ବୌଦ୍ଧଗଡ଼

ଉଇକିପିଡ଼ିଆ‌ରୁ

ଏହି ଲେଖାଟି ବୌଦ୍ଧ ଜିଲ୍ଲାର ବୌଦ୍ଧ ସହର ବାବଦରେ । ବାକିସବୁ ବିକଳ୍ପ ବ୍ୟବହାର ପାଇଁ, ଗୌତମ ବୁଦ୍ଧ, ବୌଦ୍ଧ ଧର୍ମ ଦେଖନ୍ତୁ ।

[[Category:Lua error in package.lua at line 80: module 'Module:Pagetype/softredirect' not found. with short description]]

ବୌଦ୍ଧ
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାବୌଦ୍ଧ ଜିଲା
ଭାଷାଓଡ଼ିଆ, ଇଂରାଜୀ
 • Density609/km2 (1,580/sq mi)
Time zoneIST (+୫.୩୦)
ରାମନାଥ/ ରାମେଶ୍ୱର ଦେଉଳ

ବୌଦ୍ଧ ସହର ଓଡ଼ିଶାର ବୌଦ୍ଧ ଜିଲ୍ଲାର ସଦର ମହକୁମା ଓ ପ୍ରଶାସନିକ ମୁଖ୍ୟ ସହର।

ଭୂଗୋଳ[ସମ୍ପାଦନା]

ମହାନଦୀ ସେତୁ

ବୌଦ୍ଧ ସହର ଓଡ଼ିଶାର ମଧ୍ୟ ଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଅବସ୍ଥିତ । ଏହା ମହାନଦୀ କୂଳରେ ରହିଛି ।

ଇତିହାସ[ସମ୍ପାଦନା]

ଲୋକଗଣନା[ସମ୍ପାଦନା]

୨୦୧୧ ଜଣଗଣନା ଅନୁସାରେ,[୨] ବୌଦ୍ଧର ଲୋକସଂଖ୍ୟା ୧,୫୬,୪୩୦ । ପୁରୁଷ ସଂଖ୍ୟା ୮୨,୧୦୬ ଓ ମହିଳା ସଂଖ୍ୟା ୭୪,୩୨୪ ।

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; Population details ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. Alphabetical list of towns and their population, ଭାରତୀୟ ଜନଗଣନା, ୨୦୧୧

ବାହାର ତଥ୍ୟ[ସମ୍ପାଦନା]