ଉମାଶଙ୍କର ପଣ୍ଡା

ଉଇକିପିଡ଼ିଆ‌ରୁ
ଉମାଶଙ୍କର ପଣ୍ଡା
ଜନ୍ମ୧୯୩୧
ମୃତ୍ୟୁ୨୦୧୫
ଜାତୀୟତାଭାରତୀୟ
ବୈବାହିକ-ସାଥୀଲୋକଜନନୀ ପଣ୍ଡା
ସନ୍ତାନଶଶାଙ୍କ, ଉଦୟନ, ସୌଭାଗ୍ୟ, ବ୍ରଜେନ୍ଦ୍ର, ଜୟଶ୍ରୀ
ପୁରସ୍କାରଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ୨୦୦୫

ଉମାଶଙ୍କର ପଣ୍ଡା(୧୯୩୧-୨୦୧୫) ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ପୁରସ୍କାର, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିବା ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ବିଭିନ୍ନ ମୌଳିକ ସାହିତ୍ୟ ରଚନା ବ୍ୟତିତ, ସେ ଜଣେ ଅନୁବାଦକ ରୂପରେ[୨] ମଧ୍ୟ ପରିଚିତ ।

ପରିବାର[ସମ୍ପାଦନା]

ଉମାଶଙ୍କରଙ୍କର ସହଧର୍ମିଣୀ ଲୋକଜନନୀ ପଣ୍ଡା ସମ୍ବଲପୁରୀ ଭାଷାର ପ୍ରଥମ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ତାଙ୍କର ୪ ଜଣ ପୁଅ ଶଶାଙ୍କ, ଉଦୟନ, ସୌଭାଗ୍ୟ, ବ୍ରଜେନ୍ଦ୍ର ଓ ଜଣେ ଝିଅ ଜୟଶ୍ରୀ ଅଛନ୍ତି [୩]

ରଚନାବଳୀ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

  • ଜ୍ଞାନପୀଠ ବିଜେତାଙ୍କ କବିତା - ୨୦୧୦ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ଜ୍ଞାନପୀଠ ବିଜେତାଙ୍କ ଗଳ୍ପ - ୧୯୯୯ (ପ୍ରାଚୀ ପ୍ରକାଶନ)
  • ଜ୍ଞାନପୀଠ ବିଜେତାଙ୍କ ନିର୍ବାଚିତ କାହାଣୀ (ଉମାଶଙ୍କର ପଣ୍ଡା ଓ ସ୍ନେହ ମିଶ୍ରଙ୍କଦ୍ୱାରା ଅନୁବାଦିତ) - ୨୦୧୦(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ନୀଳ ନଗ୍ନିକା - ୨୦୦୪ (ରୂପାମ୍ବର ପ୍ରକାଶନୀ)
  • ନୋବେଲ ବିଜେତାଙ୍କ ନିର୍ବାଚିତ ଗଳ୍ପ - ୨୦୦୧ (ଗ୍ରନ୍ଥମନ୍ଦିର)
  • ରେବେକା ଦାଫାନି ଦୁ ମରୀୟର - ୨୦୦୬ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ଲଳିତା (ମୂଳ ଲେଖା: ଭ୍ଲାଦିମିର ନବୋକଭ୍) - ୨୦୦୨(ସୁଧା ପ୍ରକାଶନ)
  • ଦୁଇନାରୀ (ମୂଳ ଲେଖା: ଆଲବର୍ଟ ମୋରାଭିଆ) - ୨୦୦୨(ରୂପମ୍ବର ପ୍ରକାଶନ)
  • ସ୍ୱପ୍ନ ସଙ୍ଗିନୀ (ମୂଳ ଲେଖା: ଆଲବର୍ଟ ମୋରାଭିଆ) - ୨୦୦୨(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ଆଧୁନିକ ଭାରତୀୟ ଗଳ୍ପମାଳା - ୨୦୦୦(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ଚାଣକ୍ୟ (ମୂଳ ଲେଖା: ଭଗବତୀ ଚରଣ ବର୍ମା) - ୨୦୦୪(ଷ୍ଟୁଡେଣ୍ଟସ ଷ୍ଟୋର)
  • ମହାଭୋଜ (ମୂଳ ଲେଖା: ମନୁ ଭଣ୍ଡାରୀ) - ୨୦୦୮(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ଅନ୍ନଦାତା (ମୂଳ ଲେଖା: କ୍ରିସନ୍ ଚନ୍ଦର) - ୧୯୫୯(ଲୋକଜନନୀ ପଣ୍ଡା)
  • ସାମ୍ପ୍ରତିକ ପାକିସ୍ତାନୀ ଉର୍ଦ୍ଦୁ କବିତା - ୨୦୦୯(ସୁବର୍ଣ୍ଣଶ୍ରୀ ପ୍ରକାଶିନୀ)
  • ଅବୈଧ (ମୂଳ ଲେଖା:ଦିବ୍ୟେନ୍ଦୁ ପାଲିତ୍) - ୨୦୦୦(ଅଗ୍ନି)
  • ଅହଂକାର - ୧୯୮୩ (ଓଡ଼ିଶା ବୁକ୍ ଷ୍ଟୋର)
  • ଆଖେନାତେନ: ସତ୍ୟେ ବମବାମ୍ କାରୀ (ମୂଳ ଲେଖା: ନାଗିବ ମାହଫୁଜ) - ୨୦୧୩(ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • କାସାନୋଭାର ପ୍ରେମିକମାନେ (ମୂଳ ଲେଖା:ଜିଆକୋମ ଜିରୋଲମ‌) - ୨୦୦୬( ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)

ଅନ୍ୟାନ୍ୟ[ସମ୍ପାଦନା]

  • କେତେ ଚିତ୍ରଙ୍ଗଦା - ୧୯୮୧(ଓଡ଼ିଶା ବୁକ୍ ଷ୍ଟୋର)
  • ଋଷ ଓ ଚୀନର ଶ୍ରେଷ୍ଠଗଳ୍ପ - ୧୯୫୯(ଲୋକଜନନୀ ପଣ୍ଡା)
  • ନିଃଶବ୍ଦ ନୂପୁର - ୧୯୮୦( ଫ୍ରେଣ୍ଡସ୍ ପବ୍ଲିଶର୍ସ)[୪]
  • ଇମନ୍ କଲ୍ୟାଣ - (ସାରସତ୍ୱ ପୁସ୍ତକ ଭଣ୍ଡାର)
  • କେକା କୁହୁ କାକଳି - ୧୯୬୩ (ନିର୍ମଳ ଚନ୍ଦ୍ର ପାଢ଼ୀ)
  • ନଦୀ ଉପନଦୀ - ୧୯୮୨ (ଜନଶକ୍ତି ପୁସ୍ତକାଳୟ)
  • ସ୍ଥାବର ଜଙ୍ଗମ - ୧୯୬୪ (ପୂର୍ଣ୍ଣିମା ପ୍ରକାଶନୀ)
  • କାଳର ଭୂମିଷ୍ଠ ଶବ୍ଦ - ୧୯୯୯ (ଅନୁଶୀଳନ)
  • କାୟା ନୌକାରେ - ୨୦୦୧ (ଓଡ଼ିଶା ବୁକ ଷ୍ଟୋର)
  • ପ୍ରେମ କବିତା ଉମାଶଙ୍କର ପଣ୍ଡା - (ସମ୍ବଲପୁର ଅନୁଶୀଳନ)
  • ପକ୍ଷୀ ଜଣେ - ୨୦୧୧ (ବ୍ରଜେନ୍ଦ୍ର କିଶୋର ପଣ୍ଡା)
  • ରତି ରତି ଋତୁପର୍ଣ୍ଣା - ୨୦୦୪ (ସମ୍ବଲପୁର ଅନୁଶୀଳନ)
  • ସମକାଳୀନ ଓଡ଼ିଆ ପ୍ରେମ କବିତା - ୨୦୧୩ (ସ୍ମୃତିରେଖା ପବ୍ଲିକେଶନ୍ସ)
  • ଅସତୀ କନ୍ୟାର କାହାଣୀ - ୧୯୬୨ (ସାରସ୍ୱତ ଭଣ୍ଡାର)
  • ବାଇବେଲର ପ୍ରେମ କାହାଣୀ - ୨୦୦୩ (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ଏବଂ ଇନ୍ଦ୍ରନୀଳ ବୃହନ୍ନଳା ସମ୍ବାଦ - ୨୦୧୨ (ଶ୍ୱେତସଙ୍କେତ ସାରସ୍ୱତ ମଞ୍ଚ)
  • ନୋବେଲ ଲରିୟେଟ - ୧୯୯୭ (ଗ୍ରନ୍ଥମନ୍ଦିର)
  • ପଳାତକ ସମ୍ରାଟ - ୨୦୦୦(ସମ୍ବଲପୁର ଅନୁଶୀଳନ)
  • ଶାଶ୍ୱତ ପ୍ରେମକଥା - ୨୦୦୬ (ନବୋଦୟ ପ୍ରକାଶନ)[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର -୨୦୦୫ (ଜୀବନବ୍ୟାପି ଅବଦାନ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୨ (ନିଃଶବ୍ଦ ନୂପୁର ପାଇଁ)[୬]
  • ଝଙ୍କାର ପୁରସ୍କାର (କବିତା), ୨୦୧୦[୭](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ ‎

ଆଧାର[ସମ୍ପାଦନା]

  1. "ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ସାରସ୍ୱତ ସାଧକ/ ସାଧିକା". odishasahityaakademi.org. Odisha Sahitya Akademy. Retrieved 20 February 2019.
  2. Nava Kishor Das (2012). Odisha. Seagull Books. ISBN 978-81-7046-293-4.
  3. "ଆକାଶବାଣୀ ଗୀତିକାର ଲୋକଜନନୀ ପଣ୍ଡାଙ୍କ ପରଲୋକ". ସମ୍ବାଦ. Archived from the original on ୫ ମାର୍ଚ୍ଚ ୨୦୨୦. Retrieved ୫ ମାର୍ଚ୍ଚ ୨୦୨୦. {{cite web}}: Check date values in: |accessdate= and |archivedate= (help)
  4. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1.
  5. "National Library Online Catalogue". opac.nationallibrary.gov.in. National Library of India. Retrieved 20 February 2019.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Archived from the original on 27 March 2019. Retrieved 20 February 2019.
  7. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ମାର୍ଚ୍ଚ ୨୦୨୨. {{cite web}}: Check date values in: |accessdate= (help)