Jump to content

୧୭ଶ ଓଡ଼ିଶା ବିଧାନ ସଭା

ଉଇକିପିଡ଼ିଆ‌ରୁ
(17th Odia Vidhan Sabhaରୁ ଲେଉଟି ଆସିଛି)
ସପ୍ତଦଶ ବିଧାନ ସଭା
୧୭ମ ବିଧାନ ସଭା
Coat of arms or logo
ପ୍ରକାର
ପ୍ରକାରଏକକ ସଦନ
ନେତୃତ୍ୱ
ବାଚସ୍ପ‌ତିଶ୍ରୀମତୀ ସୁରମା ପାଢ଼ୀ, ଭା.ଜ.ପା.
ମୁଖ୍ୟମନ୍ତ୍ରୀଶ୍ରୀ ମୋହନ ଚରଣ ମାଝୀ, ଭା.ଜ.ପା.
ଉପ-ମୁଖ୍ୟମନ୍ତ୍ରୀଶ୍ରୀ କନକ ବର୍ଦ୍ଧନ ସିଂଦେଓ
ଶ୍ରୀମତୀ ପ୍ରଭାତୀ ପରିଡ଼ା, ଭା.ଜ.ପା.
ବିରୋଧୀ ଦଳ ନେତାଶ୍ରୀ ନବୀନ ପଟ୍ଟନାୟକ, ବି.ଜ.ଦ
ବିରୋଧୀ ଦଳ ଉପ ନେତାଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବି.ଜ.ଦ
ଆସନ ସଂଖ୍ୟା୧୪୭
ସାକ୍ଷାତକକ୍ଷ
ORISSA SECRETARIAT.jpg
ରାଜ୍ୟ ବିଧାନ ସଭା
Website
http://ws.ori.nic.in/ola/

୧୭ଶ ଓଡ଼ିଶା ବିଧାନ ସଭା, ଜୁନ ୨୦୨୪ରୁ ଆରମ୍ଭ ହେବାକୁ ଯାଉଅଛି । ୨୦୨୪ ମସିହାରେ, ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନ ରେ ନିର୍ବାଚିତ ପ୍ରାର୍ଥୀମାନେ ଏହି ବିଧାନ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିବେ ।

ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ

[ସମ୍ପାଦନା]
ପଦବୀ ପ୍ରତିକୃତି ନାମ କାର୍ଯ୍ୟକାଳ ଦଳ


ରାଜ୍ୟପାଳ ରଘୁବର ଦାସ ବିଧାନସଭା ଆରମ୍ଭରୁ ୨ ଜାନୁଆରୀ ୨୦୨୫ ଅପ୍ରଯୁଜ୍ୟ
ହରି ବାବୁ କମ୍ଭମପାଟି ୩ ଜାନୁଆରୀ ୨୦୨୫ କାର୍ଯ୍ୟରତ ଅପ୍ରଯୁଜ୍ୟ
ବାଚସ୍ପତି ସୁରମା ପାଢ଼ୀ
ରଣପୁରରୁ ବିଧାୟିକା
୨୦ ଜୁନ ୨୦୨୪ କାର୍ଯ୍ୟରତ ଭାରତୀୟ ଜନତା ପାର୍ଟି
ଉପବାଚସ୍ପତି ଭବାନୀ ଶଙ୍କର ଭୋଇ
ତଳସରାରୁ ବିଧାୟକ
୨୫ ଜୁଲାଇ ୨୦୨୪ କାର୍ଯ୍ୟରତ ଭାରତୀୟ ଜନତା ପାର୍ଟି
ଗୃହର ନେତା
(ମୁଖ୍ୟମନ୍ତ୍ରୀ)
ବିଜେପି ବିଧାୟକ ଦଳର ନେତା
ମୋହନ ଚରଣ ମାଝୀ
କେନ୍ଦୁଝରରୁ ବିଧାୟକ
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାରତୀୟ ଜନତା ପାର୍ଟି
ଗୃହର ଉପନେତା
(ଉପମୁଖ୍ୟମନ୍ତ୍ରୀ)
ବିଜେପି ବିଧାୟକ ଦଳର ଉପନେତା
କନକ ବର୍ଦ୍ଧନ ସିଂହ ଦେଓ
ପାଟଣାଗଡ଼ରୁ ବିଧାୟକ
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାରତୀୟ ଜନତା ପାର୍ଟି
ପ୍ରଭାତୀ ପରିଡ଼ା
ନିମାପଡ଼ାରୁ ବିଧାୟିକା
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାରତୀୟ ଜନତା ପାର୍ଟି
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଲୋଇସିଂହାରୁ ବିଧାୟକ
୧୨ ଜୁନ ୨୦୨୪ କାର୍ଯ୍ୟରତ ଭାରତୀୟ ଜନତା ପାର୍ଟି
ବିରୋଧୀ ଦଳ ନେତା
ବିଜେଡି ବିଧାୟକ ଦଳର ନେତା
ନବୀନ ପଟ୍ଟନାୟକ
ହିଞ୍ଜିଳିରୁ ବିଧାୟକ
୧୯ ଜୁନ ୨୦୨୪ କାର୍ଯ୍ୟରତ ବିଜୁ ଜନତା ଦଳ
ବିରୋଧୀ ଦଳ ଉପନେତା
ବିଜେଡି ବିଧାୟକ ଦଳର ଉପନେତା
ପ୍ରସନ୍ନ ଆଚାର୍ଯ୍ୟ
ରେଢ଼ାଖୋଲରୁ ବିଧାୟକ
୧୯ ଜୁନ ୨୦୨୪ କାର୍ଯ୍ୟରତ ବିଜୁ ଜନତା ଦଳ
କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଦମ
ପଟ୍ଟାଙ୍ଗିରୁ ବିଧାୟକ
୨୧ ଜୁନ ୨୦୨୪ କାର୍ଯ୍ୟରତ ଭାରତୀୟ ଜାତୀୟ କଂଗ୍ରେସ
କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଆଠଗଡ଼ରୁ ବିଧାୟକ
୧୭ ଜୁନ ୨୦୨୪ ୧୯ ଜୁନ ୨୦୨୪ ବିଜୁ ଜନତା ଦଳ

ସଦସ୍ୟଗଣ

[ସମ୍ପାଦନା]
ବିଧାନ ସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନ ମଣ୍ଡଳୀ କ୍ରମାଙ୍କ ବିଧାୟକ/ବିଧାୟିକା ଦଳ
ଅତାବିରା(ସଂ) ନିହାର ରଞ୍ଜନ ମହାନନ୍ଦ
ଅନୁଗୁଳ ୬୧ ପ୍ରତାପ ଚନ୍ଦ୍ର ପ୍ରଧାନ
ଆଠଗଡ ୮୯ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଆଠମଲ୍ଲିକ ୬୩ ନଳିନୀକାନ୍ତ ପ୍ରଧାନ
ଆନନ୍ଦପୁର(ସଂ) ୨୨ ଅଭିମନ୍ୟୁ ସେଠୀ
ଆଳି ୯୮ ପ୍ରତାପ କେଶରୀ ଦେବ
ଆସ୍କା ୧୨୮ ସରୋଜ କୁମାର ପାଢ଼ୀ
ଉଦଳା (ସଂ) ୩୧ ଭାସ୍କର ମଢ଼େଇ
ଉମରକୋଟ(ସଂ) ୭୩ ନିତ୍ୟାନନ୍ଦ ଗଣ୍ଡ
ଏକାମ୍ର ଭୁବନେଶ୍ୱର ୧୧୪ ବାବୁ ସିଂ
କଟକ ସଦର(ସଂ) ୯୩ ପ୍ରକାଶ ଚନ୍ଦ୍ର ସେଠୀ
କଣ୍ଟାବାଞ୍ଜି ୭୦ ଲକ୍ଷ୍ମଣ ବାଗ୍
କଣ୍ଟାମାଳ ୮୫ କହ୍ନେଇ ଚରଣ ଡାଙ୍ଗ
କବିସୂର୍ଯ୍ୟ ନଗର ୧୨୫ ପ୍ରତାପ ଚନ୍ଦ୍ର ନାୟକ
କରଞ୍ଜିଆ(ସଂ) ୩୦ ପଦ୍ମ ଚରଣ ହାଇବାରୁ
କାକଟପୁର(ସଂ) ୧୦୫ ତୁଷାରକାନ୍ତି ବେହେରା
କାମାକ୍ଷାନଗର ୫୭ ଶତ୍ରୁଘ୍ନ ଜେନା
କୁଚିଣ୍ଡା(ସଂ) ୧୫ ରବି ନାରାୟଣ ନାଏକ
କେନ୍ଦୁଝର(ସଂ) ୨୪ ମୋହନ ଚରଣ ମାଝୀ
କେନ୍ଦ୍ରାପଡ଼ା ୯୭ ଗଣେଶ୍ୱର ବେହେରା
କୋଟପାଡ଼(ସଂ) ୧୪୨ ରୁପୁ ଭତ୍ରା
କୋରାପୁଟ(ସଂ) ୧୪୪ ରଘୁରାମ ମାଛ
କୋରାଇ ୫୩ ଆକାଶ ଦାସନାୟକ
ଖଣ୍ଡପଡ଼ା ୧୨୦ ଦୁଷ୍ମନ୍ତ କୁମାର ସ୍ବାଇଁ
ଖଡ଼ିଆଳ ୭୨ ଅଧିରାଜ ମୋହନ ପାଣିଗ୍ରାହୀ
ଖଲ୍ଲିକୋଟ (ସଂ) ୧୨୬ ପୂର୍ଣ୍ଣ ଚନ୍ଦ୍ର ସେଠୀ
ଖୋର୍ଦ୍ଧା ୧୧୭ ପ୍ରଶାନ୍ତ କୁମାର ଜଗଦେବ
ଗୁଣୁପୁର(ସଂ) ୧୩୮ ସତ୍ୟଜିତ ଗମାଙ୍ଗ
ଗୋପାଳପୁର ୧୩୨ ବିଭୂତି ଭୂଷଣ ଜେନା
ଘସିପୁରା ୨୧ ବଦ୍ରି ନାରାୟଣ ପାତ୍ର
ଚମ୍ପୁଆ ୨୫ ସନାତନ ମହାକୁଡ଼
ଚାନ୍ଦବାଲି ୪୭ ବ୍ୟୋମକେଶ ରାୟ
ଚିକିଟି ୧୩୫ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ
ଚିତ୍ରକୋଣ୍ଡା(ସଂ) ୧୪୭ ମଙ୍ଗୁ ଖିଲ୍ଲା
ଚିଲିକା ୧୧୮ ପୃଥିବୀରାଜ ହରିଚନ୍ଦନ
ଚୌଦ୍ୱାର କଟକ ୯୧ ସୌଭିକ ବିଶ୍ୱାଳ
ଛତ୍ରପୁର ୧୨୭ କୃଷ୍ଣଚନ୍ଦ୍ର ନାୟକ
ଛେଣ୍ଡିପଦା(ସଂ) ୬୨ ଅଗସ୍ତି ବେହେରା
ଜଗତସିଂହପୁର ୧୦୪ ଅମରେନ୍ଦ୍ର ଦାସ
ଜଟଣୀ ୧୧୫ ବିଭୂତି ଭୂଷଣ ବଳବନ୍ତରାୟ
ଜଳେଶ୍ୱର ୩୫ ଅଶ୍ୱିନୀ କୁମାର ପାତ୍ର
ଜି.ଉଦୟଗିରି(ସଂ) ୮୩ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ
ଜୁନାଗଡ଼ ୭୮ ଦିବ୍ୟଶଙ୍କର ମିଶ୍ର
ଜୟପୁର ୧୪୩ ତାରାପ୍ରସାଦ ବାହିନୀପତି
ଜୟଦେବ ୧୧୧ ନବ କିଶୋର ମଲ୍ଲିକ
ଝରିଗ୍ରାମ ୭୪ ନରସିଂହ ଭତ୍ରା
ଝାରସୁଗୁଡ଼ା ଟଙ୍କଧର ତ୍ରିପାଠୀ
ଟିଟିଲାଗଡ଼ ୬୯ ନବୀନ କୁମାର ଜୈନ
ଡାବୁଗାଁ(ସଂ) ୭୬ ମନୋହର ରନ୍ଧାରୀ
ଢେଙ୍କାନାଳ ୫୫ କୃଷ୍ଣଚନ୍ଦ୍ର ପାତ୍ର
ତଳସରା(ସଂ) ଭବାନୀ ଶଙ୍କର ଭୋଇ
ତାଳଚେର ୬୦ ବ୍ରଜ କିଶୋର ପ୍ରଧାନ
ତିର୍ତ୍ତୋଲ (ସଂ) ୧୦୨ ରମାକାନ୍ତ ଭୋଇ
ତେଲକୋଇ (ସଂ) ୨୦ ଫକିର ମୋହନ ନାଏକ
ଦଶପଲ୍ଲା(ସଂ) ୧୨୧ ରମେଶ ଚନ୍ଦ୍ର ବେହେରା
ଦିଗପହଣ୍ଡି ୧୩୪ ସିଦ୍ଧାନ୍ତ ମହାପାତ୍ର
ଦେବଗଡ ୧୯ ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ଧର୍ମଗଡ଼ ୭୯ ସୁଧୀର ରଞ୍ଜନ ପାଟଯୋଶୀ
ଧର୍ମଶାଳା ୫୧ ହିମାଂଶୁ ଶେଖର ସାହୁ
ଧାମନଗର (ସଂ) ୪୬ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ
ନବରଙ୍ଗପୁର(ସଂ) ୭୫ ଗୌରୀ ଶଙ୍କର ମାଝୀ
ନର୍ଲା ୮୧ ମନୋରମା ମହାନ୍ତି
ନିଆଳୀ ୯୨ ଛବି ମଲ୍ଲିକ
ନିମାପଡ଼ା ୧୦୬ ପ୍ରଭାତୀ ପରିଡ଼ା
ନୀଳଗିରି ୪୦ ସନ୍ତୋଷ ଖଟୁଆ
ନୂଆପଡ଼ା ୭୧ ରାଜେନ୍ଦ୍ର ଢ଼ୋଲକିଆ
ନୟାଗଡ଼ ୧୨୨ ଅରୁଣ କୁମାର ସାହୁ
ପଟାଙ୍ଗୀ ୧୪୫ ରାମଚନ୍ଦ୍ର କଡାମ
ପଦ୍ମପୁର ବର୍ଷା ସିଂ ବରିହା
ପରଜଙ୍ଗ ୫୮ ବିଭୂତି ଭୂଷଣ ପ୍ରଧାନ
ପାଟକୁରା ୯୬ ଅରବିନ୍ଦ ମହାପାତ୍ର []
ପାଟଣା ୨୩ ଅଖିଳ ଚନ୍ଦ୍ର ନାଏକ
ପାଟଣାଗଡ଼ ୬୭ କନକ ବର୍ଦ୍ଧନ ସିଂହଦେଓ
ପାରଳାଖେମୁଣ୍ଡି ୧୩୭ ରୂପେଶ ପାଣିଗ୍ରାହୀ
ପାରାଦୀପ ୧୦୧ ସମ୍ପଦ ଚନ୍ଦ୍ର ସ୍ବାଇଁ
ପୁରୀ ୧୦୭ ସୁନିଲ କୁମାର ମହାନ୍ତି
ପାଲଲହଡା ୫୯ ଅଶୋକ ମହାନ୍ତି
ପିପିଲି ୧୧୦ ଆଶ୍ରିତ ପଟ୍ଟନାୟକ
ପୋଲସରା ୧୨୪ ଗୋକୁଳାନନ୍ଦ ମଲ୍ଲିକ
ଫୁଲବାଣୀ ୮୪ ଉମାଚନ୍ଦ୍ର ମଲ୍ଲିକ
ବଡ଼ଚଣା ୫୦ ଅମର ନାୟକ
ବଡ଼ମ୍ବା ୮୭ ବିଜୟ କୁମାର ଦଳବେହେରା
ବଡ଼ସାହି (ସଂ) ୩୨ ସନାତନ ବିଜୁଳି
ବଣାଇଗଡ଼(ସଂ) ୧୪ ଲକ୍ଷ୍ମଣ ମୁଣ୍ଡା
ବରଗଡ଼ ଅଶ୍ୱିନୀ କୁମାର ଷଡ଼ଙ୍ଗୀ
ବରୀ ୪୯ ବିଶ୍ବରଞ୍ଜନ ମଲ୍ଲିକ
ବସ୍ତା ୩୭ ନିତ୍ୟାନନ୍ଦ ସାହୁ
ବଲାଙ୍ଗୀର ୬୮ କଳିକେଶ ନାରାୟଣ ସିଂଦେଓ
ବାଙ୍କି ୮୮ ଦେବୀରଞ୍ଜନ ତ୍ରିପାଠୀ
ବାଙ୍ଗିରିପୋଷି (ସଂ) ୨୯ ସଞ୍ଜଳି ମୁର୍ମୁ
ବାରବାଟୀ-କଟକ ୯୦ ସୋଫିଆ ଫିର୍ଦ୍ଦୋସ
ବାରିପଦା (ସଂ) ୩୩ ପ୍ରକାଶ ସୋରେନ
ବାଲିକୁଦା ଏରସମା ୧୦୩ ସାରଦା ପ୍ରସନ୍ନ ଜେନା
ବାଲିଗୁଡ଼ା(ସଂ) ୮୨ ଚକ୍ରମଣି କହଁର
ବାଲେଶ୍ୱର ୩୮ ମାନସ କୁମାର ଦତ୍ତ
ବାସୁଦେବପୁର ୪୫ ଅଶୋକ କୁମାର ଦାସ
ବିଞ୍ଝାରପୁର (ସଂ) ୪୮ ପ୍ରମିଳା ମଲ୍ଲିକ
ବିଜେପୁର ସନତ ଗର୍ତିଆ
ବିଷମ କଟକ(ସଂ) ୧୩୯ ନୀଳମାଧବ ହିକ୍କା
ବୀରମହାରାଜପୁର(ସଂ) ୬୪ ରଘୁନାଥ ଜଗଦଳ
ବୀରମିତ୍ରପୁର(ସଂ) ୧୦ ରୋହିତ ଜୋସେଫ ତିର୍କି
ବେଗୁନିଆ ୧୧୬ ପ୍ରଦୀପ କୁମାର ସାହୁ
ବୌଦ୍ଧ ୮୬ ସରୋଜ କୁମାର ପ୍ରଧାନ
ବ୍ରଜରାଜନଗର ସୁରେଶ ପୂଜାରୀ
ବ୍ରହ୍ମଗିରି ୧୦୮ ଉପାସନା ମହାପାତ୍ର
ବ୍ରହ୍ମପୁର ୧୩୩ କେ.ଅନିଲ କୁମାର
ଭଞ୍ଜନଗର ୧୨୩ ପ୍ରଦ୍ୟୁମ୍ନ କୁମାର ନାୟକ
ଭଦ୍ରକ ୪୪ ସୀତାଂଶୁ ଶେଖର ମହାପାତ୍ର
ଭଣ୍ଡାରିପୋଖରୀ ୪୩ ସଞ୍ଜୀବ କୁମାର ମଲ୍ଲିକ
ଭଟଲି ଇରାଶିଷ ଆଚାର୍ଯ୍ୟ
ଭବାନୀପାଟଣା(ସଂ) ୮୦ ସାଗର ଚରଣ ଦାସ
ଭୁବନେଶ୍ୱର (ଉତ୍ତର) ୧୧୩ ସୁଶାନ୍ତ କୁମାର ରାଉତ
ଭୁବନେଶ୍ୱର (ମଧ୍ୟ) ୧୧୨ ଅନନ୍ତ ନାରାୟଣ ଜେନା
ଭୋଗରାଇ ୩୬ ଗୌତମ ବୁଦ୍ଧ ଦାସ
ମହାକାଳପଡ଼ା ୧୦୦ ଦୁର୍ଗା ପ୍ରସନ୍ନ ନାୟକ
ମାଲକାନଗିରି(ସଂ) ୧୪୬ ନରସିଂହ ମାଡ଼କାମି
ମାହାଙ୍ଗା ୯୫ ସାରଦା ପ୍ରସାଦ ପଧାନ
ମୋହନା(ସଂ) ୧୩୬ ଦାଶରଥୀ ଗମାଙ୍ଗ
ମୋରଡ଼ା ୩୪ କୃଷ୍ଣଚନ୍ଦ୍ର ମହାପାତ୍ର
ଯଶିପୁର (ସଂ) ୨୬ ଗଣେଶରାମ ସିଂଖୁଣ୍ଟିଆ
ଯାଜପୁର ୫୨ ସୁଜାତା ସାହୁ
ରଘୁନାଥପାଲ୍ଲି(ସଂ) ୧୧ ଦୁର୍ଗା ଚରଣ ତନ୍ତୀ
ରଣପୁର ୧୧୯ ସୁରମା ପାଢ଼ୀ
ରାଉରକେଲା ୧୨ ସାରଦା ପ୍ରସନ୍ନ ନାୟକ
ରାଇରଂଗପୁର ୨୮ ଜୋଲେନ ନାୟକ
ରାଜଗାଙ୍ଗପୁର(ସଂ) ୧୩ ସି.ଏସ୍.ରାଜନ୍ ଏକ୍କା
ରାଜନଗର ୯୯ ଧ୍ରୁବ ଚରଣ ସାହୁ
ରାୟଗଡ଼ା(ସଂ) ୧୪୦ କେ. ଅପ୍ପଲ ସ୍ବାମୀ
ରେଙ୍ଗାଲି(ସଂ) ୧୬ ସୁଦର୍ଶନ ହରିପାଲ
ରେଢାଖୋଲ ୧୮ ପ୍ରସନ୍ନ ଆଚାର୍ଯ୍ୟ
ରେମୁଣା (ସଂ) ୩୯ ଗୋବିନ୍ଦ ଚନ୍ଦ୍ର ଦାସ
ଲକ୍ଷ୍ମୀପୁର(ସଂ) ୧୪୧ ପବିତ୍ର ସାଉଁଟା
ଲାଞ୍ଜିଗଡ଼(ସଂ) ୭୭ ପ୍ରଦୀପ କୁମାର ଦିଶାରୀ
ଲୋଇସିଂହା(ସଂ) ୬୬ ମୁକେଶ ମହାଲିଙ୍ଗ
ସତ୍ୟବାଦୀ ୧୦୯ ଓମ୍ ପ୍ରକାଶ ମିଶ୍ର
ସମ୍ବଲପୁର ୧୭ ଜୟନାରାୟଣ ମିଶ୍ର
ସାନଖେମୁଣ୍ଡି ୧୩୦ ରମେଶ ଚନ୍ଦ୍ର ଜେନା
ସାରସକଣା (ସଂ) ୨୭ ଭାଦବ ହାଁସଦା
ସାଲେପୁର ୮୭ ପ୍ରଶାନ୍ତ ବେହେରା
ସିମୁଳିଆ ୪୨ ପଦ୍ମଲୋଚନ ପଣ୍ଡା
ସୁକିନ୍ଦା ୫୪ ପ୍ରଦୀପ ବଳ ସାମନ୍ତ
ସୁନ୍ଦରଗଡ଼(ସଂ) ଯୋଗେଶ କୁମାର ସିଂ
ସୋନପୁର ୬୫ ନିରଞ୍ଜନ ପୂଜାରୀ
ସୋରଡା ୧୨୯ ନୀଳମଣି ବିଷୋୟୀ
ସୋରୋ (ସଂ) ୪୧ ମାଧବ ଧଡା
ହିଞ୍ଜିଳି ୧୩୧ ନବୀନ ପଟ୍ଟନାୟକ
ହିନ୍ଦୋଳ (ସଂ) ୫୬ ସୀମାରାଣୀ ନାୟକ

ସଂ: ସଂରକ୍ଷିତ

ପରିସଂଖ୍ୟାନ

[ସମ୍ପାଦନା]
ବିଭିନ୍ନ ଦଳର ସଦସ୍ୟ ସଂଖ୍ୟା []
ଦଳ ସଦସ୍ୟ
ବିଜୁ ଜନତା ଦଳ ୫୧
ଭାରତୀୟ ଜନତା ପାର୍ଟି ୭୯
କଂଗ୍ରେସ ୧୪
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ)
ସ୍ୱାଧୀନ

ଅଧିବେଶନ ତାଲିକା ଏବଂ ଆଲୋଚନା ବିଷୟ ବସ୍ତୁ

[ସମ୍ପାଦନା]

ଓଡ଼ିଶାର ସପ୍ତଦଶ ବିଧାନ ସଭାର ବିଭିନ୍ନ ଅଧିବେଶନ ସମ୍ପର୍କରେ ସୂଚନା:

ସଂଖ୍ୟା ସମୟସୀମା ଗୁରୁତ୍ୱପୂର୍ଣ୍ଣ ଘଟଣା
ପ୍ରଥମ
  1. ଆଧାର ଭୁଲ: ଅଚଳ <ref> ଚିହ୍ନ; ":3" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Odisha Legislative Assembly". odishaassembly.nic.in. Retrieved 2019-06-29.

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଆଧାର

[ସମ୍ପାଦନା]