Jump to content

ଜର୍ଜ ତିଆଡ଼ି

ଉଇକିପିଡ଼ିଆ‌ରୁ
ଜର୍ଜ ତିଆଡ଼ି
ଜନ୍ମ
ଜାତୀୟତା ଭାରତୀୟ
ବୃତ୍ତିକଥାଚିତ୍ର ଅଭିନେତା
ସକ୍ରିୟ ବର୍ଷ୧୯୭୫ -ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତା

ଜର୍ଜ ତିଆଡ଼ି ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ୧୯୭୫ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସମୟ । ଏହାପରେ ସେ ଏ ନୁହେଁ କାହାଣୀ, ସାକ୍ଷୀ ଗୋପୀନାଥ, ପ୍ରତିଧ୍ୱନି, ଜୟଦେବ, ମୋ ଭି ଜଗା, ଜୟ ଶ୍ରୀରାମ, ବୋଉ, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଜୀବନ ମୃତ୍ୟୁ, କଥାନ୍ତର, ମୋ ସୁନା ପୁଅ, ଏ ମନ ମାନେନା, କଳିଙ୍ଗ ପୁତ୍ର, କେମିତି ଏ ବନ୍ଧନ, ତୋ ବିନା ଭଲ ଲାଗେନା, ବ୍ଲାକ୍‌ମେଲ୍ ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ପେଶାରେ ସେ ଜଣେ ଆଇନଜୀବୀ । ଦୂରଦର୍ଶନରେ ସେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ।[]

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ସମୟ୧୯୭୫ଗଣେଶ ମହାପାତ୍ର
ଏ ନୁହେଁ କାହାଣୀ୧୯୭୭କେ. ଏଚ୍. ଡି. ରାଓ
ପିପାସା୧୯୭୮ଦେବୀ ଦାସ
ପ୍ରେମର ନିଶା ନିଆରା ନିଆରା୨୦୧୬ସରୋଜକାନ୍ତ[]
ଆରେ ସାଥୀ ଆ୨୦୦୯ଏନ୍. ପାଢୀ
କେମିତି ଏ ବନ୍ଧନ୨୦୧୧ସରୋଜ ସତପଥି
ପାରିବେନି କେହି ଅଲଗା କରି୨୦୧୩ସୁଧାଂଶୁ ସାହୁ
ଇସ୍କ ତୁ ହି ତୁ୨୦୧୫ତାପସ ସରଘରିଆ
ଏଇ ସଂଘର୍ଷ୧୯୯୮ରଜନୀକାନ୍ତ ସାମନ୍ତରାୟ
ମଥାରେ ଦେଇ ପାଟ ଓଢ଼ଣୀ୨୦୧୧ରଞ୍ଜନ ମିଶ୍ର
ପ୍ରତିଧ୍ୱନି (ଓଡ଼ିଆ କଥାଚିତ୍ର)୧୯୮୪ପି. ସି. ଦାସ
  1. "George Tiadi - Biography, Movies, Photos, Videos". FilmiClub. Retrieved 22 September 2018.[permanent dead link]
  2. "Odia Film in 2016 | OdiaLive". OdiaLive. Retrieved 21 September 2018.

ବାହାର ଆଧାର

[ସମ୍ପାଦନା]