କଳ୍ପତରୁ ଦାସ

ଉଇକିପିଡ଼ିଆ‌ରୁ
କଳ୍ପତରୁ ଦାସ
ସଦସ୍ୟ: ରାଜ୍ୟ ସଭା
କାର୍ଯ୍ୟକାଳ
୩ ଅପ୍ରେଲ ୨୦୧୪ – ୨୫ ଜୁଲାଇ ୨୦୧୫
ସଦସ୍ୟ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୧୪
ପୂର୍ବ ଅଧିକାରୀଗୁରୁଚରଣ ତିକାୟତ
ପର ଅଧିକାରୀପ୍ରଣବ କୁମାର ବଳବନ୍ତରାୟ
ନିର୍ବାଚନ ମଣ୍ଡଳୀଧର୍ମଶାଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1948-02-07)୭ ଫେବୃଆରୀ ୧୯୪୮


[୧]
ଭୋଟକା, ଯାଜପୁର, ଓଡ଼ିଶା, ଭାରତ
ମୃତ୍ୟୁ୨୫ ଜୁଲାଇ ୨୦୧୫(2015-07-25) (ବୟସ ୬୭)
ଦିଲ୍ଲୀ, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ(୧୯୯୭-୨୦୧୫)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ (୧୯୭୭-୧୯୮୦,୧୯୮୫-୧୯୯୭), ଭାଜପା (୧୯୮୦-୧୯୮୫)
ଜୀବନ ସାଥୀପ୍ରତିମା ଦାସ
ସନ୍ତାନ୩ ପୁଅ
ବୃତ୍ତିରାଜନେତା

କଳ୍ପତରୁ ଦାସ (୭ ଫେବୃଆରୀ ୧୯୪୮ - ୨୫ ଜୁଲାଇ ୨୦୧୫)[୨][୩][୪] ଜଣେ ପୂର୍ବତନ ଭାରତୀୟ ରାଜନେତା । ସେ ମୃତ୍ୟୁ ପୂର୍ବରୁ ବିଜୁ ଜନତା ଦଳର ସଦସ୍ୟ ଥିଲେ । କଳ୍ପତରୁ ୧୯୯୫ ମସିହାରେ ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାସଭା ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୯୫ରୁ ୨୦୧୪ ଯାଏଁ ବିଧାନ ସଭାର ସଦସ୍ୟ ଥିଲେ ।

୨ ଅଗଷ୍ଟ ୨୦୧୨ରେ କଳ୍ପତରୁ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ ।[୫] ୩ ଅପ୍ରେଲ ୨୦୧୪ରୁ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାରୁ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ ।[୬][୭] କଳ୍ପତରୁ ପଞ୍ଚାୟତରାଜ ବିଭାଗ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୮] ୨୫ ଜୁଲାଇ ୨୦୧୫ରେ ୬୭ ବର୍ଷ ବୟସରେ କଳ୍ପତରୁ ପ୍ରାଣ ହରାଇଥିଲେ ।[୯] ଯାଜପୁର ଜିଲ୍ଲାରେ ତାଙ୍କ ନିର୍ବାଚନ ମଣ୍ଡଳୀର କୁଆଖିଆ ତହସିଲ ଅନ୍ତର୍ଗତ ଭୋଟକାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।[୧୦][୧୧]

ଆଧାର[ସମ୍ପାଦନା]

  1. "Kalpataru Das Biography". elections.in. Retrieved 28 July 2015.
  2. Odisha: Kalpataru Das cremated with full state honour"Archived copy". Archived from the original on 5 ଅଗଷ୍ଟ 2016. Retrieved 31 ମଇ 2016.{{cite web}}: CS1 maint: archived copy as title (link)
  3. Rajya Sabha member Kalpataru Das dead[୧]
  4. "Rajya Sabha member Kalpataru Das dies". IndiaToday.in. Retrieved 25 July 2015.
  5. "2.1 lakh houses completely damaged in cyclone, floods: State Panchayati Raj Minister Kalpataru Das". Daily News and Analysis. 10 December 2013. Retrieved 18 February 2014.
  6. "Orissa Assembly Election 2009 - Constituency: Dharmasala". Retrieved 18 February 2014.
  7. "Ghadei, Kalpataru Das: It's all in their families". Indian Express. 15 April 2009. Archived from the original on 3 March 2014. Retrieved 18 February 2014.
  8. "BJD leaders hit streets". The Telegraph (Calcutta).
  9. "Rajya Sabha member Kalpataru Das dies". IndiaToday.in. Retrieved 25 July 2015.
  10. BJD MLA Pranab Balabantaray[୨]
  11. Bhotaka village[୩]

ବାହାର ଆଧାର[ସମ୍ପାଦନା]