Jump to content

ଲୁଚେଇ ଦେ ମତେ ଛାତି ଭିତରେ

ଉଇକିପିଡ଼ିଆ‌ରୁ
ଲୁଚେଇ ଦେ ମତେ ଛାତି ଭିତରେ
ନିର୍ଦ୍ଦେଶକସଞ୍ଜୟ ନାୟକ
ପ୍ରଯୋଜକବିରଞ୍ଚି ନାରାୟଣ ନାୟକ
ସଂଳାପସଞ୍ଜୟ ନାୟକ
ଚିତ୍ରନାଟ୍ୟସଞ୍ଜୟ ନାୟକ
କାହାଣୀସଞ୍ଜୟ ନାୟକ
କଳାକାରଚନ୍ଦନ କର
ତମନ୍ନା ବ୍ୟାସ
ବିରଞ୍ଚି ନାରାୟଣ ନାୟକ
ଚକ୍ରଧର ସାହୁ
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣପ୍ରଦୀପ ସାହୁ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୭ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଲୁଚେଇ ଦେ ମତେ ଛାତି ଭିତରେ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଭିନେତା ବିରଞ୍ଚି ନାରାୟଣ ନାୟକ । ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ସଙ୍ଗୀତକାର ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଚନ୍ଦନ କର ଓ ତମନ୍ନା ବ୍ୟାସ ।[] ବିରଞ୍ଚି ନାରାୟଣ ନାୟକ, ଚକ୍ରଧର ଜେନା, ସମ୍ଭବ, କୁସୁମ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ରବାପୁ ଗୋସ୍ୱାମୀ, ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଇରା ମହାନ୍ତି, ସତ୍ୟଜିତ ପ୍ରଧାନ, ମଳୟ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
1."ତୋର ମୋର ଲଭ୍ ଷ୍ଟୋରୀ" 
2."ଲୁଚେଇ ଦେ ମତେ ଛାତି ଭିତରେ" 
3."ହାଏରେ ଜୀବନ କରୁ କାଇଁ ଏତେ ହୀନିମାନ" 
4."ତୁ ହି ତୁ" 
5."ହାଏରେ ଜୀବନ" 
  1. "ଏ ବର୍ଷ ନିଜର ପୂର୍ବ ରେକର୍ଡ ଭାଙ୍ଗିପାରନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ | Sambad". ସମ୍ବାଦ. sambad.in. 2 February 2021. Archived from the original on 27 December 2021. Retrieved 27 December 2021.
  2. "ପୁଣି ଯୋଡି ହେଲେ ଓଲିଉଡର ଏହି ଦୁଇ ସେଲିବ୍ରିଟି | Sambad". ସମ୍ବାଦ. sambad.in. 7 September 2018. Retrieved 21 November 2021.
  3. "ଏ ବର୍ଷ ନିଜର ପୂର୍ବ ରେକର୍ଡ ଭାଙ୍ଗିପାରନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ | Sambad". ସମ୍ବାଦ. sambad.in. 2 February 2021. Retrieved 21 November 2021.
  4. Bureau, OdishaLIVE (20 September 2018). "ପ୍ରେମ ପାଇଁ ଚାଲିଛି ଓଲିଉଡରେ ନାଟ..." OdishaLIVE. Retrieved 21 November 2021.
  5. "ଭିନ୍ନ ଧରଣର ଭୂମିକାରେ ଆସୁଛନ୍ତି ଓଲିଉଡ ନାୟିକା ତମନ୍ନା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 15 November 2019. Archived from the original on 25 December 2021. Retrieved 25 December 2021. {{cite news}}: |archive-date= / |archive-url= timestamp mismatch; 1 ଅକ୍ଟୋବର 2020 suggested (help)
  6. "ଚଳିତ ବର୍ଷ ଚର୍ଚ୍ଚାରେ ରହିବେ ତମନ୍ନା !". Kanak News. kanaknews.com. 3 January 2020. Archived from the original on 21 November 2021. Retrieved 21 November 2021.
  7. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.

ବାହାର ଆଧାର

[ସମ୍ପାଦନା]