ଭାରତର ଜିଲ୍ଲାମାନଙ୍କର ତାଲିକା

ଉଇକିପିଡ଼ିଆ ରୁ
(List of districts of India ରୁ ଲେଉଟି ଆସିଛି)
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦୁ: ضلع) ଭାରତର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନିକ ବିଭାଜନ ଅଟେ ।

  • ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IASର କର୍ମଚାରୀ ଜିଲ୍ଲାର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ଵରେ ଅଛନ୍ତି ।
  • ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବାର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ଵରେ ଅଛନ୍ତି ।
  • Deputy Conservator of Forests, Indian Forest Serviceର କର୍ମଚାରୀ, ଯିଏକି ଜିଲ୍ଲାର ବନବିଭାଗ ଦାୟିତ୍ଵରେ ଅଛନ୍ତି ।

ଜିଲ୍ଲା ମୂଖ୍ୟାଳୟର କର୍ମୀମାନେ ରାଜ୍ୟ ସରକାରଦ୍ଵାରା ସହାୟିତ ହୁଅନ୍ତି ।

ଭାରତରେ ମୋଟ ୬୪୦ଟି ଜିଲ୍ଲା ଅଛି ।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର ଜିଲ୍ଲା ସଂଖ୍ୟା[ସମ୍ପାଦନା]

ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ତାଲିକାରେ ଲିଖିତ ସଂଖ୍ୟାଦ୍ଵାରା ସୂଚୀତ ।
ସଂଖ୍ୟା ରାଜ୍ୟର ନାମ ଜିଲ୍ଲା ସଂଖ୍ୟା
1 ଆନ୍ଧ୍ର ପ୍ରଦେଶ ୨୩
2 ଅରୁଣାଚଳ ପ୍ରଦେଶ ୧୬
3 ଆସାମ ୨୭
4 ବିହାର ୩୮
5 ଛତିଶଗଡ଼ ୧୮
6 ଗୋଆ
7 ଗୁଜରାଟ ୨୬
8 ହରିଆଣା ୨୧
9 ହିମାଚଳ ପ୍ରଦେଶ ୧୨
10 ଜମ୍ମୁ ଓ କଶ୍ମୀର ୨୨
11 ଝାଡ଼ଖଣ୍ଡ ୨୪
12 କର୍ଣ୍ଣାଟକ ୩୦
13 କେରଳ ୧୪
14 ମଧ୍ୟ ପ୍ରଦେଶ ୫୦
15 ମହାରାଷ୍ଟ୍ର ୩୫
16 ମଣିପୁର
17 ମେଘାଳୟ
18 ମିଜୋରମ
19 ନାଗାଲାଣ୍ଡ ୧୧
20 ଓଡ଼ିଶା ୩୦
21 ପଞ୍ଜାବ ୨୨
22 ରାଜସ୍ଥାନ ୩୩
23 ସିକିମ
24 ତାମିଲନାଡୁ ୩୨
25 ତ୍ରିପୁରା
26 ଉତ୍ତର ପ୍ରଦେଶ ୭୧
27 ଉତ୍ତରାଖଣ୍ଡ ୧୩
28 ପଶ୍ଚିମବଙ୍ଗ ୧୯
A ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜ
B ଚଣ୍ଡୀଗଡ଼
C ଦାଦ୍ରା ଓ ନଗର ହବେଳୀ
D ଡାମନ ଓ ଡିଉ
E ଲାକ୍ଷାଦ୍ଵୀପ
F ଦିଲ୍ଲୀ
G ପୁଡୁଚେରୀ
* ମୋଟ 642

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]

  • 2001 maps; provides maps of social, economic and demographic data of India in 2001