ଅଗଣି ନାୟକ

ଉଇକିପିଡ଼ିଆ‌ରୁ
ଅଗଣି ନାୟକ
ବୃତ୍ତିକବି
ଜାତୀୟତାଭାରତୀୟ
ସମୟଊନବିଂଶ ଶତାବ୍ଦୀ
ସାହିତ୍ୟ କୃତିବାଳବୋଧ କୋଇଲି

ଅଗଣି ନାୟକ ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି ଓ ବାଳବୋଧ କୋଇଲିର ରଚୟିତା ଅଟନ୍ତି । ଏହି ରଚନାରେ କୃଷ୍ଣ ବିରହରେ ଯଶୋଦାଙ୍କ ବାତ୍ସଲ୍ୟ କୋଇଲିକୁ ସମ୍ବୋଧନ ମାଧ୍ୟମରେ ପ୍ରକାଶ କରାଯାଇଛି । ଏହା ଆଷାଢ଼ଶୁକ୍ଳ ବାଣୀରେ ରଚିତ ।[୧]

ଏହି ବାଳବୋଧ କୋଇଲି ଭିକଟୋରିଆ ପ୍ରେସରୁ ୧୮୯୮ରେ ପ୍ରକାଶିତ ।

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।