୧୭ଶ ଓଡ଼ିଶା ବିଧାନ ସଭା
ଦେଖଣା
| ସପ୍ତଦଶ ବିଧାନ ସଭା ୧୭ମ ବିଧାନ ସଭା | |
|---|---|
| ପ୍ରକାର | |
| ପ୍ରକାର | ଏକକ ସଦନ |
| ନେତୃତ୍ୱ | |
| ବାଚସ୍ପତି | ଶ୍ରୀମତୀ ସୁରମା ପାଢ଼ୀ, ଭା.ଜ.ପା. |
| ମୁଖ୍ୟମନ୍ତ୍ରୀ | ଶ୍ରୀ ମୋହନ ଚରଣ ମାଝୀ, ଭା.ଜ.ପା. |
| ଉପ-ମୁଖ୍ୟମନ୍ତ୍ରୀ | ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଭା.ଜ.ପା. |
| ବିରୋଧୀ ଦଳ ନେତା | ଶ୍ରୀ ନବୀନ ପଟ୍ଟନାୟକ, ବି.ଜ.ଦ |
| ବିରୋଧୀ ଦଳ ଉପ ନେତା | ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବି.ଜ.ଦ |
| ଆସନ ସଂଖ୍ୟା | ୧୪୭ |
| ସାକ୍ଷାତକକ୍ଷ | |
| ରାଜ୍ୟ ବିଧାନ ସଭା | |
| Website | |
| http://ws.ori.nic.in/ola/ | |
୧୭ଶ ଓଡ଼ିଶା ବିଧାନ ସଭା, ଜୁନ ୨୦୨୪ରୁ ଆରମ୍ଭ ହେବାକୁ ଯାଉଅଛି । ୨୦୨୪ ମସିହାରେ, ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନ ରେ ନିର୍ବାଚିତ ପ୍ରାର୍ଥୀମାନେ ଏହି ବିଧାନ ସଭାର ସଦସ୍ୟ ଭାବରେ କାର୍ଯ୍ୟ କରିବେ ।
ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ
[ସମ୍ପାଦନା]| ପଦବୀ | ପ୍ରତିକୃତି | ନାମ | କାର୍ଯ୍ୟକାଳ | ଦଳ
| ||
|---|---|---|---|---|---|---|
| ରାଜ୍ୟପାଳ | ରଘୁବର ଦାସ | ବିଧାନସଭା ଆରମ୍ଭରୁ | ୨ ଜାନୁଆରୀ ୨୦୨୫ | ଅପ୍ରଯୁଜ୍ୟ | ||
| ହରି ବାବୁ କମ୍ଭମପାଟି | ୩ ଜାନୁଆରୀ ୨୦୨୫ | କାର୍ଯ୍ୟରତ | ଅପ୍ରଯୁଜ୍ୟ | |||
| ବାଚସ୍ପତି | ସୁରମା ପାଢ଼ୀ ରଣପୁରରୁ ବିଧାୟିକା |
୨୦ ଜୁନ ୨୦୨୪ | କାର୍ଯ୍ୟରତ | ଭାରତୀୟ ଜନତା ପାର୍ଟି | ||
| ଉପବାଚସ୍ପତି | ଭବାନୀ ଶଙ୍କର ଭୋଇ ତଳସରାରୁ ବିଧାୟକ |
୨୫ ଜୁଲାଇ ୨୦୨୪ | କାର୍ଯ୍ୟରତ | ଭାରତୀୟ ଜନତା ପାର୍ଟି | ||
| ଗୃହର ନେତା (ମୁଖ୍ୟମନ୍ତ୍ରୀ) ବିଜେପି ବିଧାୟକ ଦଳର ନେତା |
ମୋହନ ଚରଣ ମାଝୀ କେନ୍ଦୁଝରରୁ ବିଧାୟକ |
୧୨ ଜୁନ ୨୦୨୪ | କାର୍ଯ୍ୟରତ | ଭାରତୀୟ ଜନତା ପାର୍ଟି | ||
| ଗୃହର ଉପନେତା (ଉପମୁଖ୍ୟମନ୍ତ୍ରୀ) ବିଜେପି ବିଧାୟକ ଦଳର ଉପନେତା |
କନକ ବର୍ଦ୍ଧନ ସିଂହ ଦେଓ ପାଟଣାଗଡ଼ରୁ ବିଧାୟକ |
୧୨ ଜୁନ ୨୦୨୪ | କାର୍ଯ୍ୟରତ | ଭାରତୀୟ ଜନତା ପାର୍ଟି | ||
| ପ୍ରଭାତୀ ପରିଡ଼ା ନିମାପଡ଼ାରୁ ବିଧାୟିକା |
୧୨ ଜୁନ ୨୦୨୪ | କାର୍ଯ୍ୟରତ | ଭାରତୀୟ ଜନତା ପାର୍ଟି | |||
| ସଂସଦୀୟ ବ୍ୟାପାର ମନ୍ତ୍ରୀ | ମୁକେଶ ମହାଲିଙ୍ଗ ଲୋଇସିଂହାରୁ ବିଧାୟକ |
୧୨ ଜୁନ ୨୦୨୪ | କାର୍ଯ୍ୟରତ | ଭାରତୀୟ ଜନତା ପାର୍ଟି | ||
| ବିରୋଧୀ ଦଳ ନେତା ବିଜେଡି ବିଧାୟକ ଦଳର ନେତା |
ନବୀନ ପଟ୍ଟନାୟକ ହିଞ୍ଜିଳିରୁ ବିଧାୟକ |
୧୯ ଜୁନ ୨୦୨୪ | କାର୍ଯ୍ୟରତ | ବିଜୁ ଜନତା ଦଳ | ||
| ବିରୋଧୀ ଦଳ ଉପନେତା ବିଜେଡି ବିଧାୟକ ଦଳର ଉପନେତା |
ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ବିଧାୟକ |
୧୯ ଜୁନ ୨୦୨୪ | କାର୍ଯ୍ୟରତ | ବିଜୁ ଜନତା ଦଳ | ||
| କଂଗ୍ରେସ ବିଧାୟକ ଦଳର ନେତା | ରାମଚନ୍ଦ୍ର କଦମ ପଟ୍ଟାଙ୍ଗିରୁ ବିଧାୟକ |
୨୧ ଜୁନ ୨୦୨୪ | କାର୍ଯ୍ୟରତ | ଭାରତୀୟ ଜାତୀୟ କଂଗ୍ରେସ | ||
| କାମଚଳା ବାଚସ୍ପତି | ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ରୁ ବିଧାୟକ |
୧୭ ଜୁନ ୨୦୨୪ | ୧୯ ଜୁନ ୨୦୨୪ | ବିଜୁ ଜନତା ଦଳ | ||
ସଦସ୍ୟଗଣ
[ସମ୍ପାଦନା]ସଂ: ସଂରକ୍ଷିତ
ପରିସଂଖ୍ୟାନ
[ସମ୍ପାଦନା]| ଦଳ | ସଦସ୍ୟ |
|---|---|
| ବିଜୁ ଜନତା ଦଳ | ୫୧ |
| ଭାରତୀୟ ଜନତା ପାର୍ଟି | ୭୯ |
| କଂଗ୍ରେସ | ୧୪ |
| ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ) | ୧ |
| ସ୍ୱାଧୀନ | ୨ |
ଅଧିବେଶନ ତାଲିକା ଏବଂ ଆଲୋଚନା ବିଷୟ ବସ୍ତୁ
[ସମ୍ପାଦନା]ଓଡ଼ିଶାର ସପ୍ତଦଶ ବିଧାନ ସଭାର ବିଭିନ୍ନ ଅଧିବେଶନ ସମ୍ପର୍କରେ ସୂଚନା:
| ସଂଖ୍ୟା | ସମୟସୀମା | ଗୁରୁତ୍ୱପୂର୍ଣ୍ଣ ଘଟଣା |
|---|---|---|
| ପ୍ରଥମ |
ଆଧାର
[ସମ୍ପାଦନା]- ↑ ଆଧାର ଭୁଲ: ଅଚଳ
<ref>ଚିହ୍ନ; ":3" ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Odisha Legislative Assembly". odishaassembly.nic.in. Retrieved 2019-06-29.
ଆହୁରି ଦେଖନ୍ତୁ
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ୧୭ଶ ଓଡ଼ିଶା ବିଧାନ ସଭା ସଦସ୍ୟ
ବାବଦରେ ମାଧ୍ୟମ ରହିଛି ।