ସୋର

ଉଇକିପିଡ଼ିଆ ରୁ
Jump to navigation Jump to search
ସୋର
ସହର
ସୋର is located in ଓଡ଼ିଶା
ସୋର
ସୋର
ଓଡ଼ିଶାରେ ଅବସ୍ଥାନ
ଅବସ୍ଥିତି: 21°17′N 86°41′E / 21.283°N 86.683°E / 21.283; 86.683Coordinates: 21°17′N 86°41′E / 21.283°N 86.683°E / 21.283; 86.683
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବାଲେଶ୍ୱର
ଲୋକ ସଭାଭଦ୍ରକ
ଭାଷାଓଡ଼ିଆ
ଉଚ୍ଚତା3 m (10 ft)
ଜନସଂଖ୍ୟା (୨୦୧୧)
 • ମୋଟ୨୭,୭୯୪
IST (+୫.୩୦)
ପିନ କୋଡ଼୭୫୬୦୪୫[୧]
Area code(s)+୦୬୭୮୮
ଗାଡ଼ି ପଞ୍ଜିକରଣOR/01

ସୋର ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ ଏକ ସହର । ଏହା ବାଲେଶ୍ୱର ଜିଲ୍ଲାର ୭ଟି ତହସିଲ ମଧ୍ୟରୁ ଗୋଟିଏ, ଏକ ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଧାନ ସଭା ନିର୍ବାଚନ ମଣ୍ଡଳୀପଞ୍ଚାୟତ ସମିତି

ଅବସ୍ଥାନ[ସମ୍ପାଦନା]

ଏହା ୫ ନମ୍ବର ଜାତୀୟ ରାଜପଥ ବା ଜଗନ୍ନାଥ ସଡ଼କ ନିକଟରେ କଲିକତାରୁ ଚେନ୍ନାଇ ଯିବା ରାସ୍ତରେ, ଭଦ୍ରକବାଲେଶ୍ୱର ସହରର ମଝା-ମଝିରେ ଅବସ୍ଥିତ । ଏହା ସୋର ରେଳ ଷ୍ଟେସନ ଚେନାଇରୁ କଲିକତା ଯାଏଁ ଲମ୍ବିଥିବା ଦକ୍ଷିଣ-ପୂର୍ବ ରେଳପଥରେ ପଡେ ।

ଲୋକଗଣନା[ସମ୍ପାଦନା]

୨୦୧୧ ଜଣଗଣନା ଅନୁସାରେ,[୨] ସୋରରର ଲୋକସଂଖ୍ୟା ୨୭,୭୯୪ ।

ଭାଷା[ସମ୍ପାଦନା]

ଓଡ଼ିଆ ସୋରର ସରକାରୀ ଭାଷା ଅଟେ ।

ଆଧାର[ସମ୍ପାଦନା]

  1. onefivenine.com
  2. Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧

ଛାଞ୍ଚ:ବାଲେଶ୍ୱର