ଅଧମ ଚନ୍ଦ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
ଅଧମ ଚନ୍ଦ୍ର
ବୃତ୍ତିକବି
ଜାତୀୟତାଭାରତୀୟ
ସମୟଊନବିଂଶ ଶତାବ୍ଦୀ

ଅଧମ ଚନ୍ଦ୍ର ଊନବିଂଶ ଶତାବ୍ଦୀର ଜଣେ ଓଡ଼ିଆ କବି । ସେ କେତେକ ସାଧାରଣ ପ୍ରେମଧର୍ମୀ କବିତାର ରଚୟିତା ।[୧]ତାଙ୍କର ପ୍ରାପ୍ତ ଏକ କବିତାର ଆଦ୍ୟ ପଦ-

ଚାହାଁ ଚାହାଁ ବିଦେଶୀ ମୋତେ ଭାବରେ
ଆଜ ନିଶି ବଞ୍ଚିବି ଏହା ସଙ୍ଗରେ ।

ଅଧମ ଚନ୍ଦ୍ର

ଆଧାର[ସମ୍ପାଦନା]

  1. ଡଃ କୃଷ୍ଣଚରଣ ସାହୁ, ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦), ଓଡ଼ିଶା ସାହିତ୍ୟ ଏକାଡେମୀ ।