ରଯୋଜକବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି
ସଂଳାପଅପ୍ପୁ କାନୁନ୍‌ଗୋ
ଚିତ୍ରନାଟ୍ୟଅପ୍ପୁ କାନୁନ୍‌ଗୋ
କାହାଣୀଅପ୍ପୁ କାନୁନ୍‌ଗୋ
କଳାକାରଅମନ
ଆହାନା ବରାଳ
ଗୁଡ୍ଡୁ
ଦେବୁ ପଟ୍ଟନାୟକ
ଚୌଧୁରୀ ଜୟପ୍ରକାଶ ଦାସ
ଜୀବନ ପଣ୍ଡା
ସଙ୍ଗୀତଅପ୍ପୁ କାନୁନ୍‌ଗୋ
ଚିତ୍ରଗ୍ରହଣଅଜିତ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୪ ଅପ୍ରେଲ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଓଏ ଗୀଟାର, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବି. ଚନ୍ଦ୍ରଶେଖର ସୁବୁଦ୍ଧି ।[୧] ଅପ୍ପୁ କାନୁନ୍‌ଗୋ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିବା ସହିତ ଏହାର ନିର୍ଦ୍ଦେଶନା ଦେଇଥିଲେ ଏବଂ ସ୍ୱର ସଂଯୋଜନା କରିଥିଲେ ।[୨][୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମନ ଓ ଆହାନା ବରାଳ । ଗୁଡ୍ଡୁ, ଦେବୁ ପଟ୍ଟନାୟକ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ଆର୍.ଜେ. ଗୁଡ୍ଡି, ନମିତା ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୧ ମସିହାର ଅପ୍ରେଲ ୧୪ ତାରିଖରେ ପଣାସଂକ୍ରାନ୍ତି ଅବସରରେ ଓଡ଼ିଶା ବିଭିନ୍ନ ସହରରେ ମୁକ୍ତିଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅପ୍ପୁ କାନୁନ୍‌ଗୋ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଓଏ ଗୀଟାର୍ ଦିଲ୍ ବେକରାର୍" 

ଆଧାର[ସମ୍ପାଦନା]

  1. ୧.୦ ୧.୧ Oyee Guitar Movie: Showtimes, Review, Trailer, Posters, News & Videos | eTimes, retrieved 2021-12-17
  2. "Oyee Guitar Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in ଆମେରିକୀୟ ଇଂରାଜୀ). 8 May 2021. Archived from the original on 17 December 2021. Retrieved 17 December 2021.
  3. "୩୦ ହଲ୍‌ରେ ମୁକ୍ତିଲାଭ କରୁଛି 'ମାମା ୱେଡସ୍ ପାପା'". ପ୍ରମେୟ. ଭୁବନେଶ୍ୱର. 17 February 2023. p. ୨୦. Archived from the original on 17 February 2023. Retrieved 17 February 2023.
  4. "Ollywood Movie 'Oyee Guitar' Hits Odisha Theatres". Odisha Bytes (in English). Bhubaneswar. 14 April 2021. Archived from the original on 17 December 2021. Retrieved 17 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]