ରଙ୍ଗିଲା ବୋହୂ ୨

ଉଇକିପିଡ଼ିଆ‌ରୁ
ରଙ୍ଗିଲା ବୋହୂ ୨
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକସୂର୍ଯ୍ୟ ରଥ
ସଂଳାପଶରଣାରବିନ୍ଦ ଓଝା
ଚିତ୍ରନାଟ୍ୟଆଲୋକ ରଏ
କାହାଣୀଆଲୋକ ରଏ
କଳାକାରଦେବାଶିଷ ପାତ୍ର
ଲିପ୍ସା ମିଶ୍ର
ଉଷସୀ ମିଶ୍ର
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣସ୍ୱର୍ଣ୍ଣ ପ୍ରସାଦ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୨ ସେପ୍ଟେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ରଙ୍ଗିଲା ବୋହୂ ୨, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟ ରଥ । ଆଲୋକ ରଏ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ଶରଣାରବିନ୍ଦ ଓଝା ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶ୍ୱିନୀ ଗଡ଼ନାୟକ ।[୧] ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜାନ କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର, ଲିପ୍ସା ମିଶ୍ର ଓ ଉଷସୀ ମିଶ୍ର । ଚୌଧୁରୀ ଜୟପ୍ରକାଶ ଦାସ, ଜୋଜୋ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର, ଦେବାଂଶୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଯେବେ ଯେବେ ଭାବିଦିଏ"ସୂର୍ଯ୍ୟ ମହାପାତ୍ରଲିପ୍ସା ମହାପାତ୍ର , ହ୍ୟୁମାନ ସାଗର 
2."ମନ କଥା ତୋ ନକହି"   

ଆଧାର[ସମ୍ପାଦନା]

  1. ୧.୦ ୧.୧ "Rangila Bohu-2 to release soon". Prameya News (in English). Bhubaneswar: Prameya English. 28 July 2021. Archived from the original on 4 December 2021. Retrieved 4 December 2021.{{cite news}}: CS1 maint: unrecognized language (link)
  2. "World TV Premier Of Odia Movie 'Rangeela Bohu-2' Tomorrow". Odisha Bytes (in English). Bhubaneswar. 11 September 2021. Archived from the original on 4 December 2021. Retrieved 4 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]