ଓଡ଼ିଆ କବି ମାନଙ୍କର ତାଲିକା
|
|
| ଓଡ଼ିଆ ସାହିତ୍ୟର ଇତିହାସ |
|
ଓଡ଼ିଆ ସାହିତ୍ୟର ବିଭାଗ |
| ଓଡ଼ିଆ ଭାଷାର ଲେଖକ |
|
ସମୟ ଅନୁସାରେ ତାଲିକା
ଲେଖକଗଣ -
ଔପନ୍ୟାସିକ |
| ପ୍ରକାରଭେଦ |
|
ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ |
| ସଙ୍ଗଠନ |
| ଆନ୍ଦୋଳନ |
| ସମାଲୋଚନା ଓ ସମ୍ମାନ |
| ଓଡ଼ିଶା ପୋର୍ଟାଲ |
| ସାହିତ୍ୟ ପୋର୍ଟାଲ |
| ଉଇକିପାଠାଗାର |
ଓଡ଼ିଆ ଭାଷା ଓ ସାହିତ୍ୟ ଅତି ପ୍ରାଚୀନ । ଅଠରଶହ ବର୍ଷ ତଳର ବିଭାଷ ଓଡ୍ର ଭାରତର ମୂଳ ଭାଷା ସଂସ୍କୃତ, ପ୍ରାକୃତ ଭାଷା ପାଲି ଇତ୍ୟାଦିର ପ୍ରଭାବରେ ପରିବର୍ତ୍ତିତ ହୋଇ ଆଧୁନିକ ଓଡ଼ିଆ ଭାଷାର ରୂପ ଧାରଣ କରିଛି । ଏହି ଭାଷାର ଅଭ୍ୟୁଦୟ ତଥା ଉତ୍ଥାନ ସକାଶେ ଓଡ଼ିଶାର ଅସଂଖ୍ୟ ଜନସାଧାରଣ ଏବଂ ଏହାର ସମସ୍ତ କବି ଓ ଲେଖକଙ୍କ ଅବଦାନ ଯେ ଅତୁଳନୀୟ ଏକଥା ଉଲ୍ଲେଖ କରିବା ଅନାବଶ୍ୟକ । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ମସିହା ବେଳକୁ ଓଡ଼ିଆ ଭାଷା ଏହାର ଆଧୁନିକ ରୂପ ଧାରଣ କରିଥିଲା । ଏହାର ପରବର୍ତ୍ତୀ ସମୟରେ ଓଡ଼ିଆ ସାହିତ୍ୟ, ଓଡ଼ିଶାର ଅଧିବାସୀ ଓ ସେମାନଙ୍କର ରୀତି, ନୀତି, ଚାଲି, ଚଳଣ ଉପରେ ଯେଉଁ କବିମାନଙ୍କର ରଚନା ଗଭୀର ପ୍ରଭାବ ବିସ୍ତାର କରିଥିଲା । ଅଧିକାଂଶ ରଚୟିତାଙ୍କ ନାମ ତଥା ରଚନା, କାଳର ଅକାଳ ଗର୍ଭରେ ଲୀନ ହୋଇଯାଇଛି । ଯେଉଁ କେତେକଙ୍କ ରଚନା ସଂରକ୍ଷିତ ସେମାନଙ୍କ ମଧ୍ୟରୁ ଅତ୍ୟନ୍ତ ଲୋକପ୍ରିୟ କବି ଓ ଲେଖକଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ରଚନା ଉପର ଯଥେଷ୍ଟ ଗବେଷଣା ମଧ୍ୟ ହୋଇନାହିଁ । ଏଠାରେ କେତେକ ଲୋକପ୍ରିୟ କବି ଓ ସେମାନଙ୍କର ପ୍ରଧାନ ରଚନା ବିଷୟରେ ଆଲୋଚନା କରାଯାଇଛି । ଆହୁରି ତଳେ ବିସ୍ତୃତ ଭାବରେ ଓଡ଼ିଆ କବିଙ୍କ ସୂଚୀ ଦିଆଯାଇଛି ।
ପ୍ରସିଦ୍ଧ କବି
[ସମ୍ପାଦନା]| କବିଙ୍କ ନାମ | ଜନ୍ମସ୍ଥାନ | ସମୟ କାଳ | ଉପାଧି |
|---|---|---|---|
| ମାର୍କଣ୍ଡ ଦାସ | |||
| ସାରଳା ଦାସ | ଶୂଦ୍ରମୁନି | ||
| ଶିଶୁ ଶଙ୍କର | |||
| ଜଗନ୍ନାଥ ଦାସ | ଅତିବଡ଼ି/ପଞ୍ଚସଖା | ||
| ବଳରାମ ଦାସ | ପଞ୍ଚସଖା | ||
| ଅନନ୍ତ ଦାସ | ପଞ୍ଚସଖା | ||
| ଯଶୋବନ୍ତ ଦାସ | ପଞ୍ଚସଖା | ||
| ଅଚ୍ୟୁତାନନ୍ଦ ଦାସ | ପଞ୍ଚସଖା | ||
| ଦୀନକୃଷ୍ଣ ଦାସ | ୧୬୫୦ - ୧୭୧୦ | ||
| ଉପେନ୍ଦ୍ର ଭଞ୍ଜ | ଭଂଜନଗର | ୧୬୭୦ - ୧୭୪୦ | କବିସମ୍ରାଟ/ମହାକବି |
| ବଳଦେବ ରଥ | ୧୭୮୯ - ୧୮୫୪ | କବିସୂର୍ଯ୍ୟ | |
| ଗୋପାଳକୃଷ୍ଣ ପଟ୍ଟନାୟକ | |||
| ବ୍ରଜନାଥ ବଡଜେନା | ଢେଂକାନାଳ | ||
| ଅଭିମନ୍ୟୁ ସାମନ୍ତସିଂହାର | ଯାଜପୁର | ୧୭୫୭-୧୮୦୭ | |
| ବନମାଳୀ ଦାସ | |||
| ଭକ୍ତଚରଣ ଦାସ | ୧୭୨୯ - ୧୮୧୦ | ||
| ଯଦୁମଣି ମହାପାତ୍ର | ୧୭୮୧ - ୧୮୬୮ | ଉତ୍କଳ ଘଣ୍ଟି | |
| ଗୌରହରି ପରିଚ୍ଛା | |||
| ଭୀମ ଭୋଇ | ରେଢ଼ାଖୋଲ | ୧୮୫୦-୧୮୯୫ | ସନ୍ଥ କବି |
| ମଧୁସୂଦନ ରାଓ | ପୁରୀ | ୧୮୫୩-୧୯୧୨ | ଭକ୍ତକବି |
| ରାଧାନାଥ ରାୟ | କେଦାରପୁର(ବାଲେଶ୍ୱର) | ୧୮୪୮-୧୯୦୮ | କବିବର |
| ଫକୀରମୋହନ ସେନାପତି | ବାଲେଶ୍ୱର | ୧୮୪୩-୧୯୧୮ | ବ୍ୟାସକବି |
| ଗଙ୍ଗାଧର ମେହେର | ବରପାଲି | ୧୮୬୨-୧୯୨୪ | ସ୍ୱଭାବ କବି/ପ୍ରକୃତି କବି |
| ବୀରକିଶୋର | ପୁନଙ୍ଗ, ଜଗତସିଂହପୁର | ୧୮୯୬-୧୯୭୩ | ଜାତୀୟ କବି |
| ଲକ୍ଷ୍ମୀକାନ୍ତ ମହାପାତ୍ର | ଭଦ୍ରକ | ୧୮୮୮- ୧୯୫୩ | କାନ୍ତକବି |
| କାଳିଚରଣ ପଟ୍ଟନାୟକ | ଉଦାହରଣ | ୧୮୯୭ | କବିଚନ୍ଦ୍ର |
| ଉଦାହରଣ | ଉଦାହରଣ | ଉଦାହରଣ | ଉଦାହରଣ |
ସମ୍ପୂର୍ଣ୍ଣ ତାଲିକା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।
ଅଧିକ ତଥ୍ୟ
[ସମ୍ପାଦନା]- Odia Poets & their creations Archived 2015-11-23 at the Wayback Machine.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
