୨ ଚକ୍‌ଲେଟ୍

ଉଇକିପିଡ଼ିଆ‌ରୁ
୨ ଚକ୍‌ଲେଟ୍
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକଅକ୍ଷୟ କୁମାର ପରିଜା
ଚିତ୍ରନାଟ୍ୟସୁଶାନ୍ତ ମଣି
କାହାଣୀସୁଶାନ୍ତ ମଣି
ସଙ୍ଗୀତଲୋହିତାକ୍ଷ ପଟ୍ଟନାୟକ
ସ୍ୱପ୍ନା ପ୍ରିୟଦର୍ଶିନୀ
ନୀତୁ ସିଂହ
ଚିତ୍ତରଞ୍ଜନ ତ୍ରିପାଠୀ
ଚିତ୍ରଗ୍ରହଣସୁଭ୍ରାଂଶୁ ଦାସ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୫ ନଭେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

୨ ଚକ୍‌ଲେଟ୍, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅକ୍ଷୟ ପରିଜା ।[୧] ସୁଶାନ୍ତ ମଣି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୋହିତାକ୍ଷ ପଟ୍ଟନାୟକ ଓ ସ୍ୱପ୍ନା ପ୍ରିୟଦର୍ଶିନୀ । ନିତୁ ସିଂହ, ଚିତ୍ତରଞ୍ଜନ ତ୍ରିପାଠୀ, ଲିଙ୍କନ ପଟ୍ଟନାୟକ, ରଶ୍ମି, କୁହୁ, ରାହୁଲ, ବିନୟ ଦେ, ଦିଲ୍ଲୀପ ଚୌଧୁରୀ, ଗିତିମୟ ନନ୍ଦ, ଇଶା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଏହି କଥାଚିତ୍ରଟିର ୨୦୨୧ ମସିହାର ନଭେମ୍ବର ୫ ତାରିଖରେ ଓଡ଼ିଆ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

  • ଲୋହିତାକ୍ଷ ପଟ୍ଟନାୟକ - ରାଜା
  • ସ୍ୱପ୍ନା ପ୍ରିୟଦର୍ଶିନୀ - ଆହାନା
  • ନୀତୁ ସିଂହ
  • ଚିତ୍ତରଞ୍ଜନ ତ୍ରିପାଠୀ
  • ଲିଙ୍କନ ପଟ୍ଟନାୟକ
  • ରଶ୍ମି
  • କୁହୁ
  • ରାହୁଲ
  • ବିନୟ ଦେ
  • ଦିଲ୍ଲୀପ ଚୌଧୁରୀ
  • ଗିତିମୟ ନନ୍ଦ
  • ଇଶା

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ""2 CHOCOLATE"- World digital Premiere on KANCCHA LANNKA". Orissa Diary (in English). Bhubaneswar. 6 November 2021. Archived from the original on 17 November 2021. Retrieved 17 November 2021.{{cite news}}: CS1 maint: unrecognized language (link)
  2. "Watch Odia Movie '2 Chocolate' Premier On OTT Platform Kanccha Lannka". Odisha Bytes (in English). Bhubaneswar. 6 November 2021. Archived from the original on 17 November 2021. Retrieved 17 November 2021.{{cite news}}: CS1 maint: unrecognized language (link)
  3. "OTT ପ୍ଲାଟଫର୍ମ Kancchalannkaରେ ଓଡ଼ିଆ ଚଳଚ୍ଚିତ୍ର " ଚକୋଲେଟ୍"ର ପ୍ରିମିୟର ।". Ama Tv. 5 November 2021. Archived from the original on 17 November 2021. Retrieved 17 November 2021.
  4. "ଓଡ଼ିଆ ଚଳଚ୍ଚିତ୍ର '୨ ଚକୋଲେଟ୍' | Sambad". ସମ୍ବାଦ. sambad.in. 10 November 2021. Retrieved 17 November 2021.

ବାହାର ଆଧାର[ସମ୍ପାଦନା]