ରଙ୍ଗିଲା ବୋହୂ ୨
ଦେଖଣା
ରଙ୍ଗିଲା ବୋହୂ ୨ | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
ପ୍ରଯୋଜକ | ସୂର୍ଯ୍ୟ ରଥ |
ସଂଳାପ | ଶରଣାରବିନ୍ଦ ଓଝା |
ଚିତ୍ରନାଟ୍ୟ | ଆଲୋକ ରଏ |
କାହାଣୀ | ଆଲୋକ ରଏ |
କଳାକାର | ଦେବାଶିଷ ପାତ୍ର ଲିପ୍ସା ମିଶ୍ର ଉଷସୀ ମିଶ୍ର |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ସ୍ୱର୍ଣ୍ଣ ପ୍ରସାଦ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୨ ସେପ୍ଟେମ୍ବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରଙ୍ଗିଲା ବୋହୂ ୨, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟ ରଥ । ଆଲୋକ ରଏ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ଶରଣାରବିନ୍ଦ ଓଝା ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶ୍ୱିନୀ ଗଡ଼ନାୟକ ।[୧] ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜାନ କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର, ଲିପ୍ସା ମିଶ୍ର ଓ ଉଷସୀ ମିଶ୍ର । ଚୌଧୁରୀ ଜୟପ୍ରକାଶ ଦାସ, ଜୋଜୋ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର, ଦେବାଂଶୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଯେବେ ଯେବେ ଭାବିଦିଏ" | ସୂର୍ଯ୍ୟ ମହାପାତ୍ର | ଲିପ୍ସା ମହାପାତ୍ର , ହ୍ୟୁମାନ ସାଗର | |
2. | "ମନ କଥା ତୋ ନକହି" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Rangila Bohu-2 to release soon". Prameya News (in English). Bhubaneswar: Prameya English. 28 July 2021. Archived from the original on 4 December 2021. Retrieved 4 December 2021.
{{cite news}}
: CS1 maint: unrecognized language (link) - ↑ "World TV Premier Of Odia Movie 'Rangeela Bohu-2' Tomorrow". Odisha Bytes (in English). Bhubaneswar. 11 September 2021. Archived from the original on 4 December 2021. Retrieved 4 December 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଙ୍ଗିଲା ବୋହୂ ୨