ବୌଦ୍ଧ ଜିଲ୍ଲା
(ଛାଞ୍ଚ:ବୌଦ୍ଧ ଜିଲ୍ଲା ରୁ ଲେଉଟି ଆସିଛି)
Jump to navigation
Jump to search
ବୌଦ୍ଧ | |
---|---|
ଜିଲ୍ଲା | |
ରାମେଶ୍ୱର (ରାମନାଥ) ଦେଉଳ | |
![]() ଓଡ଼ିଶାରେ ଅବସ୍ଥାନ | |
ଅବସ୍ଥିତି: 20°49′59″N 84°19′59″E / 20.833°N 84.333°ECoordinates: 20°49′59″N 84°19′59″E / 20.833°N 84.333°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | କନ୍ଧମାଳ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୨ଟି ଆସନ
|
କ୍ଷେତ୍ରଫଳ | |
• ଜିଲ୍ଲା | km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres) |
ଜନସଂଖ୍ୟା (୨୦୧୧) | |
• ଘନତା | 136/km2 ( | 350/sq mi)
IST (+୫.୩୦) | |
ପିନ କୋଡ଼ | ୭୬୨ ୦xx |
ତାର (ଏସ୍.ଟି.ଡ଼ି) | +୦୬୮୪x |
ଗାଡ଼ି ପଞ୍ଜିକରଣ | OD-27 |
ଜିଲ୍ଲାପାଳ | ପ୍ରଶାନ୍ତ କୁମାର ପ୍ରଧାନ |
ୱେବସାଇଟ | ମୁଖ୍ୟ ୱେବସାଇଟ |
ବୌଦ୍ଧ ଜିଲ୍ଲା, ଓଡ଼ିଶାର ମଧ୍ୟରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ବୌଦ୍ଧ ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ବିଷୟସୂଚୀ
ଭୂଗୋଳ[ସମ୍ପାଦନା]
ଓଡ଼ିଶାର ମଧ୍ୟଭାଗରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ଆୟତନ ୩,୦୯୮ ବର୍ଗ କିମି
ଅବସ୍ଥିତି[ସମ୍ପାଦନା]
- ଉତ୍ତରରେ ମହାନଦୀ ଓ ଅନୁଗୋଳ ଜିଲ୍ଲା
- ଦକ୍ଷିଣରେ କନ୍ଧମାଳ ଜିଲ୍ଲା
- ପୂର୍ବରେ ନୟାଗଡ଼ ଜିଲ୍ଲା
- ପଶ୍ଚିମରେ ତେଲ ନଦୀ ତଥା ସୁବର୍ଣ୍ଣପୁର ଜିଲ୍ଲା ଅଛି
ମୁଖ୍ୟ ନଦୀ ଓ ଶାଖାନଦୀ[ସମ୍ପାଦନା]
- ମହାନଦୀ
- ତେଲନଦୀ
ଜନସଂଖ୍ୟା[ସମ୍ପାଦନା]
୨୦୧୧ ଜନଗଣନା ଅନୁସାରେ, ବୌଦ୍ଧ ଜିଲ୍ଲାର ଲୋକସଂଖ୍ୟା ୪,୩୯,୯୧୭ ।[୧]
- ପୁରୁଷ: ୨,୨୦,୯୯୩
- ମହିଳା: ୨,୧୮,୯୨୪
- ଛ ବର୍ଷରୁ କମ: ୫୯,୦୯୪
- ପଢୁଆ ହାର ୭୨.୫୧%
- ପୁରୁଷ: ୮୪.୪୯%
- ମହିଳା: ୬୦.୪୪%
ବିଧାନ ସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]
- କଣ୍ଟାମାଳ(୦୮୫)
- ବୌଦ୍ଧ (୦୮୬)
ଆଧାର[ସମ୍ପାଦନା]
ଅଧିକ ତଥ୍ୟ[ସମ୍ପାଦନା]
![]() |
ସୁବର୍ଣ୍ଣପୁର ଜିଲ୍ଲା | ଅନୁଗୋଳ ଜିଲ୍ଲା | ![]() | |
![]() |
||||
![]() ![]() | ||||
![]() | ||||
ବଲାଙ୍ଗୀର ଜିଲ୍ଲା | କନ୍ଧମାଳ ଜିଲ୍ଲା | ନୟାଗଡ଼ ଜିଲ୍ଲା |