ମିଷ୍ଟର ରୋମିଓ

ଉଇକିପିଡ଼ିଆ‌ରୁ
ମିଷ୍ଟର ରୋମିଓ
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
ସଂଳାପରଜନୀ ରଞ୍ଜନ
କଳାକାରଦୀପକ ବାରିକ
ଲିପିକା ସେନାପତି
ପ୍ରୀତିରାଜ ଶତପଥୀ
ପିଣ୍ଟୁ ନନ୍ଦ
ପ୍ରଦ୍ୟୁମ୍ନ ଲେଙ୍କା
ହରିହର ମହାପାତ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଦିଲ୍ଲୀପ ଦାସ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୭ ନଭେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ମିଷ୍ଟର୍ ରୋମିଓ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ଅଶିନୀ ଗଡ଼ନାୟକ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଲିପିକା ସେନାପତି । ପ୍ରୀତିରାଜ ଶତପଥୀ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

୭ ନଭେମ୍ବର ୨୦୨୧ରେ ଏହି କଥାଚିତ୍ରଟି ଓଡ଼ିଆ ଦୂରଦର୍ଶନ ଚେନାଲ୍ ଜୀ ସାର୍ଥକରେ ମୁକ୍ତଲାଭ କରିଥିଲା ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୨] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ, ପ୍ରଜ୍ଞା ହୋତା, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଉଇଆଁ ଉଇଆଁ"ବସନ୍ତରାଜ ସାମଲଦୀପ୍ତିରେଖା ପାଢ଼ୀ, ଶଶାଙ୍କ ଶେଖର 
2."ପ୍ରେମ ଏମିତି ହେଲା" ପ୍ରଜ୍ଞା ହୋତା, ବିଶ୍ୱଜିତ ମହାପାତ୍ର 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆଜି ମୁକ୍ତିଲାଭ କରିବ 'ମିଷ୍ଟର୍‌ ରୋମିଓ', ଦୀପକଙ୍କ ସହ ନଜର ଆସିବେ ନାୟିକା ଲିପିକା." Prameya. ଭୁବନେଶ୍ୱର: prameya.com. 7 November 2021. Retrieved 16 November 2021. {{cite news}}: |archive-date= requires |archive-url= (help)CS1 maint: url-status (link)
  2. ୨.୦ ୨.୧ "ଆଜି ମୁକ୍ତିଲାଭ କରିବ 'ମିଷ୍ଟର୍ ରୋମିଓ'". ପ୍ରେମେୟ (in ଓଡ଼ିଆ). 7 November 2021. Archived from the original on 16 November 2021. Retrieved 16 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]