ବୁଢ଼ୀଠାକୁରାଣୀ ମନ୍ଦିର
ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ସୁନାଶଗଡ଼ ପାହାଡ଼ରେ ମାଆ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ ।[୧] ମନ୍ଦିରର ବାମ ପାର୍ଶ୍ୱରେ ମଦନମୋହନ, ଦକ୍ଷିଣ ପାର୍ଶ୍ୱରେ ଶିବପାର୍ବତୀ, ଗାୟତ୍ରୀ ଏବଂ ସମ୍ମୁଖରେ ଏକ ଦୁର୍ଗାମଣ୍ଡପ ରହିଅଛି ସୁନାଶଗଡ଼ ପାହାଡ଼ର ଶୀର୍ଷ ଦେଶରେ ଜଗନ୍ନାଥଙ୍କର ଶୈଳଶ୍ରୀକ୍ଷେତ୍ର ୨୦୦୨ରେ ପ୍ରତିଷ୍ଠା କରାଯାଇଅଛି । [୨] କିମ୍ବଦନ୍ତୀ ମତେ ସୁନାଶ ନାମକ ଜଣେ କନ୍ଧ ଏହି ପାହାଡ଼କୁ ଗଡ଼ ଭାବେ ବ୍ୟବହାର କରୁଥିଲା । ସେ ବୁଢ଼ୀ ଠାକୁରାଣୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲା [୩] ଓଡ଼ିଶାର ମଧ୍ଯ ଭାଗ େର ଅନୁଗୁଳ ଜିଲ୍ଲା ଅବସ୍ଥିତ ା ଏଠା େର ମା ବୁଢୀ ଠାକୁରାଣୀଙ୍କ ଏକ ପ୍ରସିଦ୍ଧ ମନ୍ଦିର ରହିଛି ା ସହରର ମଧ୍ଯ ଭାଗ େର ଥିବା ସୁନାଶଗଡ ନାମକ ଏକ ପର୍ବତ େର ଏହି ମନ୍ଦିର ଅବସ୍ଥିତ ା ମା ବୁଢୀଠାକୁରାଣୀଙ୍କ ବିଗ୍ରହ, ମ୍ୟାଗ େନଟ ପଥରର ସୁନ୍ଦର କାରୁକାର୍ଯ୍ୟ େର ନିର୍ମିତ ହୋଇଛି ା ଆଦିବାସୀ ସଂସ୍କୃତି େର କରାଯାଉଥିବା ବୁଢା ବୁଢୀ ଠାକୁରଙ୍କ ପୂଜନ ଶୈଳୀର ଏହା ଅନ୍ୟ ଏକ ପରମ୍ପରା ା ଏହି ପରମ୍ପରା, ପ୍ରଥା ଅନୁଗୁଳ ଜିଲ୍ଲାର ଓଗି, ପରା, ବା େଗଡିଆ ଗ୍ରାମ େର ପ୍ରଚଳିତ, େଯଉଁଠା େର ବୁଢା ଠାକୁର ପୂଜା ପାଇଥାନ୍ତି ା
ଆଧାର[ସମ୍ପାଦନା]
- ↑ "Budhi Thakurani". odisha360.com. 2012. Retrieved 23 May 2012.
The temple of ‘Budhi Thakurani’ is situated on one side of Sunasagad hill,
- ↑ "SAILASHREEKHETRA, ANGUL". angul.nic.in. 2011. Retrieved 23 May 2012.
after completion of Pratistha Utsav on Dt.22.02.2002
- ↑ "BUDHI THAKURANI, LIVING GODDESS OF ANGUL". angul.nic.in. 2011. Retrieved 23 May 2012.
The Kandha ruler placed this Budhi Thakurani and worshipped as his Esta Devi