"ଅନୁଗୋଳ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Bot: Automated text replacement (- ର +ର ) |
|||
୯୧ କ ଧାଡ଼ି: | ୯୧ କ ଧାଡ଼ି: | ||
==ପବନ ବେଗ == |
==ପବନ ବେଗ == |
||
ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ |
ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗ ରେ ଆଧିକତ୍ୟା ଦେଖାଦିଏ.୨୦୧୩ ରେ ମହା ବାତ୍ୟା ଫାଇଲିଂ |
||
ଯୋଗୁଁ ଅନଗୁଳ ରେ ୧୦୦ ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା. |
ଯୋଗୁଁ ଅନଗୁଳ ରେ ୧୦୦ ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା. |
||
୧୯୭ କ ଧାଡ଼ି: | ୧୯୭ କ ଧାଡ଼ି: | ||
== ଉପଲବ୍ଧ ସେବା == |
== ଉପଲବ୍ଧ ସେବା == |
||
ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର |
ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି| |
||
ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେ TAMDA ଓ |
ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେ TAMDA ଓ MUNICIPALITYର କାର୍ଯ୍ୟ କାରିତା ରହିଛି । |
||
ରେଲ ମାର୍ଗ ଦ୍ବାରା ଅନଗୁଳ ରୁ |
ରେଲ ମାର୍ଗ ଦ୍ବାରା ଅନଗୁଳ ରୁ ଓଡ଼ିଶାର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗା କୁ ଯୋଗା ଯୋଗ ଓ ଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି. |
||
ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳ ରୁ ରାଉରକେଲା ଜାଏଂ ପ୍ରସାରିତ. |
ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳ ରୁ ରାଉରକେଲା ଜାଏଂ ପ୍ରସାରିତ. |
||
ଅନ୍ୟ ରାଜ୍ୟ ପଥ ଅନ୍ୟ ସହର କୁ ଯୋଗାଯୋଗ କରୁଛି. |
ଅନ୍ୟ ରାଜ୍ୟ ପଥ ଅନ୍ୟ ସହର କୁ ଯୋଗାଯୋଗ କରୁଛି. |
||
==ପ୍ରସାରଣ ସେବା== |
==ପ୍ରସାରଣ ସେବା== |
||
ସହର ରେ ଆକାଶବାଣୀ |
ସହର ରେ ଆକାଶବାଣୀ କଟକର FM ସେବା ୧୦୦.୧ MHz ରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀର ଅନଗୁଳ ସଂସ୍କରଣ ସହର ରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି |
||
== ଆଧାର == |
== ଆଧାର == |
୦୦:୩୧, ୨୬ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଅନୁଗୋଳ
ଅନୁଗୁଳ | |
---|---|
ସହର | |
Country | India |
State | ଓଡ଼ିଶା |
District | ଅନୁଗୋଳ |
Population (2001) | |
• Total | ୩୨୦୨୨ |
Languages | |
Time zone | UTC+5:30 (IST) |
PIN | ୭୫୯ ୧୨୨ |
Telephone code | ୦୬୭୬୪ |
ଯାନବାହାନ ପଞ୍ଚୀକରଣ | OD-19 |
Coastline | 0 kilometres (0 mi) |
Nearest city | କଟକ, ଭୁବନେଶ୍ଵର |
Sex ratio | ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା ♂/♀ |
Literacy | ୬୮% |
Lok Sabha constituency | ସମ୍ବଲପୁର ଓ ଢେଙ୍କାନାଳ |
Climate | ପାଣିପାଗ ଅନୁସାରେ (Köppen) |
Avg. summer temperature | 50 °C (122 °F) |
Avg. winter temperature | 10 °C (50 °F) |
ଜନଗଣନା
୨୦୦୧ ଜଣଗଣନା ଅନୁସାରେ,[୧] ଅନୁଗୋଳର ଲୋକସଂଖ୍ୟା ୩୮,୦୨୨ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୋଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।
ଭୌଗଳିକ
ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ) ।
ପାଣି ପାଗ
ସାଧାରଣତଃ ଅନଗୁଳ ଜ଼ିଲ୍ଲା ରେ ୪ ଟି ମୁଖ୍ୟ ରୁତୁ ଦେଖାଦିଏ .ମାର୍ଚ୍ ଠୁ ଜୁନ ପର୍ଯ୍ୟନ୍ତ ଖରା.ଜୁଲାଇ ରୁ ଓକଟୋବର ଜାଏଂ ବର୍ଷା ପାଗ ଓ ନୋବେମବର୍ ରୁ ଫେବୃୟାରୀ ଜାଏଂ ଶୀତ ରୁତୁ ଥାଏ । ବାର୍ଷିକ ହାରା ହାରୀ ସର୍ବମୋଟ୍ ୧୪୨୧ ମିମି ବର୍ଷା ହୋଇଥାଏ ।
ତାପମାତ୍ରା
ଅନଗୁଳଠାରେ ଏକ ପାଣିପାଗ ଅନୁସ୍ଠାନ ଅବସ୍ଥିତ.ସର୍ବୋଚ ତାପମାତ୍ରା ୪୪ ଡିଗୀ ହାରା ହାରୀ ଏବଂ ସର୍ବ ନିମ୍ନ ୧୧ ଡିଗୀ ସେଲସିଅସ୍ ଜଣା ପଡ଼ିଛି. ଅତ୍ୟନ୍ତ ଉତ୍ତପ୍ତ ଦିନ ୫୦ ଡିଗୀ ଥିଲା ବେଳେ ସର୍ବନିମ୍ନ ୫.୨ ଡିଗୀ ଜଣା ପଡ଼ିଛି।
ପବନ ବେଗ
ବର୍ଷ ସାରା ମୃଦୁ ପବନ ବୋହିବା ସଂଗେ ସଂଗେ ପଶ୍ଚିମ ମୌସୁମୀ ବାୟୁ ଯୋଗୁଁ ପବନର ବେଗ ରେ ଆଧିକତ୍ୟା ଦେଖାଦିଏ.୨୦୧୩ ରେ ମହା ବାତ୍ୟା ଫାଇଲିଂ ଯୋଗୁଁ ଅନଗୁଳ ରେ ୧୦୦ ରୁ ଅଧିକ ବେଗରେ ପବନ ପ୍ରବାହିତ ହୋଇଥିଲା.
ବିରଳ ପାଣିପାଗ
୧୨ ଅପ୍ରିଲ୍ ୨୦୦୩ ରେ କୁଆ ପଥର ସହ ଝଡ ବାତ୍ୟା ପ୍ରଭୁଦ କ୍ଷତି ଘଟାଇଥିଲା.
Climate data for Angul | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
Record high °C (°F) | 36.2 (97.2) |
38.2 (100.8) |
42 (108) |
46.8 (116.2) |
50.9 (123.6) |
46.4 (115.5) |
44.0 (111.2) |
38.2 (100.8) |
38.7 (101.7) |
36.4 (97.5) |
32.0 (89.6) |
30.3 (86.5) |
50.9 (123.6) |
Average high °C (°F) | 25 (77) |
27 (81) |
31 (88) |
36 (97) |
39 (102) |
34 (93) |
32 (90) |
29 (84) |
28 (82) |
28 (82) |
27 (81) |
25 (77) |
30.1 (86.2) |
Average low °C (°F) | 10 (50) |
13 (55) |
16 (61) |
21 (70) |
25 (77) |
25 (77) |
24 (75) |
22 (72) |
22 (72) |
19 (66) |
14 (57) |
10 (50) |
18.4 (65.2) |
Record low °C (°F) | 5.2 (41.4) |
7.0 (44.6) |
13.4 (56.1) |
19.8 (67.6) |
23.2 (73.8) |
21.4 (70.5) |
20.4 (68.7) |
18.3 (64.9) |
17.9 (64.2) |
14.1 (57.4) |
11.2 (52.2) |
7.7 (45.9) |
5.2 (41.4) |
Average precipitation mm (inches) | 14 (0.55) |
12 (0.47) |
25 (0.98) |
27 (1.06) |
39 (1.54) |
243 (9.57) |
264 (10.39) |
279 (10.98) |
193 (7.6) |
140 (5.51) |
22 (0.87) |
8 (0.31) |
୧,୨୬୬ (୪୯.୮୩) |
Average relative humidity (%) | 55 | 57 | 60 | 63 | 67 | 74 | 83 | 85 | 82 | 76 | 62 | 56 | 68.3 |
[ଆଧାର ଲୋଡ଼ା] |
Angul | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ଉପଲବ୍ଧ ସେବା
ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥାମାନେ ଯୋଗାଇ ଅସୁଛନ୍ତି| ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେ TAMDA ଓ MUNICIPALITYର କାର୍ଯ୍ୟ କାରିତା ରହିଛି । ରେଲ ମାର୍ଗ ଦ୍ବାରା ଅନଗୁଳ ରୁ ଓଡ଼ିଶାର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗା କୁ ଯୋଗା ଯୋଗ ଓ ଭାରତର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି. ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳ ରୁ ରାଉରକେଲା ଜାଏଂ ପ୍ରସାରିତ. ଅନ୍ୟ ରାଜ୍ୟ ପଥ ଅନ୍ୟ ସହର କୁ ଯୋଗାଯୋଗ କରୁଛି.
ପ୍ରସାରଣ ସେବା
ସହର ରେ ଆକାଶବାଣୀ କଟକର FM ସେବା ୧୦୦.୧ MHz ରେ ପ୍ରସାରଣ କରା ଯାଉ ଅଛି.ଖବର୍ କାଗଜ଼ ସମ୍ବାଦ ଓ ଧରିତ୍ରୀର ଅନଗୁଳ ସଂସ୍କରଣ ସହର ରୁ ପ୍ରକଶ୍ ପାଉଛି. ଓଡ଼ିଆରେ ସଂଭାବନା ପ୍ରକଶ୍ ପାଉଛି
ଆଧାର
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.