ଜୟପୁର, କୋରାପୁଟ

ଉଇକିପିଡ଼ିଆ ରୁ
Jump to navigation Jump to search

ଜୟପୁର କୋରାପୁଟ ସହରରରୁ ୨୧ କିମି ଦୁରରେ ରହିଛି ଏହି ସହର । ଏଠାରେ ରହିଥିବା ପୁରୁଣା ରାଜ ପ୍ରସାଦ ଏଠାକାର ବଡ଼ ଆକର୍ଷଣ  । ରାଜପ୍ରସାଦ ମଧ୍ୟରେ ରହିଥିବା ଦରବାର ହଲ ସହ ଏଠାରେ ସୁଦ୍ଧ ଅର୍ଭ, ରୂପା, ସୂନା, ଚନ୍ଦନ କାଠ,ଗୋଲାପକାଠ ସହ ବିଭିନ୍ନ ପ୍ରକାର ପେଟିଂ ଦେଖିବାର ସୁଯୋଗ ମିଳିବ । ଏହାସହ ଜୟପୁରର  ଗାନ୍ଧୀପାର୍କ ଅନ୍ୟତମ ଅକର୍ଷଣ । ଭାରିମାନକୁ ହାଲୁକା କରିବା ପାଇଁ ଏହା ଏକ ସାନ୍ତୁ ପରିବେଶ ସୃଷ୍ଟି କରିଥାଏ ।

ଛାଞ୍ଚ:SDcat

ଜୟପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକୋରାପୁଟ
Elevation
597.71 m (1,960.99 ft)
ଜନସଂଖ୍ୟା
 (2011)
 • ମୋଟ୧,୮୧,୯୦୬
ଭାଷା
 • ସରକାରୀଓଡ଼ିଆ
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
୭୬୪୦୦୧
ଟେଲିଫୋନ୍ କୋଡ୦୬୮୫୪
ଗାଡ଼ି ପଞ୍ଜିକରଣOD 10
ୱେବସାଇଟmyjeypore.in

ଜୟପୁର ସହର ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ |

ଭୂଗୋଳ ଓ ଜଳବାୟୁ[ସମ୍ପାଦନା]

ଜୟପୁର ସହର ଊ: ୧୮.୮୫° ପୁ: 82.୫୮°ରେ ଅବସ୍ଥିତ। ଏହାର ହାରାହାରି ଉଚ୍ଚତା ପ୍ରାୟ ମି: ୬୫୯ (2165 ଫୁଟ) ଅଟେ।

ଓଡ଼ିଶାର ଅନ୍ୟ କୌଣସି ଭାଗ ଭଳି ଜୟପୁର ସହର ମଧ୍ୟ ଏକ ମୌସୁମୀ ଅଞ୍ଚଳ ଅଟେ। କିନ୍ତୁ ଯେହେତୁ ଏହି ସହରରେ ଯଥେଷ୍ଟ ମାତ୍ରାରେ ଗରମ ଓ ପ୍ରବଳ ଶୀତ ହୋଇ ଥାଏ, ଏହି ଅଞ୍ଚଳକୁ ଶୀତ ପ୍ରବଳ କୁହା ଯାଇ ପାରିବ। ଜୟପୁରକୁ ବୁଲି ଯିବା ପାଇଁ ସର୍ବୋତ୍ତମ ସମୟ ହେଉଛି ଶୀତ ଋତୁ, ଅକ୍ଟୋବର ମାସ ଏବଂ ଫେବୃଆରୀ ମାସ ମଧ୍ୟ ରେ।

ଇତିହାସ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]