ରୋମିଓ ରାଜା

ଉଇକିପିଡ଼ିଆ‌ରୁ
ରୋମିଓ ରାଜା
ନିର୍ଦ୍ଦେଶକରାକେଶ ସାମଲ
ପ୍ରଯୋଜକସୁଶାନ୍ତ ପଣ୍ଡା
ସଂଳାପଜେମ୍ସ ଶୁକ୍ଳା
ଚିତ୍ରନାଟ୍ୟରାକେଶ ସାମଲ
କାହାଣୀରାକେଶ ସାମଲ
କଳାକାରଅମ୍ଳାନ ଦାସ
ତମନ୍ନା ବ୍ୟାସ
ହରିହର ମହାପାତ୍ର
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଇ. ପ୍ରସାଦ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୨ ଜାନୁଆରୀ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ରୋମିଓ ରାଜା, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଶାନ୍ତ ପଣ୍ଡା । ଜେମ୍ସ ଶୁକ୍ଳା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାକେଶ ସାମଲ ଏହି କଥାଚିତ୍ରଟିର କାହଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକା ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ତମନ୍ନା ବ୍ୟାସ ।[୧] ହରିହର ମହାପାତ୍ର, ଦୀପକ, ସରୋଜ କୁମାର, ସାରଥୀ ଦେବୀ, ଜ୍ଞାନ, ତପନ, ସିଲୁ, ବାବୁ ପ୍ରଧାନ ଆଦି କଳାକାରମାନେ ଏହିକଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ୨୦୨୧ ମସିହାର ଜାନୁଆରୀ ୨୨ ତାରିଖରେ ବୃନ୍ଦାବନ ହଲ୍‌ରେ ମୁକ୍ତିଲାଭ କରିଥିଲା ।[୩][୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ସୁବ୍ରତ ସ୍ୱାଇଁ ଓ ସୁବୋଧ ଦାସ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।ହ୍ୟୁମାନ ସାଗର, ଅସୀମା ପଣ୍ଡା, ଗୀତିଶ୍ରୀ ସରୋଜ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।<ref name="romeo-raja">

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୋ ଜୀବନର ପ୍ରତି ପୃଷ୍ଠାରେ" 
2."ମାହିରେ ମାହି" 
3."ଛାତିରେ ମୋ ଟାଙ୍ଗିଦେଲୁ" 

ଆଧାର[ସମ୍ପାଦନା]

  1. "Romio Raja Movie: Showtimes, Review, Trailer, Posters, News & Videos | eTimes". Times of India. 22 January 2021. Retrieved 29 December 2021.
  2. "ଆଜି ମୁକ୍ତିଲାଭ କରିବ 'ରୋମିଓ ରାଜା' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 21 January 2021. Archived from the original on 29 December 2021. Retrieved 29 December 2021.
  3. Routray, Rituparna (22 January 2021). "ହଲକୁ ଆସିବ ଓଡ଼ିଆ ଫିଲ୍ମ | Kanak News". Kanak News. kanaknews.com. Archived from the original on 29 December 2021. Retrieved 29 December 2021.
  4. "କୋଭିଡ ଗାଇଡଲାଇନ୍ ଅନୁଯାୟୀ ୧୦ ମାସ ବ୍ୟବଧାନ ପରେ ରିଲିଜ୍‌ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରୋମିଓ ରାଜା' | Sambad". ସମ୍ବାଦ. କଟକ: sambad.in. 22 January 2021. Archived from the original on 29 December 2021. Retrieved 29 December 2021.

ବାହାର ଆଧାର[ସମ୍ପାଦନା]