ଜୟପୁର, କୋରାପୁଟ
ଦେଖଣା
ଜୟପୁର ଏକ ଭାରତୀୟ ସହର । ଏହା ଓଡ଼ିଶାର କୋରାପୁଟ ଜିଲ୍ଲାର ସଦର ମହକୁମା କୋରାପୁଟ ସହରରରୁ ୨୧ କିମି ଦୂରରେ ଅବସ୍ଥିତ ।
ଜୟପୁର | |
|---|---|
ସହର | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | କୋରାପୁଟ |
| Elevation | 597.71 m (1,960.99 ft) |
| Population (2011) | |
| • Total | ୧,୮୧,୯୦୬ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
| ପିନ୍ କୋଡ | ୭୬୪୦୦୧ |
| ଟେଲିଫୋନ୍ କୋଡ | ୦୬୮୫୪ |
| ଯାନବାହାନ ପଞ୍ଚୀକରଣ | OD 10 |
| Website | myjeypore |
ଭୂଗୋଳ ଓ ଜଳବାୟୁ
[ସମ୍ପାଦନା]ଜୟପୁର ସହର ଉ: ୧୮.୮୫° ପୁ: 82.୫୮°ରେ ଅବସ୍ଥିତ । ଏହାର ହାରାହାରି ଉଚ୍ଚତା ପ୍ରାୟ ମି: ୬୫୯ (୨୧୬୫ ଫୁଟ) । ଓଡ଼ିଶାର ଅନ୍ୟ ଭାଗ ଭଳି ଜୟପୁର ସହର ମଧ୍ୟ ଏକ ମୌସୁମୀ ଅଞ୍ଚଳ । ତେବେ ଏହି ସହରରେ ଯଥେଷ୍ଟ ମାତ୍ରାରେ ଗରମ ଓ ପ୍ରବଳ ଶୀତ ମଧ୍ୟ ହୋଇଥାଏ । ଶୀତ ଋତୁ (ଅକ୍ଟୋବର ମାସ ଏବଂ ଫେବୃଆରୀ ମାସ ମଧ୍ୟରେ) ଏଠାକାର ପର୍ଯ୍ୟଟନ ଅନୁକୂଳ ପାଗ ।
ପର୍ଯ୍ୟଟନ
[ସମ୍ପାଦନା]ଜୟପୁର ରାଜପ୍ରାସାଦ
[ସମ୍ପାଦନା]ଜୟପୁର ରାଜପ୍ରସାଦ ଏହି ସହର ଉପକଣ୍ଠରେ ଥିବା ଏକ ପୁରାତନ ରାଜମହଲ । ଏଠାରେ ଥିବା ଦରବାର ହଲ ମଧ୍ୟରେ ଅଭ୍ର, ରୂପା, ସୂନା, ଚନ୍ଦନ କାଠ, ଗୋଲାପକାଠ ସହ ବିଭିନ୍ନ ପ୍ରକାର ଅଙ୍କନ ଆଦି ସାଇତା ହୋଇ ରହିଛି ।

ବାହାର ଲିଙ୍କ
[ସମ୍ପାଦନା]- (Jeypore website) Archived 2012-09-22 at the Wayback Machine.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |