ଶ୍ରୀକ୍ଷେତ୍ର (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ଶ୍ରୀକ୍ଷେତ୍ର
ନିର୍ଦ୍ଦେଶକତାପସ ସରଘରିଆ
ପ୍ରଯୋଜକଅଜୟ ରାଉତ
ଚିତ୍ରନାଟ୍ୟତାପସ ସରଘରିଆ
କଳାକାରସିଦ୍ଧାନ୍ତ ମହାପାତ୍ର
ସମ୍ବିତ ଆଚାର୍ଯ୍ୟ
ତମନ୍ନା ବ୍ୟାସ
ବ୍ରଜ ସିଂହ
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୪ ଜାନୁଆରୀ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଶ୍ରୀକ୍ଷେତ୍ର, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ ରାଉତ । ତାପସ ସରଘରିଆ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ସିଦ୍ଧାନ୍ତ ମହାପାତ୍ର, ତମନ୍ନା ବ୍ୟାସ, ସମ୍ବିତ ଆଚାର୍ଯ୍ୟ, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୧ ମସିହାର ଜାନୁଆରୀ ୨୪ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ଗୀତିକାର ସୂର୍ଯ୍ୟ ରଥ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଲିପ୍ସା ମହାପାତ୍ର, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଧିମା ଧିମା ପବନରେ" 

ଆଧାର[ସମ୍ପାଦନା]

  1. "ନାୟିକାର ନାଁ ପ୍ରିୟଙ୍କା". ସକାଳ. 17 July 2022. p. ୧୫. Archived from the original on 18 July 2022. Retrieved 18 July 2022.

ବାହାର ଆଧାର[ସମ୍ପାଦନା]