ଇନ୍ଦ୍ରଜାଲ

ଉଇକିପିଡ଼ିଆ‌ରୁ
ଇନ୍ଦ୍ରଜାଲ
ନିର୍ଦ୍ଦେଶକପିନୁ ନାୟକ
ପ୍ରଯୋଜକରମେଶ ବାରିକ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟପିନୁ ନାୟକ
କଳାକାରସମ୍ବିତ ଆଚାର୍ଯ୍ୟ
ଦେବଯାନୀ
ବିଶାଳ କୋଟିନ
ହର ରଥ
ତପି ମିଶ୍ର
ସାତ୍ୟକି ମିଶ୍ର
ସଙ୍ଗୀତଅଭିଜିତ ମଜୁମଦାର
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨ ମଇ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଇନ୍ଦ୍ରଜାଲ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୨][୩] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପିନୁ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ଦେବଯାନୀ ।[୫] ବିଶାଳ କୋଟିନ, ହର ରଥ, ତପି ମିଶ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିନୋଦ ପରିଡ଼ା, ସୁଜିତ ପାଇକରାୟ, ମୁନ୍‌ମୁନ୍, ବନ୍ଦନା, ରାଜଲକ୍ଷ୍ମୀ, ମାନସ, କମଲ, ପୃଥ୍ୱୀରାଜ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୬] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ ପ୍ରଧାନ, ଶୁଭମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ତୁ ହଟ୍ ଡ୍ରିଙ୍କ୍‌ସ୍ ମୁଁ ସୋଡ଼ା"ତାରିକ୍ ଅଜିଜ୍ 
2."ଛମ୍ ଛମ୍ ପାୟଲିଆ"ହ୍ୟୁମାନ ସାଗର 
3."ଭିଜା ଭିଜା ଆଖି"ଅଭିଜିତ ମଜୁମଦାର, ଜ୍ୟୋତିର୍ମୟୀ 
4."ଆସମାନୀ ଆଜି ମୋ ମନ"ମାନସ ପ୍ରିତମ, ପ୍ରଜ୍ଞା ହୋତା 

ଆଧାର[ସମ୍ପାଦନା]

  1. "ଲୁଚା ଛପାରେ ଚାଲିଛି ଫିଲ୍ମ ସୁଟିଂ: ରଜ ଗଲା, ଏବେ ପୂଜା ବଜାର ଉପରେ ନଜର | Sambad". ସମ୍ବାଦ. sambad.in. 28 June 2020. Retrieved 16 December 2021.
  2. "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 14 ନଭେମ୍ବର 2021 suggested (help)
  3. "ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍‌ ଓ ଓଟିଟିମୁହାଁ ପ୍ରଯୋଜକ | Sambad". ସମ୍ବାଦ. sambad.in. 27 September 2020. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 8 ନଭେମ୍ବର 2020 suggested (help)
  4. "ମୋ ପାଇଁ ସ୍ୱପ୍ନ, ଦର୍ଶକଙ୍କ ପାଇଁ ସନ୍ଦେଶ | Sambad". ସମ୍ବାଦ. sambad.in. 6 August 2021. Retrieved 16 December 2021.
  5. "'ଇନ୍ଦ୍ରଜାଲ'ରେ ସମ୍ବିତ, ଦେବଯାନୀ". OTV News (in Odia). ଓଟିଭି ଖବର. 7 January 2020. Archived from the original on 16 December 2021. Retrieved 16 December 2021.{{cite news}}: CS1 maint: unrecognized language (link)
  6. ୬.୦ ୬.୧ "ଇନ୍ଦ୍ରଜାଲ - Dharitri". Dharitri Odia News. 2 April 2020. Archived from the original on 16 December 2021. Retrieved 16 December 2021.
  7. "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 January 2020. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 29 ଅକ୍ଟୋବର 2020 suggested (help)
  8. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  9. "ମହାବାହୁର ମହାନାୟକ | Sambad". ସମ୍ବାଦ. sambad.in. 28 November 2021. Archived from the original on 16 December 2021. Retrieved 16 December 2021.
  10. "ଆଉ ଜଣେ ବାପା: ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ବିନୋଦ | Sambad". 17 November 2021. Archived from the original on 16 December 2021. Retrieved 16 December 2021.

ବାହାର ଆଧାର[ସମ୍ପାଦନା]