ତୁ ଭାରି ବିୟୁଟିଫୁଲ୍

ଉଇକିପିଡ଼ିଆ‌ରୁ
ତୁ ଭାରି ବିୟୁଟିଫୁଲ୍
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକସୌମ୍ୟରଞ୍ଜନ ପଟ୍ଟନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କଳାକାରଜ୍ୟୋତି ରଞ୍ଜନ ନାୟକ
ଲିପ୍ସା ମିଶ୍ର
ଅର୍ଚ୍ଚିତା ମହାନ୍ତି
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୩୧ ଜାନୁଆରୀ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ତୁ ଭାରି ବିୟୁଟିଫୁଲ୍, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ହୋଇଥିଲା ।[୧][୨] ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩] ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ, ଲିପ୍ସା ମିଶ୍ର ଓ ଅର୍ଚ୍ଚିତା ମହାନ୍ତି ।[୬] କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକା ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୧ ମସିହାର ଜାନୁଆରୀ ୩୧ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।[୭]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୧୩] ଗୀତିକାର ମଳୟ ମିଶ୍ର ଓ ସୁବାଷ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ହ୍ୟୁମାନ ସାଗର, ଇରା ମହାନ୍ତି, ଅସୀମା ପଣ୍ଡା, ଆଶୁତୋଷ, ଅରୋଶିଷ, ନେହା ନୀହାରିକା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ତୁ ଭାରି ବିୟୁଟିଫୁଲ୍"ହ୍ୟୁମାନ ସାଗର, ଇରା ମହାନ୍ତି 
2."ବଲମା ପ୍ୟାରେ"ଅରୋଶିଷ, ନେହା 
3."ଭାଇ ଭଉଣୀ"ଅସୀମା ପଣ୍ଡା, ଆଶୁତୋଷ 
4."ତୋ'ର ମୋର କାହାଣୀ"ଇରା ମହାନ୍ତି 
5."ଗୋଟେ ଜନ୍ମ ନୁହେଁ"ଇରା ମହାନ୍ତି, ହ୍ୟୁମାନ ସାଗର 

ଆଧାର[ସମ୍ପାଦନା]

  1. "'ତୋ ଫ୍ୟାମିଲି, ମୋ ଫ୍ୟାମିଲି'ର ମହୁରତ | Sambad". ସମ୍ବାଦ. sambad.in. 8 January 2020. Archived from the original on 26 October 2020. Retrieved 27 December 2021.
  2. "ଏବର୍ଷ ଏହି ନବାଗତ/ନବାଗତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିପାରେ | Sambad". ସମ୍ବାଦ. sambad.in. 19 January 2020. Archived from the original on 21 December 2021. Retrieved 27 December 2021.
  3. "ଏବେ ସକ୍ରିୟ ହେଲେଣି ଓଲିଉଡର ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ | Sambad". ସମ୍ବାଦ. sambad.in. 29 September 2019. Archived from the original on 29 September 2019. Retrieved 27 December 2021.
  4. "'ତୁ ଭାରି ବିଉଟିଫୁଲ୍‌' ଗୀତରେ ଟିକ୍‌ଟକ୍‌ ଭିଡିଓ କଲେ ମିଳିବ ଅଭିନୟ ସୁଯୋଗ | Sambad". ସମ୍ବାଦ. Bhubaneswar: sambad.in. 5 January 2020. Archived from the original on 27 December 2021. Retrieved 27 December 2021.
  5. "ଏ ବର୍ଷ ନିଜର ପୂର୍ବ ରେକର୍ଡ ଭାଙ୍ଗିପାରନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ | Sambad". ସମ୍ବାଦ. sambad.in. 2 February 2021. Archived from the original on 27 December 2021. Retrieved 27 December 2021.
  6. "ପୁଣି ଏହି ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସିନେମାରେ ଲିପସା | Sambad". ସମ୍ବାଦ. sambad.in. 11 July 2020. Archived from the original on 23 November 2020. Retrieved 27 December 2021.
  7. ୭.୦ ୭.୧ "ଓଡ଼ିଆ ସିନେମା 'ତୁ ଭାରି ବିଉଟିଫୁଲ୍'ର ଟେଲିଭିଜନ ପ୍ରିମିୟର ଆସନ୍ତାକାଲି, କେବଳ ମଞ୍ଜରୀ ଟିଭିରେ | Sambad". ସମ୍ବାଦ. sambad.in. 30 January 2021. Archived from the original on 27 December 2021. Retrieved 27 December 2021.
  8. "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. sambad.in. 5 January 2020. Archived from the original on 27 December 2021. Retrieved 27 December 2021.
  9. "ପ୍ରଥମ ଥର ଲାଗି ଜଣେ ନୂଆ ନାୟକଙ୍କ ସହ ଆସୁଛନ୍ତି ଲିପସା | Sambad". ସମ୍ବାଦ. sambad.in. 6 September 2020. Archived from the original on 6 May 2021. Retrieved 27 December 2021.
  10. "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
  11. "ଅର୍ଚ୍ଚିତାଙ୍କୁ ମିଳିଲା ଆଉ ଏକ ସିନେମା". ନିର୍ଭୟ. 12 September 2022. p. 10. Archived from the original on 13 September 2022. Retrieved 13 September 2022.
  12. Dharitri (2019-11-14). "କମେଡି ମାୟା - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2021-12-27.
  13. "ପରଦାକୁ ଆସୁଛି 'ତୁ ଭାରି ବିଉଟିଫୁଲ', ୟୁ-ଟ୍ୟୁବ୍‌ରେ ପ୍ରଶଂସା ସାଉଁଟୁଛି ଗୀତ | Sambad". ସମ୍ବାଦ. sambad.in. 29 December 2019. Archived from the original on 30 December 2019. Retrieved 27 December 2021.

ବାହାର ଆଧାର[ସମ୍ପାଦନା]