ପ୍ରତ୍ୟାଘାତ

ଉଇକିପିଡ଼ିଆ‌ରୁ
ପ୍ରତ୍ୟାଘାତ
ନିର୍ଦ୍ଦେଶକସଞ୍ଜୟ ଘୋଷ
ପ୍ରଯୋଜକସୁଧାଂଶୁ ଆଚାର୍ଯ୍ୟ
ସଂଳାପଜିତେନ୍ଦ୍ର ବରାଳ
କଳାକାରଅଙ୍କିତ କୁମାର
ପ୍ରକୃତି ମିଶ୍ର
ଚିନ୍ମୟ ମିଶ୍ର
ସଙ୍ଗୀତବିଭୂତି ଭୂଷଣ ଗଡ଼ନାୟକ
ମୁକ୍ତିଲାଭ ତାରିଖ
୧୮ ଡିସେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ପ୍ରତ୍ୟାଘାତ, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଧାଂଶୁ ଆଚାର୍ଯ୍ୟ । ଜିତେନ୍ଦ୍ର ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସଞ୍ଜୟ ଘୋଷ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ଅଙ୍କିତ କୁମାର, ପ୍ରକୃତି ମିଶ୍ର, ଚିନ୍ମୟ ମିଶ୍ର, ବିଜୁ ବଡ଼ଜେନା, ପ୍ରେମାଞ୍ଜନ ପରିଡ଼ା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୂଷଣ ଗଡ଼ନାୟକ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. Bal, Sandip (17 January 2021). "Shooting of Chinmay and Prakruti- starrer going on in Mayurbhanj - Times of India". The Times of India (in English). Archived from the original on 18 December 2021. Retrieved 18 December 2021.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Pratyaghat Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in ଆମେରିକୀୟ ଇଂରାଜୀ). 16 January 2021. Archived from the original on 18 December 2021. Retrieved 18 December 2021.
  3. "ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିବେ ଓଲିଉଡର ଲୋକପ୍ରିୟ ନାୟିକା ପ୍ରକୃତି | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 27 January 2021. Archived from the original on 18 December 2021. Retrieved 18 December 2021.

ବାହାର ଆଧାର[ସମ୍ପାଦନା]