ବିଶ୍ୱାସ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ବିଶ୍ୱାସ
ନିର୍ଦ୍ଦେଶକଚିନ୍ମୟ ଦାସ ପଟ୍ଟନାୟକ
ପ୍ରଯୋଜକବିବେକାନନ୍ଦ ପାଣିଗ୍ରାହୀ
କାହାଣୀଚିନ୍ମୟ ଦାସ ପଟ୍ଟନାୟକ
କଳାକାରଶାହିଲ ମିଶ୍ର
ସୁଜୟ ମହାନ୍ତି
ଅରୁଣ ମହାନ୍ତି
ସାଗରିକା ଦାସ
ସଙ୍ଗୀତଶାନ୍ତନୁ ଶତପଥୀ
ଚିତ୍ରଗ୍ରହଣଏସ୍. ରଞ୍ଜନ
ସମ୍ପାଦକଜ୍ୟୋତି ପ୍ରକାଶ ମହାରଣା
ମୁକ୍ତିଲାଭ ତାରିଖ
୧୫ ଡିସେମ୍ବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ବିଶ୍ୱାସ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିବେକାନନ୍ଦ ପାଣିଗ୍ରାହୀ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଶାହିଲ ମିଶ୍ର, ସୁଜୟ ମହାନ୍ତି, ଅରୁଣ ମହାନ୍ତି, ସାଗରିକା ଦାସ, ଦର୍ଶନ ଭଞ୍ଜଦେଓ, ଅର୍ପିତା ଦାସ, ରେସଲି ପାତ୍ର, ପ୍ରକାଶିନୀ ମିଶ୍ର, ବିଶ୍ୱଜିତ ଦାସ, ତାପସ ପଣ୍ଡା, ସୁଧୀର ମହାନ୍ତି, ଗୋକୁଳ ଚନ୍ଦ୍ର ଦାସ, ସଂଗ୍ରାମ ଭଞ୍ଜଦେଓ, ମଙ୍ଗଳ ବେସରା, ସନ୍ତୋଷ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ୨୦୨୧ ମସିହାର ଡିସେମ୍ବର ୧୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ପରବର୍ତ୍ତୀ ସମୟରେ ୨୯ ଜୁଲାଇ ୨୦୨୨ରେ ଏହି କଥାଚିତ୍ରଟି ପୁଣିଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

ଶାହିଲ ମିଶ୍ର

  • ସୁଜୟ ମହାନ୍ତି
  • ଅରୁଣ ମହାନ୍ତି
  • ସାଗରିକା ଦାସ
  • ଦର୍ଶନ ଭଞ୍ଜଦେଓ
  • ଅର୍ପିତା ଦାସ
  • ରେସଲି ପାତ୍ର
  • ପ୍ରକାଶିନୀ ମିଶ୍ର
  • ବିଶ୍ୱଜିତ ଦାସ
  • ତାପସ ପଣ୍ଡା
  • ସୁଧୀର ମହାନ୍ତି
  • ଗୋକୁଳ ଚନ୍ଦ୍ର ଦାସ
  • ସଂଗ୍ରାମ ଭଞ୍ଜଦେଓ
  • ମଙ୍ଗଳ ବେସରା
  • ସନ୍ତୋଷ ମହାନ୍ତି

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ଶତପଥୀ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଶିବ ରଥ, ଇରା ମହାନ୍ତି, ବିଷ୍ଣୁମୋହନ କବି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଝଡ଼ ପରି ଆସି ପାଗଳ କରିଲା"ବିଷ୍ଣୁମୋହନ କବି 
2."ଆସ ପଢ଼ିବା"ବିଷ୍ଣୁମୋହନ କବି, ଇରା ମହାନ୍ତି 
3."ଅସମ୍ ଅସମ୍ ଲଭ୍‌ଲି ଏ ନଜାରା"ଇରା ମହାନ୍ତି 

ଆଧାର[ସମ୍ପାଦନା]

  1. "New Odia Film "Bishwaas-The Light Over Darkness" Premiered At Cinepolis In City". Pragativadi (in English). 15 December 2021. Archived from the original on 15 December 2021. Retrieved 15 December 2021.{{cite news}}: CS1 maint: unrecognized language (link)
  2. ""Bishwaas-The Light over Darkness", a film by Chinmay Das Pattanayak is the 1st venture by Sudhanya Creatives". Orissa Diary (in English). Bhubaneswar. 6 November 2021. Archived from the original on 15 December 2021. Retrieved 15 December 2021.{{cite news}}: CS1 maint: unrecognized language (link)
  3. "ମୁକ୍ତିଲାଭ କଲା ଚଳଚ୍ଚିତ୍ର "ବିଶ୍ୱାସ": ରକ୍ସି ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଲା ପ୍ରିମିୟର ସୋ". ପ୍ରମେୟ. ବାରିପଦା. 30 July 2022. p. ୪. Archived from the original on 24 October 2022. Retrieved 24 October 2022.
  4. "'Bishwaas-The Light over Darkness' audio released: Film to be released in mid-Nov". The Pioneer (in English). Bhubaneswar. Archived from the original on 7 November 2021. Retrieved 15 December 2021.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]