ମିଷ୍ଟର ରୋମିଓ
ମିଷ୍ଟର ରୋମିଓ | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
ପ୍ରଯୋଜକ | ପ୍ରଦ୍ୟୁମ୍ନ ଲେଙ୍କା |
ସଂଳାପ | ରଜନୀ ରଞ୍ଜନ |
କଳାକାର | ଦୀପକ ବାରିକ ଲିପିକା ସେନାପତି ପ୍ରୀତିରାଜ ଶତପଥୀ ପିଣ୍ଟୁ ନନ୍ଦ ପ୍ରଦ୍ୟୁମ୍ନ ଲେଙ୍କା ହରିହର ମହାପାତ୍ର |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଦିଲ୍ଲୀପ ଦାସ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୭ ନଭେମ୍ବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମିଷ୍ଟର୍ ରୋମିଓ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ଅଶିନୀ ଗଡ଼ନାୟକ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପକ ବାରିକ ଓ ଲିପିକା ସେନାପତି । ପ୍ରୀତିରାଜ ଶତପଥୀ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
୭ ନଭେମ୍ବର ୨୦୨୧ରେ ଏହି କଥାଚିତ୍ରଟି ଓଡ଼ିଆ ଦୂରଦର୍ଶନ ଚେନାଲ୍ ଜୀ ସାର୍ଥକରେ ମୁକ୍ତଲାଭ କରିଥିଲା ।[୧]
ଅଭିନୟ
[ସମ୍ପାଦନା]- ଦୀପକ ବାରିକ - ସୂର୍ଯ୍ୟ
- ଲିପିକା ସେନାପତି - ନନ୍ଦିନୀ
- ପ୍ରୀତିରାଜ ଶତପଥୀ - ରୁଦ୍ର
- ପିଣ୍ଟୁ ନନ୍ଦ - ରାଜା
- ପ୍ରଦ୍ୟୁମ୍ନ ଲେଙ୍କା
- ହରିହର ମହାପାତ୍ର - ପଦନ୍ନା
- ଚୌଧୁରୀ ଜୟପ୍ରକାଶ ଦାସ - କାଳୀ
- ପ୍ରତିଭା ପଣ୍ଡା - ମିତା
- ଦେବି ବାରିକ - ଓକିଲ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୨] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ, ପ୍ରଜ୍ଞା ହୋତା, ବିଶ୍ୱଜିତ ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଉଇଆଁ ଉଇଆଁ" | ବସନ୍ତରାଜ ସାମଲ | ଦୀପ୍ତିରେଖା ପାଢ଼ୀ, ଶଶାଙ୍କ ଶେଖର | |
2. | "ପ୍ରେମ ଏମିତି ହେଲା" | ପ୍ରଜ୍ଞା ହୋତା, ବିଶ୍ୱଜିତ ମହାପାତ୍ର |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆଜି ମୁକ୍ତିଲାଭ କରିବ 'ମିଷ୍ଟର୍ ରୋମିଓ', ଦୀପକଙ୍କ ସହ ନଜର ଆସିବେ ନାୟିକା ଲିପିକା." Prameya. ଭୁବନେଶ୍ୱର: prameya.com. 7 November 2021. Retrieved 16 November 2021.
{{cite news}}
:|archive-date=
requires|archive-url=
(help)CS1 maint: url-status (link) - ↑ ୨.୦ ୨.୧ "ଆଜି ମୁକ୍ତିଲାଭ କରିବ 'ମିଷ୍ଟର୍ ରୋମିଓ'". ପ୍ରେମେୟ (in ଓଡ଼ିଆ). 7 November 2021. Archived from the original on 16 November 2021. Retrieved 16 November 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମିଷ୍ଟର ରୋମିଓ